Monthly Archives

November 2019

ରାଜ୍ୟରେ ବର୍ଷକୁ ୯୨.୫% ଇଞ୍ଜିନିୟର୍‌ ବେକାର : ଦକ୍ଷତା ବିକାଶରୁ ଲାଭ କେତେ?

କନକ ବ୍ୟୁରୋ : ରାଜ୍ୟରେ ଉତ୍ତୀର୍ଣ୍ଣ ଡିଗ୍ରୀ ଓ ଡିପ୍ଲୋମା ଇଞ୍ଜିନିୟରଙ୍କ ମଧ୍ୟରୁ ହାରାହାରି ମାତ୍ର ୭.୫% ନିଯୁକ୍ତି ପାଉଛନ୍ତି । ସୁତରାଂ ବର୍ଷକୁ ୯୨.୫% ଇଞ୍ଜିନିୟର ଚାକିରି ଅନ୍ବେଷଣରେ ବାରଦ୍ୱାର ହେଉଛନ୍ତି । ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ…

ଆଜିଠୁ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ : ବାଜିମାତ୍ ଲକ୍ଷ୍ୟରେ ବିଜେପି , ପାଞ୍ଚଟି ପର୍ଯ୍ୟାୟରେ ହେବ ନିର୍ବାଚନ

ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୧୩ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ । ଏହି ୧୩ଟି ଆସନ ପାଇଁ ୧୭୯ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୩୭ ଲକ୍ଷ ୮୩ ହଜାର ୫୫ ଭୋଟର୍ । ଏମାନଙ୍କ ମଧ୍ୟରେ ମହିଳା ଭୋଟର ଅଛନ୍ତି ୧୮…

ମଣ୍ଡିକୁ ନେଇ ହଟଚମଟ ବେଳେ ଆସିଲା ନବରଙ୍ଗପୁର ଧାନ ଚୋରାଚାଲାଣର ଚିତ୍ର । ମଣ୍ଡିଖୋଲିବାରୁ ବିଳମ୍ବ ହେଉଥିବାରୁ ଦଲାଲ…

କନକ ବ୍ୟୁରୋ : ମଣ୍ଡିକୁ ନେଇ ସମସ୍ୟା ରାଜ୍ୟରେ କମିବାର ନାଁ ଧରୁନି । କେଉଁଠି ଟୋକନକୁ ନେଇ ବିବାଦ ଦେଖା ଦେଲାଣି ତ କେଉଁଠି ବେଆଇନ ଭାବେ ବସ୍ତା ବସ୍ତା ଧାନ ଜମା ହୋଇଥିବା ଖବର ବି ସାମ୍ନାକୁ ଆସୁଛି । ଏହାରି ଭିତରେ ପଶ୍ଟିମ ଓଡିଶାରୁ ଧାନ ବାହାର ରାଜ୍ୟକୁ ଚାଲାଣ ହେଉଥିବା ମଧ୍ୟ ଦେଖିବାକୁ…

ଏଥର ସଂକୁଚିତ ହୋଇଯିବ ଶୀତଋତୁ : ଚଳିତ ବର୍ଷ ଅନୁଭୂତ ହେବନି ଅଧିକ ଶୀତ, ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୨ ଡିଗ୍ରି…

କନକ ବ୍ୟୁରୋ :ଏଥର ସଂକୁଚିତ ହୋଇଯିବ ଶୀତଋତୁ । ଯେଉଁ ତିନି ମାସ ଅଧିକ ଥଣ୍ଡା ପଡ଼ିବା କଥା, ତାହା ଏତେ ବେଶି ପଡ଼ିବନି। ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୨ ଡିଗ୍ରି ଅଧିକ ରହିବ। ଉତ୍ତର ଭାରତର କିଛି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବାର ଥିଲେ ମଧ୍ୟ ତାହାର ପ୍ରଭାବ ଦେଶର ଅନ୍ୟ ଅଞ୍ଚଳଗୁଡ଼ିକ…

ମହାରାଷ୍ଟ୍ରରେ ଆଜି ମହା ପରୀକ୍ଷା । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ…

କନକ ବ୍ୟୁରୋ : ଆଜି ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଆଜି ଅପରାହ୍ନ ୨ଟାରେ ବହୁମତ ସାବ୍ୟସ୍ତ କରିବେ ଶିବସେନା-ଏନସିପି- କଂଗ୍ରେସ ମେଂଟ । ରବିବାର ବାଚସ୍ପତି ନିର୍ବାଚନ ହେବ ଏବଂ ସୋମବାର ରାଜ୍ୟପାଳ ଭଗତସିଂହ କୋଶ୍ୟାରୀ…

ଘଣ୍ଟିକିଆ ଖୁସି । ଖଟି ଚାଲିଥିଲା,କପରୁ ଚାହା ସରିନଥିଲା । ଭଦ୍ରକବାସୀଙ୍କ ସ୍ୱପ୍ନ ଭାଙ୍ଗିଗଲା ଭୁବନେଶ୍ୱରରେ ।

କନକ ବ୍ୟୁରୋ : ଶୀତୁଆ ସନ୍ଧ୍ୟା, ଭଦ୍ରକ ବଜାରରେ ଜମି ଆସୁଥିଲା ଚାହା ଖଟି । ହାତରେ ଗୋଟିଏ ଗୋଟିଏ ଚାହା କପ୍ ସାଙ୍ଗକୁ ଲୁଣି ନିମିକି ଧରି ଭାଡି ଉପରେ ବସିଥିଲେ ଭଦ୍ରକର କିଛି ଭେଣ୍ଡିଆ ଟୋକା । ଆଉ ଏହି ସମୟରେ ବାବୁଲି ନନା ଦୋକାନରେ ଲାଗିଥିବା ଟିଭିରୁ ଶୁଭିଲା ଭଦ୍ରକ କଥା । ଏମିତି କଥା…