ଏଟି ଲିଙ୍କ୍ ମାମଲାରେ ୫ଜଣଙ୍କୁ ମିଳିଲା ଜାମିନ : ସର୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

27

କନକ ବ୍ୟୁରୋ : ଏଟି ଚିଟଫଣ୍ଡ ଲିଙ୍କ୍ ମାମଲା । ଏହି ମାମଲାରେ ୫ ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ସନ୍ଦୀପ ଖୁଂଟିଆ,ବିକାଶ ସ୍ୱାଇଁ,ମନୋଜ ଦାସ,ମନୋଜ ପଟ୍ଟନାୟକ ଏବଂ ବିନୀତ ଜଲାନୀଙ୍କୁ ଜାମିନ ମିିଳିଛି ।

ସେହିପରି ସମସ୍ତ ସାକ୍ଷ୍ୟମାନଙ୍କ ବୟାନ ରେକର୍ଡ କରାଯାଇଛି । ଏମାନେ ୨ ବର୍ଷରୁ ଅଧିକ ଦିନ ହେବ ଚିଟଫଣ୍ଡ ଲିଙ୍କ୍ ଅଭିଯୋଗରେ ଜେଲରେ ରହିଥିଲେ ।