Daily Archives

September 23, 2019

ସତର୍କ ରୁହ ୨୨ ଜିଲ୍ଲା ! ରାତି ସାଢ଼େ ୧୦ଟା ମଧ୍ୟରେ ରାଜ୍ୟର ୨୨ ଜିଲ୍ଲାରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ସମ୍ଭାବନା

କନକ ବ୍ୟୁରୋ: ରାଜ୍ୟର ୨୨ ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାତି ସାଢ଼େ ୧୦ଟା ମଧ୍ୟରେ ରାଜ୍ୟର ୨୨ଟି ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।…

ପାଣି ଏପଟେ ଘର ସେପଟେ ସ୍କୁଲ : ବେକେ ପାଣିରେ ପଶି ସ୍କୁଲ ଯାଉଛନ୍ତି କୁନି କୁନି ପିଲା

କନକ ବ୍ୟୁରୋ : ପାଣି ପାରିହେଲେ ପାଠପଢା । କାରଣ ପାଣି ଏପଟେ ଘର ସେପଟେ ସ୍କୁଲ । ତେଣୁ ବେକେ ପାଣିରେ ପଶି ସ୍କୁଲ ଯାଉଛନ୍ତି କୁନି କୁନି ପିଲା । ନାଳ ଉପରେ ପୋଲ ନଥିବାରୁ ନାନା ଅସୁବିଧା ଭୋଗ କରୁଛନ୍ତି ଅନୁଗୁଳ ଇଙ୍କରବନ୍ଧ ବେହେରା ସାହିର କୁନି କୁନି ଛାତ୍ରଛାତ୍ରୀ । ଅନୁଗୁଳ ଜିଲ୍ଲା…

ପାଠ ପାଇଁ ବୟସ ସାଜି ପାରିନାହିଁ ପ୍ରତିବନ୍ଧକ ! ୮୩ ବର୍ଷ ବୟସରେ ପାଠ ପଢିଲେ, ମାଷ୍ଟର ଡିଗ୍ରୀ ବି ହାତେଇଲେ

କନକ ବ୍ୟୁରୋ : ପାଠ ପଢିବା ଓ ଅଧିକ ଜ୍ଞାନ ଆହରଣ କରିବା ପାଇଁ ବୟସ ବାଧକ ସାଜେ ନାହିଁ । ପଂଜାବର ୮୩ ବର୍ଷିୟ ସୋହନ ସିଂହ ଗିଲ ଏହା ପ୍ରମାଣିତ କରି ଦେଖାଇଛନ୍ତି । ବୟସ ୮୩ ବର୍ଷ ଛୁଇଁଥିଲେ ବି ଏହି ବୟସରେ ସେ ମାଷ୍ଟର ଡିଗ୍ରୀ ହାସଲ କରିବାରେ ସଫଳ ହୋଇଛନ୍ତି । ୧୮ ସେପ୍ଟେମ୍ବର ୨୦୧୯ରେ ସେ…

ଆରବ ସାଗରରେ ଦାନା ବାନ୍ଧୁଛି ସାମୁଦ୍ରକି ବାୟୁ ହିକ୍କା : ଗୁଜରାଟରେ ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ଗୁଜରାଟରେ ବିଗତ କିଛି ଦିନ ହେବ ଲଗାତାର ବର୍ଷା ହେଉଛି । ଉପକୂଳରେ ସୃଷ୍ଟି ହୋଇଥିବା ଡିପ୍ରେସନ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇସାରିଛି । ବାତ୍ୟାର ନାମ ଦିଆଯାଇଛି ହିକ୍କା । ତେବେ ଏହି ବାତ୍ୟା ଯୋଗୁଁ ଭାରତର ପଶ୍ଚିମ ଉପକୂଳରେ ବିଶେଷ ପ୍ରଭାବିତ ହେବାର ଆଶଙ୍କା ନାହିଁ ।…

ଗରିବ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ରାସନ୍ ଦୋକାନୀ । ଦିଲ୍ଲୀର ପୋଲ ତଳେ ଗଢ଼ୁଛନ୍ତି ଭବିଷ୍ୟତ, ସେହି ବାଟ ଦେଇ…

କନକ ବ୍ୟୁରୋ: ଆଜିବି ‘ଶିକ୍ଷା’ ପାଇବାରୁ ବଞ୍ଚିତ ହେଉଛନ୍ତି ଦେଶର ଆଗାମୀ ଭବିଷ୍ୟତ । ଏହାର କାରଣ ସେମାନେ ଦରିଦ୍ର ଆଉ ଦାରିଦ୍ର୍ୟର ସୀମାରେଖାକୁ ପାର କରି ସେମାନଙ୍କ ସ୍ୱପ୍ନ ପୂରା କରିପାରୁ ନାହାନ୍ତି ସରକାର । ହେଲେ ଏଭଳି ଗରୀବ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ପ୍ରତିଜ୍ଞା ନେଇଛନ୍ତି ଏକ ଛୋଟ…

ତିହାର ଜେଲରୁ ମୋଦିଙ୍କୁ ଟାର୍ଗେଟ କଲେ ପୂର୍ବତନ ଅର୍ଥମନ୍ତ୍ରୀ । କହିଲେ ବେରୋଜଗାର,ଚାକିରି ସଙ୍କଟ ,ଭିଡ଼ତନ୍ତ୍ର…

କନକ ବ୍ୟୁରୋ : ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ତିହାଡ ଜେଲରୁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ମୋଦିଙ୍କ ହାଓଡି ମୋଦି କାର୍ଯ୍ୟକ୍ରମକୁ ବି ସମାଲୋଚନା କରଛନ୍ତି । ସେ କହିଛନ୍ତି ବେରୋଜଗାର,ଚାକିରି ଉପରେ ସଙ୍କଟ ଭିଡ଼ତନ୍ତ୍ର ହତ୍ୟା,…