ପୁଲୱାମାରୁ ୫ କେଜିର IED ସହ ଆତଙ୍କବାଦୀଙ୍କ ସହଯୋଗୀ ଗିରଫ । ବଡ ଧରଣର ଷଡଯନ୍ତ୍ର ବିଫଳ

253

କନକ ବ୍ୟୁରୋ: ପୁଲୱାମାରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ଭଣ୍ଡୁର କରିଛି କରିଛି ସେନା । ଜବତ ହୋଇଛି ୫ କେଜିର ଆଇଇଡି ବିସ୍ଫୋରକ ସହ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ସହଯୋଗୀ ।

ନିକଟରେ ‘ଅପରେସନ୍ ଅଲ ଆଉଟ୍’ ଚଳାଇ ବାରାମୁଲ୍ଲା ଇଲାକାରେ ଆତାଙ୍କବାଦୀ ଓ ସେନା ମଧ୍ୟରେ ଲଗାତାର ଏନକାଉଣ୍ଟର ଜାରି ରହିଥିବାବେଳେ ୨ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ମାରଣାସ୍ତ୍ର ସହ ଏକେ-୪୭ ଜବତ ହୋଇଥିଲା । ବିରାମୁଲାର ଗାଁରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ପାଇବା ପରେ ସେନା ଅପରେସନ୍ ଚଳାଇଥିଲା ।