Daily Archives

May 30, 2024

ପୁରୀ ଜିଲ୍ଲା ହସ୍ପିଟାଲରେ ନାହିଁ ବର୍ଣ୍ଣ ୱାର୍ଡ । ଅଘଟଣ ପରେ ଖୋଲିଲା ଗୁମର, ବିଜେପିର କଟାକ୍ଷ

କନକ ବ୍ୟୁରୋ : ବୁଧବାର ପୁରୀର ନରେନ୍ଦ୍ର ପୁଷ୍କରଣୀରେ ମହାପ୍ରଭୁଙ୍କ ଚାପଖେଳର ଶେଷ ଦିନ ଉଭଁରୀ ଥିଲା । ଭକ୍ତ ଯେତିକି ଭାବବିହ୍ୱଳ ଥିଲେ, ପରିବେଶ ବି ସେତିକି ଭକ୍ତିମୟ ଥିଲା । ଲୋକେ ଖୁସିରେ ବାଣ ଫୁଟାଉଥିଲେ । କିନ୍ତୁ ହଠାତ୍ ବାଣ ଫୁଟି ନିଆଁ ବାଣଗଦା ରଖିଥିବା ସ୍ଥାନରେ ପଡିଥିଲା । ଆଉ…

୨୦୬ଟି ରାଲି-ରୋଡ୍ ସୋ’ ସହ ଚଳିତ ନିର୍ବାଚନରେ ୮୦ଟି ସାକ୍ଷାତକାର ଦେଲେ ମୋଦୀ: କାହିଁକି ରାହୁଲ ଗାନ୍ଧୀ ଦେଲେନାହିଁ…

କନକ ବ୍ୟୁରୋ: ଶେଷ ହୋଇଛି ସାଧାରଣ ନିର୍ବାଚନ ପାଇଁ ପ୍ରଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ରାଲି କରିଛନ୍ତି । ଏହି ରାଲି ଜରିଆରେ ନିଜ ୧୦ ବର୍ଷର କାର୍ଯ୍ୟକାଳର ରିପୋର୍ଟ କାର୍ଡ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ୨୦୬ଟି…

ପୁରୀରେ ବାଣ ବିସ୍ଫୋରଣର ଛାତିଥରା କାହାଣୀ । କାଳ ରାତିର କଳା କାହାଣୀ ବଖାଣିଲେ ସ୍ଥାନୀୟ ଲୋକେ

କନକ ବ୍ୟୁରୋ : ଅତର୍କିତ ଭାବରେ ଲାଗିଲା ନିଆଁ । ବାଣ ଓ ବିସ୍ଫୋରଣ ଭୟଙ୍କର ଶବ୍ଦ, କେଇ ମିନିଟ୍ ଭିତରେ ଭକ୍ତି ଓ ଭାବବିହ୍ୱଳ ପରିବେଶକୁ କୋହ ଓ କୋଳାହଳ ପୂର୍ଣ୍ଣ କରି ଦେଇଥିଲା । ପୁରୀ ନରେନ୍ଦ୍ର ପୁଷ୍କରଣୀ ନିକଟରେ କ’ଣ ଘଟିଛି ବୁଝିଲା ବେଳକୁ ସବୁ କିଛି ଉଜୁଡ଼ି ସାରିଥିଲା । ଆଖି ଖୋଲି…

୨୪ ସିଂହାସନ, ଅନ୍ତିମ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର: ଜୁନ ୧ରେ ୮ ରାଜ୍ୟର ୫୭ ଆସନରେ ହେବ ମତଦାନ

କନକ ବ୍ୟୁରୋ: ୨୪ ମହାଲଢେଇର ଅନ୍ତିମ ପର୍ଯ୍ୟାୟ ପାଖେଇ ଆସିଛି । ଜୁନ ୧ରେ ପଡିବ ଦେଶରେ ଶେଷ ପର୍ଯ୍ୟାୟ ଭୋଟ୍ । ଓଡିଶା ସମେତ ଦେଶର ୭ ରାଜ୍ୟର ୫୭ ଆସନରେ ହେବ ମତଦାନ । ଫୋକସରେ ରହିଛି ମୋଦୀଙ୍କ ଆସନ ବାରଣାସୀ । ଶେଷ ଦିନରେ ଶାସକ ଓ ବିରୋଧୀ ଦଳର ଶୀର୍ଷ ନେତାଙ୍କ ଧୁଆଁଧାର ପ୍ରଚାର । ୨୪…

ଓଡ଼ିଶାରେ କିଏ ଗଢ଼ିବ ସରକାର । ନିର୍ଣ୍ଣାୟକ ହୋଇପାରେ ଅନ୍ତିମ ପର୍ଯ୍ୟାୟ ଭୋଟ, ୪୨ ଆସନରୁ ୩୩ ଆସନରେ ବିଜୟୀ ହୋଇଥିଲା…

କନକ ବ୍ୟୁରୋ : ରାଜ୍ୟର ପ୍ରଥମ ତିନୋଟି ପର୍ଯ୍ୟାୟରେ ୧୫ଟି ଲୋକସଭା ଓ ୧୦୫ଟି ବିଧାନସଭା ଆସନ ପାଇଁ ସରିଛି ମତଦାନ । ମତଦାନ ଶେଷ ହେବା ପରେ ଉଭୟ ବିଜେଡି ଓ ବିଜେପି ସରକାର ଗଢ଼ିବାକୁ ଦମ୍ଭୋକ୍ତି ଦେଖାଉଛନ୍ତି । ଏପରିକି ବିଜେଡିକୁ ବହୁମତ ମିଳିଗଲାଣି ବୋଲି ବିଜେଡି ନେତା ଦାବି କରୁଛନ୍ତି ।…

ଆଉ ଶୁଭିବନି ନାରାବାଜି, ଗଡ଼ିବନି ପ୍ରଚାର ଗାଡ଼ି । ସରିଲା ୨୦୨୪ ନିର୍ବାଚନ ପ୍ରଚାର, ଦିନକ ପରେ ଶେଷ ପର୍ଯ୍ୟାୟ ମତଦାନ

କନକ ବ୍ୟୁରୋ : ଆଉ ଶୁଭିବନି ପ୍ରାର୍ଥୀଙ୍କ ପାଇଁ କର୍ମୀଙ୍କ ଜିନ୍ଦାବାଦ ନାରା, ରାସ୍ତାରେ ଦେଖିବାକୁ ମିଳିବନି ନିର୍ବାଚନ ପ୍ରଚାର ଗାଡି କି କୌଣସି ପ୍ରାର୍ଥୀଙ୍କ ଶୋଭାଯାତ୍ରା କି ସମାବେଶ । ନିର୍ବାଚନ କମିସନଙ୍କ ନିୟମ ଅନୁସାରେ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ମାସରୁ…