Daily Archives

June 17, 2024

ବିଧାନସଭା ନିର୍ବାଚନ ଉପରେ ବିଜେପିର ଆଖି । ଧର୍ମେନ୍ଦ୍ରଙ୍କୁ ମିଳିଲା ବଡ ଦାୟିତ୍ୱ । ହରିୟାଣାର ନିର୍ବାଚନ ପ୍ରଭାରୀ…

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପରେ ପରେ, ଏବେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଫୋକସ୍ କରିଛି ଭାରତୀୟ ଜନତା ପାର୍ଟି । ଚଳିତ ବର୍ଷ ମହାରାଷ୍ଟ୍ର ସହ ହରିୟାଣା, ଝାଡଖଣ୍ଡ ଏବଂ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା…

ମାନବୀୟ ତ୍ରୁଟିରୁ ଦୁର୍ଘଟଣା । ସିଗନାଲ୍ ନ ମାନିବାରୁ ଘଟିଛି ଅଘଟଣ । କାଞ୍ଚନଜଙ୍ଗା ଟ୍ରେନ ଦୁର୍ଘଟଣାରେ ରେଲୱେ ବୋର୍ଡ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଜଲପାଇଗୁଡି ରେଳ ଦୁର୍ଘଟଣାକୁ ନେଇ ରେଲୱେ ବୋର୍ଡ ଅଧ୍ୟକ୍ଷ ଜୟା ବର୍ମା ସିହ୍ନାଙ୍କ ସୂଚନା । ମାନବୀୟ ତ୍ରୁଟିରୁ ଘଟିଛି ଏତେ ବଡ ଦୁର୍ଘଟଣା । ମାଲବାହୀ ଟ୍ରେନ୍ର ଡ୍ରାଇଭର ସିଗ୍ନାଲ ନ ମାନିନଥିଲେ । ଯାହାପାଇଁ ଏ ବଡ ଧରଣର ଦୁର୍ଘଟଣା ଘଟି ଯାଇଛି । ଦୁର୍ଘଟଣାରେ ୮…

ବଜେଟ ପ୍ରସ୍ତୁତି ଆରମ୍ଭ କରିବାକୁ ଅର୍ଥ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଇସ୍ତାହାରକୁ ପୂରଣ କଲାଭଳି ଖସଡା…

କନକ ବ୍ୟୁରୋ: ଶପଥ ଗ୍ରହଣ ପରେ ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାର ଚାରୋଟି ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ବିଭାଗୀୟ ସଚିବମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଗୃହ, ଅର୍ଥ, ଜଳ ସମ୍ପଦ ଓ ଯୋଜନା ଓ…

ଆସନ୍ତା କାଲିଠୁ ହୋଇପାରେ ସକାଳୁଆ ସ୍କୁଲ । ସ୍ଥିତି ଦେଖି ଜିଲ୍ଲାପାଳ ନେଇପାରିବେ ଛୁଟି ନିଷ୍ପତ୍ତି । ଗଣଶିକ୍ଷା ବିଭାଗ…

କନକ ବ୍ୟୁରୋ: ଆସନ୍ତାକାଲିଠୁ ରାଜ୍ୟରେ ହୋଇପାରେ ସକାଳୁଆ ସ୍କୁଲ । ଅସହ୍ୟ ଖରା ଓ ଗୁଳୁଗୁଳି ପାଇଁ ସକାଳୁଆ ସ୍କୁଲ ହେବା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ସ୍ଥିତି ଦେଖି ତିନି ଦିନ ଜିଲ୍ଲାପାଳ ଛୁଟି ନିଷ୍ପତ୍ତିି ନେଇପାରିବେ । ଗଣଶିକ୍ଷା ବିଭାଗର ବୈଠକରେ ନିଷ୍ପତ୍ତି ହୋଇଥିବା…

ମିଶନ ଶକ୍ତି ଦୌଡିବ, ବିକଶିତ ଓଡ଼ିଶାର ସ୍ୱପ୍ନକୁ ମିଶନ ଶକ୍ତି ହିଁ ପୂରା କରିବ । ସମୀକ୍ଷା ପରେ ବଡ ବୟାନ ଦେଲେ…

କନକ ବ୍ୟୁରୋ : ଆଜି ମିଶନ ଶକ୍ତି ବିଭାଗର ଅଧିକାରୀଙ୍କ ସହ ଆଲୋଚନା ପରେ, ଆଗାମୀ ଦିନରେ ମିଶନ ଶକ୍ତି ଦୌଡିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡା । ମିଶନ ଶକ୍ତି ଲକ୍ଷ୍ୟ ସ୍ଥଳରେ ବିକଶିତ ଓଡିଶାର ସ୍ବପ୍ନ ପୂରଣ ହେବ । ମିଶନ ଶକ୍ତି ଏକ ମାଇକ୍ରୋ…

ପଶ୍ଚିମବଙ୍ଗରେ ଟ୍ରେନ୍ ଦୁର୍ଘଟଣା । ପ୍ରତିଟି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବ ରେଳବାଇ । ଗୁରୁତରଙ୍କୁ ଅଢେଇ…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଏବେ ମୃତକ ଏବଂ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ସରକାର । ପ୍ରତିଟି ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିବା ସହ ଦୁର୍ଘଟଣାରେ ଆହତ ହେଇଥିବା ଲୋକଙ୍କୁ…