Daily Archives

March 28, 2020

ଲକ୍ ଡାଉନ୍ ପରେ ଡହଳ ବିକଳ: ନିରାଶ୍ରୟ ଓ ଭୋକିଲାଙ୍କୁ ଦାନା ଯୋଗାଇବାକୁ ଆଗେଇ ଆସିଲେ ରିୟଲ ହିରୋ । ରାଜଧାନୀରେ ଗରିବ ଓ…

କନକ ବ୍ୟୁରୋ: ୨୧ଦିନିଆ ତାଲାବନ୍ଦର ଆଜି ଚତୁର୍ଥ ଦିନ । କରୋନା ମୁକାବିଲା ପାଇଁ ସରକାରୀ କଟକଣା ଫଳରେ ଲୋକେ ଘରୁ ବାହାରି ପାରୁନାହାନ୍ତି । ଏପଟେ ନିରାଶ୍ରୟ ଓ ଗରିବ ଲୋକଙ୍କ ପାଇଁ ଜୀବନ ଜୀବିକା ନିର୍ବାହ କରିବା କଷ୍ଟକର ହୋଇପଡିଛି । ଆଉ ତାଲାବନ୍ଦର ଚାରିଦିନ ପରେ ଜରି ଗୋଟାଇ କିମ୍ବା ଭିକ…

କିଡନୀ ରୋଗୀଙ୍କ ସମସ୍ୟା ବଢାଇଲା କରୋନା କଟକଣା । କର କ୍ଲିନିକକୁ ଗସ୍ତ ଉପରେ ଲାଗିଛି ରୋକ । କେଉଁଠି କରିବେ ଡାଇଲିସିସ,…

କନକ ବ୍ୟୁରୋ: ତୃତୀୟ କରୋନା ଆକ୍ରାନ୍ତ କର କ୍ଲିନିକ ଯାଇଥିବା ଜଣାପଡିବା ପରେ ଏଠାକୁ ରୋଗୀମାନଙ୍କ ଯିବା ନେଇ ବାରଣ କରାଯାଇଛି । କରୋନା ଭୂତାଣୁର ସଂକ୍ରମଣକୁ ଏଡାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ଏହାକୁ କିଡନୀ ରୋଗୀଙ୍କ ସମସ୍ୟାକୁ ବଢାଇ ଦେଇଛି । ରାଜ୍ୟର ଏକ ପ୍ରମୁଖ ଘରୋଇ…

କରୋନା ମୁକାବିଲା : ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ପ୍ରତି ପଞ୍ଚାୟତରେ ଗରିବ ଲୋକଙ୍କୁ ଦିଆଯିବ ରନ୍ଧାଖାଦ୍ୟ, ପଞ୍ଜୀକୃତ…

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ଗତକାଲି ରାଜ୍ୟ ସରକାର ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିବା ବେଳେ ଆଜି ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଆଉ ଏକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଲାବନ୍ଦ ପାଇଁ ଗରିବ ଓ ଶ୍ରମିକ ଶ୍ରେଣୀର ଲୋକମାନେ ଅଧିକ…

ଆମେରିକାରେ କାୟା ମେଲାଉଛି କରୋନା: ଲକ୍ଷେ ଟପିଲା ସଂକ୍ରମିତଙ୍କ ସଂଖ୍ୟା, ୧୫ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ସୂଚନା

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଭାବେ ଗଣାଯାଉଥିବା ଆମେରିକାରେ ବି କରୋନା ଭାଇରସର ଆତଙ୍କ ଜାରି ରହିଛି । ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଆଶ୍ଚର୍ଯ୍ୟକର କଥା ହେଲା କି, ଆମେରିକାରେ କରୋନା…

ମିଥାନଲ ପିଇଲେ ଭଲ ହୋଇଯିବ କରୋନା ! ଇରାନରେ ଗୁଜବକୁ ସତ ଭାବି ଜୀବନ ବିକଳରେ ବିଷାକ୍ତ ମଦ ପିଇଦେଲେ ଲୋକେ; ୩ଶହ ମୃତ,…

କନକ ବ୍ୟୁରୋ: ସାରା ଦୁନିଆରେ ଆତଙ୍କ ରଚିଥିବା କରୋନା ଭାଇରସର ପ୍ରକୋପ ଥମିବାର ନା ଧରୁନି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଆଉ ଏହି ମହାମାରୀ ଭୁତାଣୁ ବିଶ୍ୱର ୨୦୨ ଦେଶକୁ ବ୍ୟାପିଥିବା ବେଳେ ୫ ଲକ୍ଷରୁ ଅଧିକ ଲୋକ ଏହାର…

ଗାଁ ଗାଁରେ କରୋନାକୁ ନେଇ ସଚେତନତା । ରାସ୍ତାରେ ବାଡ ପକାଇ ଗାଁରେ ବାହାର ଲୋକଙ୍କୁ ପଶିବାକୁ ବାରଣ କରୁଛନ୍ତି ଲୋକ

କନକ ବ୍ୟୁରୋ: କରୋନାକୁ ନେଇ ଲୋକଙ୍କ ଭିତରେ ଧୀରେ ଧୀରେ ଦେଖିବାକୁ ମିଳିଲାଣି ସଚେତନତା । ଗାଁ ବାହାରକୁ ଯିବା ମନା ଆଉ ବାହାର ଲୋକଙ୍କୁ ଗାଁକୁ ଆସିବା ବି ମନା । ଯିଏ ଆସିବ ହାତ ହୋଇବ । ଏହାକୁ ପାଳନକରିବା ପାଇଁ ଗାଁ ଲୋକେ ରାସ୍ତାରେ ବାଡ ପକାଇଛନ୍ତି । ନିଜ ଉଦ୍ୟମରେ ଏପରି ପଦକ୍ଷେପ…