Daily Archives

May 18, 2024

ଖଲ୍ଲିକୋଟରେ ମୁଣ୍ଡ ଗଡିବା ପରେ ପୁଲିସ ପ୍ରଶାସନର ତତ୍ପରତା । ଏପଟେ ପ୍ରେସମିଟ୍ କରି ଅଭିଯୋଗକୁ ଖଣ୍ଡନ କଲେ ସ୍ଥାନୀୟ…

କନକବ୍ୟୁରୋ : ଖଲ୍ଲିକୋଟରେ ନିର୍ବାଚନୀ ହିଂସା ପରେ ଆଶାନ୍ତ ହୋଇ ଉଠିଛି ଗଂଜାମ । ହିଂସାକାଣ୍ଡରେ ବିଜେପି ନେତା ଓ କର୍ମୀ ସାମିଲ ଥିବା ଅଭିଯୋଗକୁ ଦୋହରାଇବା ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ମୃତ ଦିଲ୍ଲୀପ ପାହାନଙ୍କ ବାପା । ସେପଟେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗକୁ ଖଣ୍ଡନ…

ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଘନେଇଲା ବାତ୍ୟା ଆଶଙ୍କା । ମେ’ ୨୨ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପାଣିପାଗ…

କନକବ୍ୟୁରୋ : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଭିନ୍ନ ମଡେଲର ଆକଳନ ଅନୁସାରେ ଅବପାତ ପରେ ଆହୁରି ଘନିଭୂତ ହେବା ଆଶଙ୍କା ରହିଥିବା ବେଳେ ଏହା ବାତ୍ୟାର ରୂପ ନେବ କି ନାହିଁ, ଏ ନେଇ ସ୍ପଷ୍ଟ କରିନାହିଁ ପାଣିପାଗ ବିଭାଗ । ତେବେ…

ନିର୍ବାଚନ ବେଳେ ଉଡୁଛି ଟଙ୍କା, ଭାସୁଛି ମଦ । ସିଇଓଙ୍କ ସୂଚନା, ୨୫୪ କୋଟି ଟଙ୍କାର ସମ୍ପତ୍ତି ଜବତ । ୩୧ ଲକ୍ଷ ଲିଟର ମଦ…

କନକ ବ୍ୟୁରୋ: ନିର୍ବାଚନ ପାଇଁ ଓଡିଶାରେ ଉଡୁଛି କି ଟଙ୍କା? ଭୋଟ୍ ପାଇଁ ହେଉଛି କି ମଦର ବନ୍ୟା? ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟରେ ଜବତ ଟଙ୍କା ଓ ମଦ ସମ୍ପର୍କିତ ସୂଚନାରୁ ଏଭଳି ଆଶଙ୍କା ସୃଷ୍ଟି ହେଉଛି । ଅର୍ଥବଳ ଓ ନିଶାଦ୍ରବ୍ୟ…

କଂଗ୍ରେସ ନେତା ସଚିନ ପାଇଲଟଙ୍କ ପ୍ରେସମିଟ । କହିଲେ ଜୁମଲା ସରକାରକୁ ଲୋକଙ୍କ ବିଶ୍ୱାସ ନାହିଁ ।

କନକବ୍ୟୁରୋ :କଂଗ୍ରେସ ନେତା ସଚିନ ପାଇଲଟଙ୍କ ପ୍ରେସମିଟ । ବିଜେଡି ବିଜେପିକୁ ଟାର୍ଗେଟ କଲେ ସଚିନ । କହିଲେ ଚଳିତ ନିର୍ବାଚନରେ ପରିବର୍ତ୍ତନ ଆଣିବ । ଜୁମଲା ସରକାରକୁ ଲୋକେ ବିଶ୍ୱାସ କରୁନାହାନ୍ତି । ବିଜେପି ୧୦ବର୍ଷର ହିସାବ ଦଉନି । ବିଜେଡି ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ।…

ରାଜ୍ୟ ବିଜେପିର ବଡ଼ ନେତାଙ୍କ ଶକ୍ତି ପ୍ରଦର୍ଶନ । ବାଲେଶ୍ୱର ଓ କେନ୍ଦ୍ରପଡାରେ ରୋଡ ସୋ । ବୈଜୟନ୍ତ ପଣ୍ଡା ଓ ପ୍ରତାପ…

କନକ ବ୍ୟୁରୋ: ବାଲେଶ୍ୱର ଓ କେନ୍ଦ୍ରାପଡାରେ ଏକାଠି ହୋଇଛନ୍ତି ବିଜେପିର ବଡ ନେତା । ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ମନମୋହନ ସାମଲ ଓ ପ୍ରତାପ ଷଡଙ୍ଗୀ ବାଲେଶ୍ୱରେ ରୋଡ ସୋ କରି ଦମ୍ ଦେଖାଇଛନ୍ତି । ସେହିଭଳି କେନ୍ଦ୍ରାପଡାରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ କରି…

କାଲି ପୁଣି ଓଡ଼ିଶା ଆସୁଛନ୍ତି ମୋଦୀ, ସୋମବାର ପୁରୀରେ ରୋଡ୍ ସୋ’ । ଏପଟେ ମଇଦାନକୁ ଓହ୍ଲାଇବେ ନବୀନ ।

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । କିନ୍ତୁ ଅନ୍ୟପଟେ ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜନୈତିକ ଦଳ । ବିଜେଡି, ବିଜେପି ଓ କଂଗ୍ରେସ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର…