Daily Archives

May 16, 2024

ରାଜନଗରରେ ଛାତ ପଡୁଥିବା ବେଳେ ଭୁସୁଡିପଡିଲା ନିର୍ମାଣଧିନ ପୋଲ । ପୋଲର ନିମ୍ନମାନ କାମକୁ ନେଇ ସ୍ଥାନୀୟ ଲୋକଙ୍କ ପ୍ରଶ୍ନ…

କନକବ୍ୟୁରୋ :ନିର୍ବାଚନ ସମୟରେ ନେତା ଗାଁକୁ ଗାଁ ବୁଲୁଥିବା ବେଳେ ଦିନ ଦ୍ୱିପ୍ରହରରେ ଆଖିରେ ଆଙ୍ଗୁଳି ଗେଂଜି ସରକାରୀ ବାବୁମାନେ କିପରି ନିମ୍ନ ମାନର କାମ କରି ସରକାରୀ ଟଙ୍କାକୁ ହଡପ କରିପାରନ୍ତି ତାହାର ନଗ୍ନ ଉଦାହରଣ ସାମ୍ନାକୁ ଆସିଛି । କେନ୍ଦ୍ରାପଡା ରାଜନଗର ବ୍ଲକ ଉଦ୍ୟାନ ଗାଁର…

ହାତରୁ ସରୁଛି ସମୟ,ଜମୁଛି ପ୍ରଚାର । ଜି.ଉଦୟଗିରି ଆସନ ପାଇଁ ନିର୍ବାଚନ ମଇଦାନ ୮ ପ୍ରାର୍ଥୀ । ଜନତାଙ୍କ ଆକଳନ ଏଥର…

କନକବ୍ୟୁରୋ :ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଚାର ପାଇଁ ଆଜିକୁ ମିଶାଇ ମାତ୍ର ୪ ଦିନ ଅଛି । କନ୍ଧମାଳ ସଂସଦୀୟ କ୍ଷେତ୍ରର ଜି. ଉଦୟଗିରି ବିଧାନସଭା ଦଖଲ ପାଇଁ ନିଜ ସମର୍ଥକଙ୍କୁ ନେଇ ହାଇ-ଭୋଲଟେଜ ପ୍ରଚାର କରୁଛନ୍ତି…

ଭୋଗରାଇ ମନ୍ଦିରରେ ସିରିଜ ଲୁଟ । ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଠାକୁରଙ୍କ ଆସବାପତ୍ର ଲୁଟ ।

କନକବ୍ୟୁରୋ :ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ବିଭିନ୍ନ ମନ୍ଦିରରୁ ସିରିଜ୍ ଲୁଟ୍ ହୋଇଛି । ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଠାକୁରଙ୍କ ଆସବାପତ୍ର ଲୁଟି ନେଇଛନ୍ତି ଲୁଟେରା । ଏହାସହ ଠାକୁରାଣୀଙ୍କ ବସ୍ତ୍ର ଖୋଲି ଦେଇଥିବା ଦେଖିବାକୁ ମିଳିଛି । କଖଡା…

କଳାପଥର ମାଇନ୍ସରେ ଧସିଲା ମାଟି ଅତଡ଼ା । ୩ ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ

କନକ ବ୍ୟୁରୋ: ଯାଜପୁର ଧର୍ମଶାଳା ତହସିଲ ଡଙ୍କାରି ପାହାଡ଼ର କଳାପଥର ମାଇନ୍ସରେ ମାଟି ଅତଡ଼ା ଧସିପଡ଼ିଛି । ମାଟି ଅତଡ଼ା ଧସିବା ଫଳରେ ପାଖାପାଖି ଶହେ ଟ୍ରିପ କଳାପଥର ଖସି ପଡ଼ିଛି । ଏହି ବେଆଇନ କଳା ପଥର ଖାଦାନରେ ବିଳମ୍ବିତ ରାତିରେ ଡ୍ରିଲ ହେଉଥିବା ବେଳେ ମାଟି ଅତଡ଼ା ଧସି ତା ତଳେ ୩ ଜଣ…

ଦାବ୍ରିଡ଼ଠୁ ଆରମ୍ଭ କରି ମ୍ୟାକୁଲମ, କ୍ରିକେଟ ଜଗତର ଦାମୀ କୋଚ୍ କିଏ? ଦରମା ଶୁଣିଲେ କାବା ହୋଇଯିବେ ଆପଣ

କନକ ବ୍ୟୁରୋ: ଫୁଟବଲ ପରେ ଦୁନିଆରେ ଯଦି କେଉଁ ଖେଳକୁ ଅଧିକ ପସନ୍ଦ କରନ୍ତି ତାହା ହେଉଛି କ୍ରିକେଟ୍ । ଟେଷ୍ଟ, ଦିନିକିଆ ଏବଂ ଫଟାଫଟ୍ କ୍ରିକେଟ୍ ଟି-୨୦ର ଚାହିଦା ବେଶ୍ ବଢ଼ିବାରେ ଲାଗିଛି, ଆଉ ଦିନକୁ ଦିନ ବିଶ୍ୱରେ କ୍ରିକେଟ୍ ଖେଳର ଦବଦବା ଦେଖିବାକୁ ମିଳୁଛି । ହେଲେ ବିଭିନ୍ନ କ୍ରିକେଟ୍…

କାହା ଗ୍ୟାରେଣ୍ଟିରେ କେତେ ଦମ୍ ? ଗାଁ ଗାଁରେ, ଚା’ ଖଟିରେ ଏବେ ‘ଗ୍ୟାରେଣ୍ଟି’କୁ ନେଇ ଚର୍ଚ୍ଚା…

କନକ ବ୍ୟୁରୋ: ପ୍ରଚାରରେ କମ୍ପୁଛି ରାଜ୍ୟ ରାଜନୀତି । ବିଭିନ୍ନ ଦଳର ମାରାଥନ ପ୍ରଚାର ଏବଂ ଓଡିଶାକୁ ବିଜେପି-କଂଗ୍ରେସର ଶୀର୍ଷ ନେତାଙ୍କ ଘନଘନ ଗସ୍ତ ଓଡିଶାର ରାଜନୀତିର ରେସକୁ ଆହୁଛି ତୀବ୍ର କରିଛି । ଏହାରି ଭିତରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ପାଇଁ ୩…