Daily Archives

May 30, 2024

ଆଉ ମାତ୍ର କେଇ ଘଣ୍ଟାରେ ସରିବ ପ୍ରଚାର, ଶେଷ ଦିନରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଓଲିଉଡ ଷ୍ଟାର ।

କନକବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ସରୁଥିବା ବେଳେ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ସିନେ ତାରକା । ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ସତ୍ୟସାରଥୀ ମହାନ୍ତିଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେପି ନେତା ତଥା ଓଲିଉଡ୍…

ଯାଜପୁର ନିର୍ବାଚନ ମଣ୍ଡଳି ସରଗରମ ରାଜନୀତି, ବିଜେଡି-ବିଜେପିର ଟକ୍କର ହେବା ନେଇ ଚର୍ଚ୍ଚା କରୁଛନ୍ତି ଜନତା ।

କନକବ୍ୟୁରୋ:ଉପକୂଳ ଓଡିଶାର ଆଗୁଆ ଜିଲ୍ଲା ଭାବେ ପରିିଚିତ ଯାଜପୁର ଜିଲ୍ଲା । ଯାଜପୁର ନିର୍ବାଚନ ମଣ୍ଡଳି ରାଜନୀତି ସରଗରମ । ବର୍ତମାନ ରାଜ୍ୟ ରାଜନିତିରେ ପ୍ରତିନିଧିତ୍ୱ କରୁଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ଏଠାରୁ ତିନିଥର ବିଧାୟକ ହୋଇଛନ୍ତି । ଏଥର ସେ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ…

କାକଟପୁରରେ କଣ ହେବ ସ୍ଥିତ.ବିଜେଡି-ବିଜେପି ଲଢେଇରୁ ଫାଇଦା ନେବେ କି କଂଗ୍ରେସ ପ୍ରାର୍ଥୀ ।

କନକବ୍ୟୁରୋ:ପୁରୀ ଜିଲ୍ଲାର କାକଟପୁର ସଂରକ୍ଷିତ ବିଧାନସଭା ଆସନରେ ହେବ ବଡ ଲଢେଇ । ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳିରେ ଏଥର ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରାଙ୍କ ପାଇଁ ଅଗ୍ନି ପରୀକ୍ଷା । କାରଣ ବିଜେଡି ଟିକେଟ୍ ଆଶାୟୀ ପୂର୍ବତନ ବିଧାୟକ…

ଟଙ୍କା, ମଦ, ଗଞ୍ଜେଇରେ ଭାସିଲା ୨୦୨୪ ନିର୍ବାଚନ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା, ୨୦୧୯ ତୁଳନାରେ ପାଖାପାଖି ୨୦…

କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ଉଡୁଛି ଟଙ୍କା, ଭାସୁଛି ମଦ । ଯାହା ୨୦୧୪ ଏବଂ ୨୦୧୯ ନିର୍ବାଚନର ସବୁ ରେକର୍ଡ ଭାଙ୍ଗିଛି । ଏନଫୋର୍ସ ମେଂଟ ଟିମ ଦ୍ୱାରା ନର୍ବାଚନ ସମୟରେ ଟଙ୍କା, ମଦ, ଗଞ୍ଜେଇ, ବ୍ରାଉନ ସୁଗାର ଇତ୍ୟାଦି ଜବତ କରାଯାଇଛି । ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ…

ଶେଷ ଦିନର ଶେଷ ଘଣ୍ଟାରେ ତିନି ଦଳର ଜୋରଦାର ପ୍ରଚାର: ବିଭିନ୍ନ ଦଳର ହେଭିୱେଟ୍ ନେତା କରୁଛନ୍ତି ଘନଘନ ପ୍ରଚାର

କନକ ବ୍ୟୁରୋ: ବାସ ଆଉ କେଇ ମିନିଟ୍ ପରେ ଥମିଯିବ ପ୍ରଚାର । ଶେଷ ମୁହୂର୍ତରେ ଲୋକଙ୍କ ନିକଟତର ହେବା ପାଇଁ ନେତାଙ୍କ ଘନଘନ ପ୍ରଚାର । ତିନି ଦଳର ହେଭିୱେଟ୍ ନେତା ପ୍ରଚାର ମଇଦାନରେ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି । ଶେଷ ଦିନରେ କଂଗ୍ରେସର ଷ୍ଟାର ପ୍ରଚାରକ ରାହୁଲ…

ପୁରୀ ବାଣ ବିସ୍ଫୋରଣ ଆହତଙ୍କୁ ଭେଟିଲେ ସମ୍ବିତ ପାତ୍ର: କହିଲେ, ଘଟଣାର ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ମିଳିବା ଦରକାର

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଭଉଁରୀରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଏଯାବତ ୩ ଜଣ ମୃତ୍ୟୁ ହୋଇଥିବା ସୂଚନା । ଏହାକୁ ନେଇ ମୃତକଙ୍କ ସାହିରେ ଏବେ ଶୋକର ଛାୟା । ସାହିରେ ନା ଚୁଲି ଜଳୁଛି କି ଲୋକଙ୍କ ଆଖିରୁ ଲୁହ ଶୁଖୁଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଁଚି ଯାଇଥିଲା ।…