Daily Archives

March 30, 2020

ଘରେ ଅଛନ୍ତି ବୋଲି କରନ୍ତୁନି ବିଭିନ୍ନ ଖାଦ୍ୟ ସାମଗ୍ରୀର ବରାଦ । ଘରେ ମହିଳାଙ୍କ କାମରେ ପୁରୁଷମାନେ ସହଯୋଗ କରିବାକୁ…

କନକ ବ୍ୟୁରୋ : ସରକାର ୨୧ ଦିନର ତାଲାବନ୍ଦ ନିର୍ଦ୍ଦେଶ ଦେଇଥିବା ବେଳେ ଘରେ ବଢିଯାଇଛି ମହିଳାଙ୍କ କାମ । କାରଣ, ଅଧିକାଂଶ ପୁରୁଷମାନେ ଘରେ ବସି ଗୃହିଣୀଙ୍କୁ ଅର୍ଡର ଦେଉଥିବା ଦେଖାଦେଇଛି । ଘରେ ମହିଳାଙ୍କ କାମରେ ପୁରୁଷମାନେ ସହଯୋଗ କରୁନାହାନ୍ତି । ଆଜି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି…

୮୦ ହଜାରରୁ ଅଧିକ ଆସିଛନ୍ତି, ପାଖାପାଖି ୬ ହଜାର ତଥ୍ୟ ଦେଇଛନ୍ତି । ବାକି ୭୪ ହଜାରରୁ ଅଧିକ ଲୋକଙ୍କ ବାବଦରେ ସରକାରଙ୍କ…

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ପୂରା ଦେଶ ଲକଡାଉନ ହୋଇଥିବା ବେଳେ ରାଜ୍ୟ ସରକାର ଅନେକ ସତର୍କତାମୂଳକ ନେଇଛନ୍ତି । ଏପରିକି ଆଗୁଆ କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରି କରୋନା ମୁକାବିଲା କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏପରିକି ରାଜ୍ୟ ସରକାରଙ୍କ କୋଭିଡ-୧୯ର ମୁଖ୍ୟ…

ଓଡ଼ିଶାରେ ଆଉ ବଢିନାହିଁ ଆକ୍ରାନ୍ତଙ୍କ ସଂଖ୍ୟା । ପରୀକ୍ଷା ହୋଇଛି ୩୭୦ ଜଣଙ୍କ ରକ୍ତ ନମୂନା, ପୂର୍ବ ୩ ପଜିଟିଭି ବ୍ୟତୀତ…

କନକ ବ୍ୟୁରୋ : ଧିରେ ଧିରେ ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମିତ ଦେଶ ତାଲିକାରେ ବର୍ତ୍ତମାନ ୪୧ତମ ସ୍ଥାନରେ ଅଛି ଭାରତ । ଆଉ ଏହାରି ଭିତରେ ଓଡିଶା ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଓଡିଶାରେ ଏବେ ବି ଅଛନ୍ତି ସେହି ୩ ଜଣ ପଜିଟିଭ୍ । କରୋନା ଭୂତାଣୁ ନେଇ ରାଜ୍ୟ…

ତାଲାବନ୍ଦ ବେଳେ ବାହାରେ ବୁଲି ବନ୍ଧା ହେଲେ ୧୪୦୦ ଜଣ । ହୋମ କ୍ୱାରେଣ୍ଟାଇନ ଭାଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ । କଡା…

କନକ ବ୍ୟୁରୋ: ହୋମ କ୍ୱାରେଣ୍ଟାଇନ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ୧୪ ଦିନ ଘରେ ନରହି ଯଦି କେହି ନିୟମ ଭାଙ୍ଗନ୍ତି ତେବେ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କରୋନା ପ୍ରେସମିଟରେ ଏଭଳି କଡା ଶବ୍ଦରେ କ୍ୱାରେଣ୍ଟାଇନ ଭଙ୍ଗ କରୁଥିବା ଲୋକଙ୍କୁ ଚେତାବନୀ…

ବିନା ଶୁଳ୍କରେ ଚିକିତ୍ସା ପାଇବେ କରୋନା ସଂକ୍ରମିତ ବ୍ୟକ୍ତି : ସମସ୍ତ ଖର୍ଚ୍ଚ ବହନ କହିବେ ରାଜ୍ୟ ସରକାର

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ରାଜ୍ୟରେ ଜରୁରୀକାଳୀନ ଭିତ୍ତିରେ କୋଭିଡ଼୍ ୧୯ ହସ୍ପିଟାଲ ନିର୍ମାଣ ଚାଲିଛି । ରାଜ୍ୟ ସରକାରଙ୍କ ଏଭଳି ଏକ ବଳିଷ୍ଠ ପଦକ୍ଷେପକୁ ସାରା ଦେଶ ସ୍ୱାଗତ କରୁଛି । କୋଭିଡ଼୍ ୧୯ ହସ୍ପିଟାଲ ନିର୍ମାଣ କାମ ଶେଷ କରିବାରେ ବିଭିନ୍ନ ବେସରକାରୀ ସଂସ୍ଥାଙ୍କ ସହ ରାଜ୍ୟ…

ସଂକ୍ରମିତ ଦେଶ ତାଲିକାରେ ୪୧ ତମ ସ୍ଥାନରେ ଭାରତ । ଦେଶରେ ୩ଟା ସୁଦ୍ଧା ୧୦୭୧ ଜଣ ଆକ୍ରାନ୍ତ, ୨୯ ମୃତ ।

କନକ ବ୍ୟୁରୋ : କରୋନା ନେଇ ରାଜ୍ୟ ସରକାରଙ୍କ ସବିଶେଷ ତଥ୍ୟ ଦେଇଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି କରୋନା ଭୂତାଣୁ ସଂକ୍ରମିତ ଦେଶ ତାଲିକାରେ ବର୍ତ୍ତମାନ ସମୟରେ ୪୧ ତମ ସ୍ଥାନରେ ଅଛି ଭାରତ । ସଂକ୍ରମିତ ତାଲିକାର ପ୍ରଥମ ୫ଟି ଦେଶ ଦେଉଛି ଆମେରିକା, ଇଟାଲି,…