Daily Archives

May 16, 2024

ଦୁର୍ବ୍ୟବହାର ମାମଲାରେ ସ୍ୱାତୀ ମାଲିୱାଲଙ୍କ ଘରେ ଦିଲ୍ଲୀ ପୁଲିସ: ଅଭିଯୁକ୍ତ ବୈଭବ କୁମାରଙ୍କୁ ଜାତୀୟ ମହିଳା କମିସନର…

କନକ ବ୍ୟୁରୋ: ସ୍ୱାତୀ ମାଲିୱାଲ ମାମଲାରେ ଛନ୍ଦି ହୋଇପଡିଛି ଆମ ଆଦମୀ ପାର୍ଟି । ଅଭିଯୋଗକୁ ୩ଦିନ ପୂରିଥିଲେ ବି କାହିଁକି ସ୍ୱାତୀ ସାମ୍ନାକୁ ଆସୁନାହାଁନ୍ତି ତାକୁ ନେଇ ସନ୍ଦେହ ବଢ଼ୁଛି । ସେପଟେ କେଜ୍ରିୱାଲଙ୍କ ସହ ବୈଭବ ଏକାଠି ନଜର ଆସିବା ଦଳ ପାଇଁ ଯେତିକି ଅଡୁଆ ଆଣିଛି ବିଜେପିକୁ ଟାର୍ଗେଟ…

ବିଜେପିକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀଙ୍କ କଡା ସମାଲୋଚନା: ୨୦୦ରୁ ୨୨୦ ଆସନରେ ବିଜେପି ସୀମିତ ରହିବା…

କନକ ବ୍ୟୁରୋ: ଆମେରିକା କଂଗ୍ରେସର ଜଣେ ବରିଷ୍ଠ ସାଂସଦ ଭାରତରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ୪୦୦ରୁ ଅଧିକ ଆସନ ଜିତିବା ନେଇ ଆକଳନ କରିଛନ୍ତି । ମାତ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ସ୍ୱାମୀ ବିଶିଷ୍ଟ ଅର୍ଥନୈତିଜ୍ଞ ପ୍ରକଲା ପ୍ରଭାକର ଲୋକସଭା ନିର୍ବାଚନରେ ଏନଡିଏ…

ମମତା ବାନାର୍ଜୀଙ୍କ ୟୁ-ଟର୍ଣ୍ଣ: ଇଣ୍ଡିଆ ମେଣ୍ଟକୁ ବାହାରୁ ସମର୍ଥନ ଦେବା ବୟାନକୁ ନେଇ ବିବାଦ ପରେ ବଦଳାଇଲେ ମତ

କନକ ବ୍ୟୁରୋ: ମମତା ବାନାର୍ଜୀଙ୍କ ୟୁ-ଟର୍ଣ୍ଣ । ଇଣ୍ଡିଆ ମେଂଟକୁ ବାହାରୁ ସମର୍ଥନ ଦେବାକୁ ନେଇ ମମତାଙ୍କ ବୟାନକୁ ବିବାଦ ପରେ ୟୁ-ଟର୍ଣ୍ଣ ନେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଗୁରୁବାର ମମତା ସ୍ପଷ୍ଟିକରଣ ଦେଇ କହିଛନ୍ତି, ବହୁ ଲୋକ ତାଙ୍କୁ ଭୁଲ ବୁଝୁଛନ୍ତି କିନ୍ତୁ ସେ ଇଣ୍ଡିଆ ମେଂଟକୁ…

ଜନପଥ ଅଞ୍ଚଳର ବିଭିନ୍ନ ସୋ ରୁମ ୧୦ରୁ ଅଧିକ ଏସି ଚୋରିର ସାମନାକୁ ଆସିଲା ସିସିଟିଭି ଫୁଟେଜ୍ । କ୍ୟାପିଟାଲ ଥାନାରେ…

କନକବ୍ୟୁରୋ : କମିଶନରେଟ ପୁଲିସର ଇଏ କି ଚିତ୍ର? ଏମିତି ହେଉଛି ନାଇଟ ପାଟ୍ରୋଲିଂ.. ଆଗେ ଆଗେ ଚୋର..ପଛେ ପଛେ ପୁଲିସ । ସ୍ଥାନ- ଜନପଥ ରୋଡ, ଭୁବନେଶ୍ୱର ଅଶୋକନଗର । ସମୟ- ରାତି ୨ଟା ବାଜି ୪୩ ମିନିଟ । ଚାଲିଛି ଚୋରଙ୍କ ଅପରେସନ । ଜଣକ ପରେ ଜଣେ ଗୋଟି ଗୋଟି କରି ଏସି ଆଉଟଡୋର ମେସିନକୁ…

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ । ସକାଳେ ଛାଡିଥିଲେ ଭାରତୀୟ ଜନତା ପାର୍ଟି । ସେପଟେ ରାଜୁ…

କନକବ୍ୟୁରୋ : ବିଜେଡିରେ ୨ ବିଜେପି ନେତା । ବିଜେଡିକୁ ଫେରିଛନ୍ତି ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିୟାରସିଂହ । ସେ ଆଜି ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ୨୦୦୪ରେ ସ୍ୱାଧୀନ ଭାବେ ଲଢ଼ି ସେ ସତ୍ୟବାଦୀରୁ ବିଧାୟକ ହୋଇଥିଲେ । ରମା ଓ ତାଙ୍କ ସମର୍ଥକଙ୍କୁ ମୁଖ୍ୟମନ୍ତ୍ରୀ…

କଳାପଥରର କଳା କାହାଣୀ । ମାଟି ଅତଡା ଖସିବା ପରେ ଚାପି ହୋଇ ଶ୍ରମିକ ମୃତ୍ୟୁ । ଯାଜପୁର ଡଙ୍କାରି ପାହାଡ଼ର କଳାପଥର…

କନକବ୍ୟୁରୋ : ପେଟ ପାଇଁ ଖଦାନରେ କାମ କରୁଥିବା ଜଣେ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ଶ୍ରମିକ ନିଖୋଜ ଥିବା ଆଶଙ୍କା କରାଯାଉଛି । ଯାଜପୁର ଡଙ୍କାରି ପାହାଡ଼ର କଳାପଥର ଖାଦାନରେ ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି । ମାଟି ଅତଡ଼ା ଧସିବା ଫଳରେ ପାଖାପାଖି ପ୍ରାୟ ଶହେ ଟ୍ରିପ କଳାପଥର ଖସି…