Daily Archives

March 21, 2020

କରୋନା ମୁକାବିଲା : କାଲି ଠାରୁ ୫ ଜିଲ୍ଲା ଓ କିଛି ସହର ଲକ୍ ଡାଉନ୍, ଏହି ସମୟରେ ଜାରି ରହିବ କେଉଁ କେଉଁ ସେବା ?

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଠାରୁ ରାଜ୍ୟର ପାଞ୍ଚ ଜିଲ୍ଲା ଓ କିଛି ପ୍ରମୁଖ ସହର ବନ୍ଦ ରହିବ । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ୁଥିବାରୁ ରାଜ୍ୟ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା : ୨୨ରୁ ୨୯ ତାରିଖ ଯାଏ ୫ ଜିଲ୍ଲା ଲକ୍ ଡ଼ାଉନ୍, ଖୋଲା ରହିବ…

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ସଂକ୍ରମଣ ଠାରୁ ଦୂରେଇ ରହିବା ସଂଗରୋଧ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ୫ ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆଗାମୀ ସପ୍ତାହ…

କରୋନା ମୁକାବିଲା: କାଲି ବନ୍ଦ ରହିବ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ । ସଚେତନତା ପାଇଁ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ବଡ…

କନକ ବ୍ୟୁରୋ: ଜନତା କର୍ଫ୍ୟୁ ପାଇଁ ବନ୍ଦ ରହିବ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ । ଆସନ୍ତା କାଲି ସାରା ଓଡିଶାରେ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ବନ୍ଦ ରହିବ । କରୋନା ସଚେତନା ପାଇଁ ଏଭଳି ବଡ ପଦକ୍ଷେପ ନିଆଯାଇଛି । ତେବେ ପେଟ୍ରୋଲ ପମ୍ପ ବନ୍ଦ ନେଇ ପେଟ୍ରୋଲିୟମ ଡିଲର ଆସୋସିଏସନ ସଭାପତିଙ୍କ ସୂଚନା…

ସୋସିଆଲ ମିଡିଆରେ ଗୁଜବ ରୋକିବାକୁ ସରକାରଙ୍କ ଉଦ୍ୟମ: ସଠିକ୍ ସୂଚନା ପାଇଁ ହ୍ୱାଟ୍ସଆପ୍ ସହ ମିଳିତ ଭାବେ ନମ୍ବର ଜାରି…

କନକ ବ୍ୟୁରୋ: ଦେଶରେ କରୋନା ଭୂତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢୁଥିବା ବେଳେ ଲୋକଙ୍କ ମନରେ ଭୟ ମଧ୍ୟ ବଢିବାକୁ ଲାଗିିଛି । ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଗୁଜବ ଦେଖିବାକୁ ମିଳୁଛି । ତେବେ ହ୍ୱାଟ୍ସ ଆପରେ ଅଧିକ ଗୁଜବ ବ୍ୟାପୁଥିବା ଯୋଗୁଁ ଏଥିପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି ସରକାର ଏବଂ…

ଆସନ୍ତାକାଲି ସାରା ଦେଶରେ ‘ଜନତା କର୍ଫ୍ୟୁ’ । ସକାଳ ୭ରୁ ରାତି ୯ଟା ଯାଏଁ ଘରେ ରହି କରୋନା ସହ ଲଢିବ ସାରା ଦେଶ ।…

କନକ ବ୍ୟୁରୋ: କାଲି ଦେଶରେ ହେବ ଜନତା କର୍ଫ୍ୟୁ । ଦେଶବାସୀଙ୍କୁ ଜନତା କର୍ଫ୍ୟୁ ପାଳିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା କର୍ଫ୍ୟୁ ଜରିଆରେ କରୋନା ମୁକାବିଲା ପାଇଁ ସତର୍କ ରହିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେଣୁ ଆସନ୍ତାକାଲି ସକାଳ…

ବଦଳିଲା ରାଜଧାନୀର ପାଣିପାଗ । ଭୁବନେଶ୍ୱର ଓ ଆଖପାଖ ଅଂଚଳରେ ପ୍ରବଳ କୁଆପଥର ବର୍ଷା

କନକ ବ୍ୟୁରୋ: ଆଜି ଅପରାହ୍ନରେ ରାଜଧାନୀରେ ହଠାତ୍ ବଦଳିଗଲା ପାଣିପାଗ । ପ୍ରବଳ ଖରାରେ ଝାଳ ବାହାରୁ ଥିବା ସମୟରେ ବଦଳିଥିଲା ପାଗ । ମାଡି ଆସିଥିଲା ବର୍ଷା ପବନ । ରାଜଧାନୀ ଓ ଏହାର ଆଖପାଖ ଅଂଚଳରେ ପ୍ରବଳ ବର୍ଷା ସହିତ କୁଆପଥର ବର୍ଷା ବି ହୋଇଥିଲା । ବେଶ୍ କିଛି ସମୟ ପାଇଁ ବର୍ଷାରେ ଜନଜୀବନ…