Daily Archives

June 29, 2024

ବିଶ୍ୱ ବିଜେତା ହେବାକୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଢ଼େଇ । ପଢନ୍ତୁ ବର୍ଷା ହେଲେ କ’ଣ ହେବ?

କନକ ବ୍ୟୁରୋ: ଆଜି ଟି-୨୦ ବିଶ୍ୱକପର ଫଇନାଲ ମୁକାବିଲା । ଟାଇଟଲ ପାଇଁ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ବାର୍ବାଡୋସରେ ସନ୍ଧ୍ୟା ୮ଟାରେ ଖେଳଯିବା ମ୍ୟାଚ । ଯେତେ ସମୟ ପାଖେଇ ଆସୁଛି କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଭାରତ ୧୭ ବର୍ଷ ପରେ…

ଟେଷ୍ଟ କ୍ରିକେଟରେ ଭାରତୀୟ ମହିଳା ଟିମ୍ କଲା ସବୁଠାରୁ ଅଧିକ ସ୍କୋର । ପଛରେ ପଡିଲା ଅଷ୍ଟ୍ରେଲିଆ

କନକ ବ୍ୟୁରୋ : ଗୋଟିଏ ପଟେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି ୨୦ ବିଶ୍ୱକପର ଫାଇନାଲ ଖେଳାଯିବ । ହେଲେ ତା ପୂର୍ବରୁ ଭାରତୀୟ କ୍ରିକେଟ ପ୍ରଶଂସକମାନଙ୍କୁ ଖୁସି କରିଦେଇଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ୍ । ଟେଷ୍ଟ କ୍ରିକେଟରେ ଶନିବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳୁଥିବା…

ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କୁ ବଡ ଝଟକା । ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲା ସହିତ ଜଡିତ କଥିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ ଝଟକା ଲାଗିଛି । ରାୱଜ ଏଭିନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି । ସୂଚନା ଥାଉକି ସଂପୃକ୍ତ ମାମଲାରେ ସିବିଆଇ…

କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା । ଗଭୀର ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ସହାୟତା…

କନକ ବ୍ୟୁରୋ: ଅନୁଗୁଳର ଟିକରପଡାସ୍ଥିତ ମହାନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ବାଳକର ମୃତ୍ୟୁ ହୋଇଛି । ଏହି ଘଟଣାରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ଏହା ସହିତ ମୃତ ବାଳକର ପରିବାରର ନିକଟତମ ଆତ୍ମୀୟଙ୍କୁ…

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ପ୍ରସବ ଯନ୍ତ୍ରଣା ହେବାରୁ କାଶୀପୁରରେ ଖଟିଆରେ ବୁହା ହେଲେ ରୋଗୀ

କନକବ୍ୟୁରୋ:ଉପାନ୍ତରେ କେବେ ସୁଧୁରିବ ସ୍ୱାସ୍ଥ୍ୟ ସେବା । କାଶୀପୁରରେ ଖଟିଆରେ ବୁହା ହୋଇଛନ୍ତି ରୋଗୀ । ଗାଁକୁ ପକ୍କା ରାସ୍ତା ନଥିବାରୁ ଆସିପାରୁନି ଆମ୍ବଲାନ୍ସ । ତେଣୁ ରୋଗୀଙ୍କ ପରିବାର ଲୋକେ ଖଟିଆରେ ବୋହି ନେଇଛନ୍ତି । ଅଡ଼ାଜୋର ପଂଚାୟତ ଜାନି ସାହିର କୁନୀ ମାଝୀଙ୍କ ପ୍ରସବ ଯନ୍ତ୍ରଣା…

ଭସା ବାଦଲର ଓଜନ କେତେ? କେତେ ଜଳ ନେଇ ଆକାଶରେ ବୁଲେ ବାଦଲ?

କନକ ବ୍ୟୁରୋ: ମୌସୁମୀ ଆସିବା ମାତ୍ରେ ପ୍ରତିଦିନ ମୁଡ୍ ବଦଳାଇଥାଏ ଆକାଶ, ଆଉ ଆକାଶର କଳାବାଦଲକୁ ଦେଖି ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ ନିଶ୍ଚିତ । ବାଦଲଫଟା ବର୍ଷା, ଗରଜି ଗରଜି ବରଷୁଥିବା ମେଘ ପଛର ଅନେକ ବୈଜ୍ଞାନିକ ତଥ୍ୟ ଥାଏ । ଏପରିକି ମୁଣ୍ଡ ଉପରେ ଥିବା ବାଦଲଖଣ୍ଡକୁ ନେଇ ଲୋକେ ତା’…