Daily Archives

May 30, 2024

ଜେଲ୍ ଫେରିବେ ନା ବଢିବ ଜାମିନ୍ ଅବଧି: ନିୟମିତ ଏବଂ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୭ ଦିନ ପାଇଁ ଅନ୍ତରୀଣ ଜାମିନ ବୃଦ୍ଧି…

କନକ ବ୍ୟୁରୋ: ଜେଲ୍ ଫେରିବେ ନା ବଢିବ ଜାମିନ୍ ଅବଧି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିୟମିତ ଏବଂ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୭ ଦିନ ପାଇଁ ଅନ୍ତରୀଣ ଜାମିନ ଆବେଦନ ବୃଦ୍ଧି କରିବାକୁ ଅପିଲ କରିଛନ୍ତି । ଦିଲ୍ଲୀର ରାଉସ ଆଭେନ୍ୟ କୋର୍ଟ ଏ ନେଇ ଇଡିକୁ ଦେବା ପାଇଁ କହିଛନ୍ତି ।…

ଗ୍ରୀଷ୍ମ ପ୍ରବାହ ଭିତରେ ବଡ ଆଶ୍ୱସ୍ତି: ଦିନକ ପୂର୍ବରୁ କେରଳରେ ଛୁଇଁଲା ମୌସୁମୀ

କନକ ବ୍ୟୁରୋ: ଗ୍ରୀଷ୍ମ ପ୍ରବାହ ବେଳେ ମଣିଷ ଯେପରି ଟିକିଏ ଆଶ୍ୱସ୍ତି ପାଇଁ ଥଣ୍ଡା ପବନ କିମ୍ବା ବର୍ଷାକୁ ଅପେକ୍ଷା କରିଥାଏ । ଠିକ୍ ସେହିପରି ଚାଷୀଟିଏ ମଧ୍ୟ ଚାଷ କାର୍ଯ୍ୟ ଅନୁକୂଳ କରିବାକୁ ଅପେକ୍ଷା କରିଥାଏ ମୌସୁମୀର ଆଗମନକୁ । ଆଉ ଏ ହେଉଛି ସେହି ବର୍ଷା । ଚଳିତଥର କେରଳରେ ଆଗୁଆ ମୌସୁମୀ…

ଜମ୍ମୁରେ ଥାନା ଉପରେ ଆକ୍ରମଣ: ୧୬ ଯବାନଙ୍କ ନାଁରେ ମାମଲା ରୁଜୁ, ହତ୍ୟା ଉଦ୍ୟମ ଏବଂ ଡକାୟତି ଅଭିଯୋଗ

କନକ ବ୍ୟୁରୋ: କୁପୱାଡା ଥାନାରେ ହୋଇଥିବା ହିଂସାତ୍ମକ ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜମ୍ମୁ-କଶ୍ମୀର ପୁଲିସ ତିନି ଜଣ ଲେଫ୍ଟନାଂଟ କର୍ଣ୍ଣେଲଙ୍କ ସମେତ ୧୬ ଜଣ ଯବାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଡକାୟତି ମାମଲା ରୁଜୁ କରିଛି । ମଙ୍ଗଳବାର ଓ ବୁଧବାର ମଧ୍ୟରାତ୍ରିରେ ଘଟିଛି ଏହି ଘଟଣା…

ସାଟେଲାଇଟ ଚିତ୍ର ଧରାଇଦେଲା ଚୀନର ନୂଆ ଚାଲ: ସିକ୍କିମ ସୀମାଠୁ ମାତ୍ର ୧୫୦ କିଲୋମିଟର୍ ଦୂରରେ ଚୀନ ତିଆରି କରୁଛି…

କନକ ବ୍ୟୁରୋ: ସାଟେଲାଇଟ ଚିତ୍ର ଧରାଇଦେଲା ଚୀନର ନୂଆ ଚାଲ । ଭାରତ ସୀମାରେ ଚୀନ ପୁଣି ରଚୁଛି ନୂଆ ରଣନୀତି । ନିକଟରେ ଜାରି ହୋଇଥିବା ସାଟେଲାଇଟ୍ ଚିତ୍ରରେ ଚୀନ ସିକ୍କିମ୍ ସୀମାକୁ ଲାଗି ଏହାର ଆକାଶମାର୍ଗରେ ଶକ୍ତି ବୃଦ୍ଧି କରୁଥିବା ଜଣାପଡିଛି । ଅଲ୍ ସୋର୍ସ ଆନାଲିସିସ୍ ନାମକ ସଂସ୍ଥା…

ସମ୍ବାଦ ଗ୍ରୁପ ତରଫରୁ ଆୟୋଜିତ ହୋଇଛି ମାଟ୍ରିକ ଚାମ୍ପ । ଯୋଗଦେଲେ ଅନେକ ଛାତ୍ର ଛାତ୍ରୀ

କନକ ବ୍ୟୁରୋ : ସମ୍ବାଦ ଗ୍ରୁପ ପକ୍ଷରୁ ଆୟୋଜିତ ହୋଇଛି ମାଟ୍ରିକ ଚାମ୍ପ । ଏହି ଅବସରରେ ଯୋଗ ଦେଇଥିବା ଅତିଥି କୃତୀ ଛାତ୍ରଛାତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ପାଠ ପଢ଼ିବା ସମୟରେ ପରିଶ୍ରମର ବିକଳ୍ପ ନାହିଁ । ପଢ଼ିବା ସମୟରେ ଅଧିକ ସମୟ ନପଢ଼ି ବରଂ ଉପଯୁକ୍ତ ଶୈଳୀରେ ପଢ଼ିବା…

ପଞ୍ଜାବାସୀଙ୍କୁ ଚିଠି ଲେଖି ମୋଦୀଙ୍କୁ ମନମୋହନ ସିଂଙ୍କ ସମାଲୋଚନା: କହିଲେ, ପ୍ରଧାନମନ୍ତ୍ରୀ ପଦର ଗାରିମା କ୍ଷୁର୍ଣ୍ଣ…

କନକ ବ୍ୟୁରୋ: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପଞ୍ଜାବ ବାସୀଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ । ଏକ ଘୃଣ୍ୟ ଭାଷଣ ଦେଇ ମୋଦୀ ପ୍ରଧାନମନ୍ତ୍ରୀ ପଦର…