Monthly Archives

December 2019

ନୂଆ ବର୍ଷକୁ ସ୍ବାଗତ କରିବାକୁ ପ୍ରସ୍ତୁତ ରାଜଧାନୀ : ଜିରୋନାଇଟ ସେଲିବ୍ରେସନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ 

କନକ ବ୍ୟୁରୋ : ଘଣ୍ଟା କଣ୍ଟାର ଗତି ଯେତେ ଆଗକୁ ବଢ଼ୁଛି, ହୃଦ୍‌ସ୍ପନ୍ଦନ ସେତେ ତୀବ୍ର ହେଉଛି । ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ କରିବାକୁ  ସବୁଠି ଉତ୍ସାହ । ଜିରୋନାଇଟ ପାଇଁ ସେଲିବ୍ରେସନ ମୁଡରେ ରାଜଧାନୀବାସିନ୍ଦା । ଆଜି ମଧ୍ୟରାତ୍ରରେ ହେବ ଜିରୋ ନାଇଟ୍ ସେଲିବ୍ରେସନ୍ ।…

ନବରଙ୍ଗପୁର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ୧୮ଦିନ ପରେ ବି ପୁଲିସର ହାତ ଖାଲି

କନକ ବ୍ୟୁରୋ : ନବରଙ୍ଗପୁର କୋଷାଗୁମଡା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ୧୮ ଦିନ ହେଲାଣି । ହେଲେ ପୁଲିସର ହାତ ଏବେ ବି ଖାଲି । ଅଭିଯୁକ୍ତକୁ ଧରିବା ତ ଦୂରର କଥା ଅଭିଯୁକ୍ତ କିଏ ତାହା ମଧ୍ୟ ଚିହ୍ନଟ କରିପାରି ନାହିଁ ପୁଲିସ । ଏହାରି ଭିତରେ ସୋମବାର ଦକ୍ଷିଣାଂଚଳ ଡିଆଜି ସତ୍ୟବ୍ରତ…

ପେସାରେ ବାରିକ ନିଶା ପୁସ୍ତକପ୍ରେମ : ଅର୍ଥାଭାବରୁ ଅଧାରୁ ଛାଡିଥିଲେ ପାଠ , ଏବେ ସେଲୁନ୍ ଭିତରେ ତିଆରି କଲେ ଲାଇବ୍ରେରୀ…

ସେଲୁନ ଭିତରେ ଲାଇବ୍ରେରୀ । ଅର୍ଥାଭାବରୁ ସେ ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢିଥିଲେ । କିନ୍ତୁ ଏବେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେଲୁନ ଭିତରେ ଲାଇବ୍ରେରୀ ଖୋଲି ତାମିଲନାଡୁର ପୋନମାରିଆପ୍ପନ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଶିକ୍ଷା ପ୍ରତି ତାଙ୍କର…

କୋଣାର୍କ ଦେଖିଲା ବର୍ଷର ଶେଷ ସୂର୍ଯ୍ୟୋଦୟ : ଫର୍ଚ୍ଚା ଆକାଶରେ କଅଁଳ ସୂର୍ଯ୍ୟ ଉଦୟର ମନୋରମ ଦୃଶ୍ୟ ଉପଭୋଗ କରିବାକୁ…

କନକ ବ୍ୟୁରୋ : ଚଳିତ ବର୍ଷର ଶେଷ ସୂର୍ଯ୍ୟୋଦୟ । କୋଣାର୍କ ଚନ୍ଦ୍ରଭାଗା ନିକଟରୁ କ୍ୟାମେରାରେ କଏଦ ହୋଇଛି ୨୦୧୯ର ଶେଷ ସୂର୍ଯ୍ୟୋଦୟ । ଫର୍ଚ୍ଚା ଆକାଶରେ କଅଁଳ ସୂର୍ଯ୍ୟର ଉଦୟ ଦୃଶ୍ୟ ବେଶ ମନୋରମ । ବର୍ଷର ଶେଷ ସୂର୍ଯ୍ୟୋଦୟକୁ ଦେଖିବା ପାଇଁ ଚନ୍ଦ୍ରଭାଗା କୂଳରେ ପର୍ଯ୍ୟଟକଙ୍କ ଭିଡ ଜମିଛି ।…

ବାଲୁଗାଁରେ ସରକାରୀ ଲଞ୍ଚ ସେବାର ଅବହେଳା : ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

କନକ ବ୍ୟୁରୋ : ଶୀତର ପ୍ରକୋପ ବୃଦ୍ଧି ହେବା ସହ ଚିଲିକାରେ ବିଦେଶାଗତ ପକ୍ଷୀମାନଙ୍କର ସମାଗମ ବୃଦ୍ଧି ଘଟିଛି। ବିଦେଶୀ ପକ୍ଷୀଙ୍କ ସହିତ ତାଳ ଦେଇ ଶୀତ ଋତୁରେ ଚିଲିକାରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି । କିନ୍ତୁ ବାଲୁଗାଁ ସରକାରୀ ଲ‌ଞ୍ଚ ସଭିର୍ସ୍‌ର ଅବହେଳା ଯୋଗୁଁ…

ଅନୁଗୁଳରେ ହାତୀ ଉପଦ୍ରବ ! ଦନ୍ତା ଆକ୍ରମଣରେ ମହିଳା ମୃତ

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ପୁରୁଣାକୁଟ୍ ରେଞ୍ଜରରେ ଗୋପାଳପୁର ଗ୍ରାମରେ ମଙ୍ଗଳବାର ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।  ପୁରୁଣାକୁଟ୍ ରେଞ୍ଜର ଗଜେନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମହିଳାଙ୍କ ମୃତଦେହ…