Daily Archives

May 18, 2024

ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର । ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ୨୦ ତାରିଖରେ ପଡିବ ଭୋଟ…

କନକ ବ୍ୟୁରୋ: ସୋମବାର ଦିନ ବରଗଡ, ବଲାଙ୍ଗୀର, କନ୍ଧମାଳ, ଆସ୍କା ଓ ସୁନ୍ଦରଗଡ ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା ପାଇଁ ନିର୍ବାଚନ ହେବ । ୨ୟ ପର୍ଯ୍ୟାୟରେ ଲଢେଇ କରୁଛନ୍ତି ଓଡିଶା ରାଜନୀତିର ଜଣେ ଜଣେ ଚର୍ଚ୍ଚିତ ରାଜନେତା । ଯେଉଁମାନଙ୍କର ଜିତିବା ହାରିବା ଭୋଟ ରାଜନିତୀରେ ବେଶ ପ୍ରଭାବ…

ସିଂଗାପୁରରେ ସାଂଘାତିକ ରୂପ ଧାରଣ କରୁଛି କରୋନା । ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି

କନକ ବ୍ୟୁରୋ : କରୋନ ସଂକ୍ରମଣକୁ ନେଇ ଟିକେ ଆଶ୍ୱସ୍ତି ମିଳିଥିବା ବେଳେ ଏବେ କରୋନାର ଅନ୍ୟ ଏକ ଭାରିଆଣ୍ଟ ସିଂଗାପୁରରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ଏହାକୁ ନେଇ ଅନ୍ୟଦେଶମାନଙ୍କରେ ଆତଙ୍କ ଦେଖାଦେଇକ୍ତି । ସିଂଗାପୁରରେ ସ୍ଥିତି ସଂକଟ ଜନକ ଅବସ୍ଥାରେ ପହଂଚିଛି । ମେ’ ୫ ତାରିଖରୁ ୧୧…

ପଶିଆସିଲେ ୨୨ ଟିକିଆ ହାତୀ ପଲ। ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜର ବିଭିନ୍ନ ସ୍ଥାନରେ ବୁଲୁଛନ୍ତି ହାତୀ । ସୁରକ୍ଷା…

କନକବ୍ୟୁରୋ :ଦିନକୁ ଦିନ ବଢୁଛି ହାତୀ ଆତଙ୍କ । ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଅମ୍ବାଦଳା ଓ ଇଛାପୁର ପଂଚାୟତର ବିଭିନ୍ନ ଗାଁରେ ହାତୀ ଆତଙ୍କ ଖେଳାଇଛନ୍ତି । ଏବେ ପୁଣି ହାତୀ ପଶି ଆତଙ୍କ ଖେଳାଇଛନ୍ତି । ଗାଁ ଭିତରକୁ ୨୨ ଟିକିଆ ହାତିପଲ ପଶିଆସିଥିବା ଦେଖିବାକୁ ମିଳିଛି ।…

୨୮ ହଜାରରୁ ଅଧିକ ମୋବାଇଲ୍ ଫୋନକୁ ଅକାମୀ କରିବେ କେନ୍ଦ୍ର ସରକାର । ଜାଣନ୍ତୁ, ଏହା ପଛର କାରଣ କଣ?

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବଡ ଆକ୍ସନ । ବନ୍ଦ ହେବ ୨୮ ହଜାରରୁ ଅଧିକ ମୋବାଇଲ୍ ଫୋନ୍ । ସରକାର କିଛି ମୋବାଇଲ ୟୁଜର୍ସଙ୍କୁ ଚିହ୍ନଟ କରିବା ସହିତ, ସେମାନଙ୍କ ମୋବାଇଲ ଫୋନକୁ ବ୍ଲାକଲିଷ୍ଟ କରିଛି । ଏଥିସହିତ ତୁରନ୍ତ ଏହି ଫୋନ୍ ଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି ।…

ପାଣି ନାହିଁ ତ ଭୋଟ୍ ନାହିଁ । ରାସ୍ତାରେ ବସି ଗାଁ ଲୋକଙ୍କ ପ୍ରତିବାଦ ପାଣି ଓ ରାସ୍ତା କାମ ନହେଲେ ଭୋଟ୍ ବର୍ଜନ…

କନକବ୍ୟୁରୋ : ପାଣି ନାହିଁ ତ ଭୋଟ ନାହିଁ । ପାଣି ଯୋଗୁ ଡହଳ ବିକଳ ହେଉଥିବା ଗ୍ରାମବାସୀ ଏବେ ରାସ୍ତା ଉପରେ ବସିଛନ୍ତି । ଲୋକଙ୍କ ଗୋଟିଏ ଜିଦ୍ । ଗାଁକୁ ପାଣି ଦେଲେ ଆମେ ଭୋଟ୍ ଦେବୁ । ଗରା ବାଲଟି ଧରି ଗାଁର ଛୋଟରୁ ବଡ ସମସ୍ତେ ଧାରଣା ଦେଇଛନ୍ତି । ଏ ଦୃଶ୍ୟ ହେଉଛି ଅନୁଗୁଳ କୋଠଭୂଇଁ…

କଂଗ୍ରେସରେ ସାମିଲ ହେଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପୁଅ । ରାଏବରେଲୀରେ କଂଗ୍ରେସକୁ ମିଳିପାରେ ମୌର୍ଯ୍ୟ ସଂପ୍ରଦାୟ…

କନକ ବ୍ୟୁରୋ : ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପୁଅ ଉକ୍ରୁଷ୍ଟ ମୌର୍ଯ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଉପସ୍ଥିତିରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦ ଗ୍ରହଣ କରିଛନ୍ତି । ବିଧାୟକ ମନୋଜ ପାଣ୍ଡେ ବିଜେପିରେ ସାମିଲ ହେବା ପରେ ଉକ୍ରୁଷ୍ଟ…