Daily Archives

February 11, 2020

ଫଳାଫଳ ଘୋଷଣା ପୂର୍ବରୁ ଦିଲ୍ଲୀ ବିଜେପି ସଭାପତିଙ୍କ ବଡ଼ ବୟାନ୍ : ବିଜେପିର ହାରଜିତର ସମ୍ପୂର୍ଣ୍ଣ ଦାୟିତ୍ୱ ନେଲେ ମନୋଜ…

କନକ ବ୍ୟୁରୋ : ପୁଣି ଦିଲ୍ଲୀରେ ସରକାର ଗଢ଼ିବା ରାସ୍ତାରେ ଆଗକୁ ବଢ଼ୁଛନ୍ତି ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀରେ ଆମ ଆଦମି ପାର୍ଟି ଅଗ୍ରଣୀ ସ୍ଥିତି ବଜାୟ ରଖିଛି । ଫଳାଫଳ ଆସିବା ପୂର୍ବରୁ ଚିତ୍ର ଏକପ୍ରକାର ସ୍ପଷ୍ଟ ହୋଇଯାଇଛି କହିଲେ ଚଳେ । ଟ୍ରେଣ୍ଡକୁ ଦେଖଲେ ସ୍ପଷ୍ଟ ଜଣାପଡ଼ୁଛି ବିଜେପି ପଛରେ…

ଆଇଆଇଟି-ଆଇଆରଏସ୍ ଓ ଆନ୍ଦୋଳନ ପରେ ମୁଖ୍ୟମନ୍ତ୍ରୀ । ଲଗାତାର ତୃତୀୟଥର ପାଇଁ ଦିଲ୍ଲୀ ଦଖଲ କରିବାକୁ ଯାଉଥିବା…

କନକ ବ୍ୟୁରୋ: ଟ୍ରେଣ୍ଡ ମୁତାବକ, କ୍ରମାଗତ ୩ଥର ପାଇଁ ଦିଲ୍ଲୀର କମାଣ ଧରିବାକୁ ଯାଉଥିବା ଅରବିନ୍ଦ କେଜ୍ରିୱାଲଙ୍କ ପଲିଟିକାଲ କ୍ୟାରିୟର ବେଶ୍ ରୋଚକମୟ । ଭାରତୀୟ ରାଜସ୍ୱ ସେବା (ଆଇଆରଏସ୍) ଚାକିରି ଛାଡ଼ି ସମାଜସେବା ଲକ୍ଷ୍ୟ ରଖି କେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଯିବେ ତାହା ରାଜନୀତି…

ଜୀବନ ଯୁଦ୍ଧର ଏକାକୀ ନାୟିକା : ଘରକୁ ଖଜଣାମୁକ୍ତ କରିବା ପାଇଁ ଖବରକାଗଜ ବିକ୍ରି କରିବା ସହ ଚା’ ଦୋକାନରେ କାମ…

କନକ ବ୍ୟୁରୋ : ଜୀବନ ଯୁଦ୍ଧର ଏକାକୀ ନାୟିକା ପାର୍ବତୀ । ଆର୍ଥିକ ଅନଟନ ଯୋଗୁଁ ପାଠପଢ଼ାରେ ଡୋରି ପଡ଼ିଛି । ବାମା’ମା’ ଆରପାରିରେ । ନିଜର ବୋଲି କହିବାକୁ କେହି ନାହିଁ । ପୈତୃକ ସମ୍ପତ୍ତି ହିସାବରେ ଥିବା ଘର ବି ଜରାଜୀର୍ଣ୍ଣ ଅବସ୍ଥାରେ । ବକେୟା ଖଜଣା ଶୁଝିବା ପାଇଁ ଜରାଜୀର୍ଣ୍ଣ ଘରକୁ…

ଅହମ୍ମଦାବାଦରେ ‘କେମ ଛୋ ଟ୍ରମ୍ପ’: ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ; ଚଳିତ ମାସ ୨୪ ଓ ୨୫ ତାରିଖରେ…

କନକ ବ୍ୟୁରୋ: ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆସନ୍ତା ୨୪ ଓ ୨୫ ତାରିଖରେ ଦୁଇଦିନିଆ ଭାରତ ଗସ୍ତରେ ଟ୍ରମ୍ପ ଆସୁଛନ୍ତି । ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ଗସ୍ତ । ଟ୍ରମ୍ପଙ୍କ ଭରତ ଗସ୍ତକୁ ନେଇ ହ୍ୱାଇଟହାଉସର ଅଫିସିଆଲ ଟୁଇଟର…

ଛୁଟି ମଞ୍ଜୁର କଲେନି ଉପରିସ୍ଥ ଅଧିକାରୀ : ବନ୍ଧୁକ ଦେଖାଇ ଧମକଚମକ ଦେବାପରେ କର୍ମଚାରୀ ନିଲମ୍ବିତ

କନକ ବ୍ୟୁରୋ : ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟସେବା ଆବଶ୍ୟକ ଥିବାରୁ ବହୁବାର ଛୁଟି ପାଇଁ କାକୁତିମିନତି କରିଥିଲେ । ମାତ୍ର ଅଧିକାରୀ ଜଣକ କୁଆଡ଼େ ଛୁଟି ଦେଉ ନଥିଲେ । ଫଳରେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ କର୍ମଚାରୀ । ସିଧାସଳଖ ସଂପୃକ୍ତ ଅଧିକାରୀଙ୍କ ଅଫିସ୍‌କୁ ପଶି ବନ୍ଧୁକ ଦେଖାଇ ଧମକଚମକ…

କେରଳ ଯୁବକଙ୍କୁ କାବୁ କରିପାରିଲାନି କରୋନା ! ଦ୍ରୁତ ଗତିରେ ସୁସ୍ଥ ହେଉଥିବା ଆସିଲା ରିପୋର୍ଟ , ୟୁଆଇବିର ଅନ୍ତିମ…

ଚୀନ୍ ରେ ୯୦୦ ଲୋକଙ୍କୁ ମାରିଦେଲାଣି ଭୟଙ୍କର ମହାମାରୀ କରୋନା । ବୈଜ୍ଞାନିକମାନେ ଦିନ ରାତି ଅନିଦ୍ରା ରହି ଏହି ଭାଇରସ୍ କୁ କାବୁ କରିବା ପାଇଁ ବିଭିନ୍ନ ଗବେଷଣା ଚଲାଇଥିଲେ ମଧ୍ୟ ଏହାର ସମାଧାନର ବାଟ କେହି ଖୋଜି ପାଉନାହାନ୍ତି । କିନ୍ତୁ ଭାରତରେ ଏହି ଭାଇରସ୍ ସଙ୍ଗେ ଲଢି ଜିତିବାର ସମ୍ଭାବନା…