Daily Archives

March 12, 2020

ମଧ୍ୟପ୍ରଦେଶରେ ‘ଅପରେସନ୍ ଲୋଟସ’! ପୁଣି ସରକାର ଗଢ଼ିବେ କି ଶିବରାଜ ? ‘ପଦ୍ମ’ ଧରିବା ପରେ ସିନ୍ଧିଆ ସାଜି ପାରନ୍ତି…

କନକ ବ୍ୟୁରୋ: ବର୍ଷ ବର୍ଷର ଏହି କଂଗ୍ରେସିଆ ନେତା ଯେତେବେଳେ ଦଳ ଛାଡି ବିରୋଧୀ ବିଜେପି କ୍ୟାମ୍ପରେ ଯୋଗ ଦେଇଛନ୍ତି ସେତେବେଳେ ଏହାର ପୁରସ୍କାର ମଧ୍ୟ ସିନ୍ଧିଆଙ୍କ ପାଇଁ ବେଶ୍ ବଡ ହେବ ବୋଲି ଅନୁମାନ କରାଯାଉଛି । ଶୁକ୍ରବାର ମଧ୍ୟପ୍ରଦେଶରେ ୩ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିବାର ଶେଷ…

ମଧ୍ୟପ୍ରଦେଶରେ ରାଜନୈତିକ ହଲଚଲ ଜାରି । ଜୟପୁରରେ ୩ ନିର୍ଦ୍ଦଳୀୟଙ୍କ ସମେତ ୮୬ କଂଗ୍ରେସ ବିଧାୟକ । ଆଜି ଭୋପାଳ ଫେରିବେ…

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ରାଜନୈତକ ହଲଚଲ ଜାରି ରହିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ମିଶିବା ପରେ କମଳନାଥ ସରକାର ସଙ୍କଟ ବଢିଯାଇଛି । ବୁଧବାର ରାତିରେ କଂଗ୍ରେସର ଆଉ ୮ ବିଧାୟକ ରାଜସ୍ଥାନର ଜୟପୁରରେ ପହଂଚିଛନ୍ତି । କଂଗ୍ରେସ ବିଧାୟକଙ୍କ ସହ ୩ ନିର୍ଦ୍ଦଳୀୟ ବିଧାୟକ ବି ଉପସ୍ଥିତ…

ଚୀନ୍ ଡାକ୍ତରଙ୍କ ବଡ଼ ଖୁଲାସା : କରୋନା ଭାଇରସ୍ ର ଭୟାବହତା ନେଇ ଆଗରୁ ଜାଣିଥିଲୁ କିିନ୍ତୁ ସରକାର ଚୁପ୍ ରହିବାକୁ ବାଧ୍ୟ…

୨୦୧୯ ଡିସେମ୍ବର ୧୫ ତାରିଖରୁ ଚୀନର ବୁହାନ୍ ସହରରୁ କରୋନା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । କରୋନାର କେନ୍ଦ୍ରସ୍ଥଳ ପାଲଟିଥିବା ବୁହାନ୍ ର ଡାକ୍ତରମାନେ ଏହି ଭୟାବହ ଭୁତାଣୁର ଫଳାଫଳ କ’ଣ ହେବ ବୋଲି ମଧ୍ୟ ଜାଣି ସାରିଥିଲେ । ଭୁତାଣୁ ତୀବ୍ର ବେଗରେ ବ୍ୟାପିବାର ଖବର ମଧ୍ୟ…

ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ନୂଆ ଜୀବନସାଥି ହେଲେ ଅଭିନେତ୍ରୀ ଝିଲିକ୍ । ଗତକାଲି ରାତିରେ ଗୋପନୀୟ ଭାବରେ…

କନକ ବ୍ୟୁରେରା: ଓଲିଉଡ୍ ସୁନ୍ଦରୀ ଝିଲିକଙ୍କୁ ବିବାହ କଲେ ପ୍ରୀତିରଞ୍ଜନ ଘଡେଇ । ଦୁହିଁଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କନକ ନ୍ୟୁଜକୁ ଏହି ଫଟୋ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରୀତିରଂଜନଙ୍କ ବାପା ପ୍ରଫୁଲ୍ଲ ଘଡାଇ । ସେ ସ୍ପଷ୍ଟ କରିଛନ୍ତି ଗତକାଲି ଏହି ବିବାହ ହୋଟେଲ…

୪୪ କୋଟି ଗ୍ରାହକଙ୍କୁ ବଡ ଆଶ୍ୱସ୍ତି । ଗୋଟିଏ ଥରରେ ୫ ନିୟମ ବଦଳାଇଲା ଷ୍ଟେଟ ବ୍ୟାଙ୍କ, ରଖିବାକୁ ପଡିବନି ସର୍ବନିମ୍ନ…

କନକ ବ୍ୟୁରୋ : ଷ୍ଟେଟ୍ ବ୍ୟାଙ୍କରେ ରଖିବାକୁ ପଡିବନି ସର୍ବନିମ୍ନ ବାଲାନ୍ସ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ସର୍ବନିମ୍ନ ବାଲାନ୍ସ ଶୁକ୍ଳକୁ ପ୍ରତ୍ୟାହାର କରିନିଆଯାଇଛି । ଗ୍ରାହକଙ୍କ ଖାତାରେ ଆଉ ଏକ ନିର୍ଦ୍ଦିଷ୍ଟ ପରିମାଣର ବାଲାନ୍ସ ରଖିବା ପାଇଁ ଗ୍ରାହକଙ୍କୁ ଚିନ୍ତା କରିବାକୁ ପଡିବ…

ମହଙ୍ଗା ପଡିଲା ତୃତୀୟ ବିବାହ । ବିବାହ କରିବାକୁ ଯାଉଥିବା ବେଳେ ବରକୁ ବାହାବେଦିରୁ ଉଠାଇନେଲା ପୋଲିସ, ଦ୍ୱିତୀୟ…

କନକ ବ୍ୟୁରୋ : ବାହାବେଦୀରୁ ବରକୁ ଉଠାଇ ନେଲା ପୁଲିସ । ଘରେ ସ୍ତ୍ରୀ ଥାଉ ଥାଉ ପୁଣିଥରେ ବିବାହ କରି ହଟହଟା ହେଲେ ସ୍ୱାମୀ । ଏହି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ । ତୃତୀୟ ବିବାହ କରିବା ସମୟରେ ବରକୁ ବାହାବେଦୀରୁ ଗିରଫ କରିଛି ଧଳାପଥର ଫାଣ୍ଡି ପୋଲିସ । ପୁରା ଘଟଣା କିଛି…