Monthly Archives

December 2019

ନୂଆବର୍ଷରେ ବି ସୁନାର ଚାହିଦା ବଢ଼ିବ : ୨୦୨୦ରେ ୪୫ ହଜାର ଟପିପାରେ ସୁନାଦର

କନକ ବ୍ୟୁରୋ : ଆସନ୍ତାକାଲି ନୂଆବର୍ଷ । ନୂଆବର୍ଷରେ ସୁନାଦର ୪୫ହଜାର ଟପିବା ସମ୍ଭାବନା ରହିଛି ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି । କମୋଡିଟି ଟ୍ରେଂଜର ଗବେଷଣା ନିର୍ଦ୍ଦେଶକ ଜ୍ଞାନଶେଖର ତ୍ୟାଗରାଜନ କହିଛନ୍ତି , ଯେ ନୂଆ ବର୍ଷରେ ମଧ୍ୟ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ଅସ୍ଥିରତା…

ସାରା ରାଜ୍ୟରେ ଶୀତ ଲହରୀ ଜାରି । ସେପଟେ ରାତିରେ ନିରାଶ୍ରୟଙ୍କୁ କମ୍ବଳ, ବିସ୍କୁଟ ଓ ପାନୀୟ ଜଳ ବଂଟନ କଲା ଯାଜପୁର…

କନକ ବ୍ୟୁରୋ : ଓଡିଶାରେ ଶୀତ ଲହରି ଜାରି ରହିଛି । ପ୍ରବଳ ଥଣ୍ଡା ଥରାଇ ଦେଉଛି । ଭୀଷଣ ଶୀତରେ ନିରାଶ୍ରୟଙ୍କ ଦୁର୍ଦ୍ଦଶା ବଢିଛି । ରାସ୍ତାକଡରେ ଶୋଉଥିବା ଲୋକେ ଅସହ୍ୟ ଶୀତରେ ଦାନ୍ତକାମୁଡି ରାତି ତମାମା ଅନିଦ୍ରା ହୋଇ ପଡି ରହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରଖି ଯାଜପୁର ଜିଲ୍ଲା ପ୍ରଶାସନ…

ରୁଟିଦାନ କରି ଚର୍ଚ୍ଚାରେ ଅହମ୍ମଦାବାଦ୍ ସୋସାଇଟି ସଦସ୍ୟ : ପ୍ରତିଦିନ ୬୦୦ ରୁ ଅଧିକ ଭୋକିଲାଙ୍କ ପେଟକୁ ଖାଦ୍ୟ…

ଆମେ କୌଣସି ବିବାହ ,ବ୍ରତ, ଉତ୍ସବକୁ ଗଲେ ବଳକା ଥିବା ଖାଦ୍ୟ ଫୋପାଡା ଯାଉଥିବା ଦୃଶ୍ୟ ଦେଖୁ । ବେଳେବେଳେ ଘରେ ମଧ୍ୟ ଅଧିକ ଖାଦ୍ୟ ହୋଇ ବଳକି ଯାଇଥିଲେ ତାହା ଫୋପଡା ଯାଏ ଯାହା ଖାଦ୍ୟ ପ୍ରତି ସମାଜର କେତେ ଆଦର ତାହା ଦର୍ଶାଏ ! ଏହି ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯିଏ ଓଳିଏ ଖାଇଲେ ଆର…

ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ପ୍ରାଧାନ୍ୟ : ୨୦୨୨ ମାର୍ଚ୍ଚ ସୁଦ୍ଧା ସମସ୍ତ ରେଳ ଷ୍ଟେସନ୍ ଓ କୋଚରେ ଲାଗିବ…

କନକ ବ୍ୟୁରୋ : ରେଳ ଯାତ୍ରୀମାନଙ୍କର ସୁରକ୍ଷା ଓ ନିରାପତ୍ତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଦେଶର ସମସ୍ତ ରେଳ ଷ୍ଟେସନ୍‌ ଓ ସମସ୍ତ ଟ୍ରେନ୍‌ର ପ୍ରତ୍ୟେକ କୋଚ୍‌ରେ ୨୦୨୨ ମାର୍ଚ୍ଚ ସୁଦ୍ଧା ସିସିଟିଭି କ୍ୟାମେରା ଲଗାଯିବ ବୋଲି ଘୋଷଣା କରିଛନ୍ତି ରେଳବାଇ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ…

ବାହାଘର ପୂର୍ବରୁ ଘରେ କଳାକନା ବୁଲାଇଲେ ଚୋର । ଝିଅ ବାହାଘର ପାଇଁ ସାଇତି ରଖିଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା…

କନକ ବ୍ୟୁରୋ : ମାସକ ପରେ ବାହାଘର ଥିଲା, ହେଲେ ଘରେ କଳାକନା ବୁଲାଇଗଲା ଚୋର । ଝିଅ ବାହାଘର ପାଇଁ ରଖିଥିବା ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ନେଇ ଗଲେ ଦୁର୍ବୃତ । କେମିକାଲ ସ୍ପ୍ରେ କରି ପରିବାରର ସମସ୍ତଙ୍କୁ ଅଚେତ କରି ଲୁଟି ନେଲେ ଗହଣା । କଟକ ଜଗତପୁର ଥାନା ଅଂଚଳର ବଡଭୀମରାଜପୁର…

ନୂଆ ବର୍ଷ ପାଇଁ ସଜେଇ ହୋଇଛି ପୁରୀ ସହର : ଝଟକୁଛି ସିଂହଦ୍ୱାର, ବଡ଼ଦାଣ୍ଡ

କନକ ବ୍ୟୁରୋ :ଆସନ୍ତାକାଲି ନୂଆବର୍ଷ । ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି ଓ ଏହାକୁ ନୂଆ ରୂପ ଦେବା ପାଇଁ ପ୍ରଶାସନ ପକ୍ଷରୁ ପୁରୀରେ ଜୋରଦାର ପ୍ରସ୍ତୁତି ଚାଲିଛି । ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ଭକ୍ତଙ୍କ ଆଗରେ ଶ୍ରୀକ୍ଷେତ୍ରକୁ ଏକ ନୂଆ ରୂପକୁ ଉପସ୍ଥାପନ ପାଇଁ…