Daily Archives

August 24, 2019

ସୋସିଆଲ ମିଡିଆ ଉପରେ କଟକଣା ! ଏଣିକି ଜନ୍ମାଷ୍ଟମୀ ବ୍ୟତୀତ ଅନ୍ୟ କୌଣସି ପର୍ବପର୍ବାଣୀରେ ପଠାଇପାରିବେନି ଶୁଭେଚ୍ଛା…

ଆଜିର ଏହି ଡିଜିଟାଲ ଯୁଗରେ ଲୋକେ ବିଛଣାରୁ ଉଠିବା ମାତ୍ରକେ ପ୍ରଥମେ ଗୁଡ ମର୍ଣ୍ଣିଂ ମେସେଜଟିଏ ନିଜ ବନ୍ଧୁ ପରିଜନଙ୍କ ନିକଟକୁ ପଠାଇବାକୁ ଆଦୌ ଭୁଲିନଥାନ୍ତି । ସେହିଭଳି ଯଦି କୌଣସି ପର୍ବପର୍ବାଣୀ ପଡିଯାଏ ତେବେ ଗୁଡ ମର୍ଣ୍ଣିଂ ମେସେଜ ସାଙ୍ଗକୁ ଶୁଭେଚ୍ଛା ମେସେଜ ମଧ୍ୟ ଆପଣଙ୍କ ନିକଟକୁ ସକାଳୁ…

ଥମିବାର ନାଁ ଧରୁନି ଆମାଜନ ଜଙ୍ଗଲ ନିଆଁ : ଆୟତ କରିବାକୁ ସେନା ପଠାଇଲେ ବ୍ରାଜିଲ ରାଷ୍ଟ୍ରପତି, ସହାୟତାର ହାତ ବଢାଇଲା…

କନକ ବ୍ୟୁରୋ : ଥମିବାର ନାଁ ଧରୁନି ବ୍ରାଜିଲର ଆମାଜନ ଜଙ୍ଗଲ ନିଆଁ । ବିଶ୍ୱର ସବୁଠାରୁ ବଡ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ଏବେ କଷ୍ଟକର ହୋଇଗଲାଣି । ନିଆଁ ପ୍ରଭାବରେ ଆମାଜନ ଜଙ୍ଗଲର ଅନେକ ଅଂଶ ପୋଡି ଛାରଖାର ହୋଇଗଲାଣି । ଅନେକ ବିରଳ ପ୍ରାଣୀ ତଥା ମୂଲ୍ୟବାନ ଗଛଲତା ନିଆଁରେ ପୋଡ଼ି…

କୋରାପୁଟ ଲମତାପୁଟରେ ପ୍ରଧାନ ଶିକ୍ଷକଙ୍କ ଶିକ୍ଷାଦାନର ନୂଆ ଷ୍ଟାଇଲ୍ । ନାଚନ୍ତି ଗାଅନ୍ତି , ଏକାଙ୍କିକା ମାଧ୍ୟମରେ…

କନକ ବ୍ୟୁରୋ : ଏମିତି ଜଣେ ଶିକ୍ଷକ ଏବେ ଚର୍ଚ୍ଚାରେ ଅଛନ୍ତି ଯିଏ କି ସ୍କୁଲରେ ପିଲାମାନଙ୍କୁ ନାଚି ଗାଇ ପାଠ ପଢାଉଛନ୍ତି । ତେବେ କେବଳ ଚର୍ଚ୍ଚାରେ ଯେ, ଅଛନ୍ତି ତାହା ନୁହେଁ ବରଂ ସୋସିଆଲ ମିଡିଆରେ ତାଙ୍କ ପାଠ ପଢାଇବାର ଶୈଳୀ ମଧ୍ୟ ବେଶ ଚର୍ଚ୍ଚାରେ ରହିଛି । ସାଧାରଣତଃ ଘରୋଇ ସ୍କୁଲର ପ୍ଲେ…

ଆଉ ମାତ୍ର ଦିନ କେଇଟା ପରେ ଗଣେଶ ପୂଜା : ପୁରପଲ୍ଲୀ ସବୁଠି ଚାଲିଛି ପ୍ରସ୍ତୁତି, କାରିଗରଙ୍କ ଶେଷ ସ୍ପର୍ଶ ଅପେକ୍ଷାରେ…

କନକ ବ୍ୟୁରୋ : ଆଉ ମାତ୍ର ଦିନ କେଇଟା ପରେ ଗଣେଶ ପୂଜା । ଏଥିପାଇଁ ଗାଁଠୁ ସହର ସବୁଠି ଚାଲିଛି ପ୍ରସ୍ତୁତି । ମୂର୍ତ୍ତି ତିଆରି କାମରେ ଲାଗିଛନ୍ତି କାରିଗର । ଏହା ସହ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ପୂଜା ପାଇଁ ପ୍ରସ୍ତୁତି ଯୋରଦାର କରିଛନ୍ତି । ଦେଖନ୍ତୁ ଝାରସୁଗୁଡ଼ା ଏବଂ…

ଆଗ ଚିକିତ୍ସା ପରେ ପଇସା: ଆଉ ଚଳିବନି ମେଡିକାଲ କର୍ତ୍ତୃପକ୍ଷଙ୍କ ମନମାନି, ଟଙ୍କା ନାହିଁ ବୋଲି ଚିକିତ୍ସା ପାଇଁ ମନା…

ଯଦି ଆପଣ କୌଣସି ଗମ୍ଭୀର ରୋଗରେ ଶିକାର ଅଛନ୍ତି ଆଉ ଚିକିତ୍ସା ପାଇଁ ଆପଣ କୌଣସି ମେଡିକାଲ ବା କ୍ଲିନିକ୍ ଯାଉଛନ୍ତି ତେବେ ଡାକ୍ତରଙ୍କ ଲିଗାଲ ଡ୍ୟୁଟି ହେଲା କି ସେ ଆପଣଙ୍କର ଚିକିତ୍ସା ପୂରା ସତର୍କତାର ସହ କରିବେ । ଯଦି କୌଣସି ଡାକ୍ତର ଆପଣଙ୍କର ଚିକିତ୍ସା କରିବାକୁ ମନା କରିଦିଅନ୍ତି ତେବେ…

ଶ୍ରୀମନ୍ଦିର ମେଘନାଦ ପାଚେରୀ ମୁକ୍ତ ହେବା ପରେ ଫୋକସରେ ସି ବିଚ୍ : ପୋଲିସ ଉପସ୍ଥିତିରେ ବେଳାଭୂମି ଅଂଚଳରୁ ବେଆଇନ…

କନକ ବ୍ୟୁରୋ : ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟ ଅଂଚଳରୁ ଜବରଦଖଲ ମୁକ୍ତ ହେବା ପରେ ପ୍ରଶାସନର ନଜର ଏବେ ପୁରୀ ସି ବିଚ୍ ଉପରେ । ଏହି କ୍ରମରେ ବେଳାଭୂମିରେ ଥିବା ସମସ୍ତ ବେଆଇନ ନିର୍ମାଣକୁ ହଟାଇବାକୁ ପ୍ରଶାସନ ଚଳାଉଛି ବୁଲଡୋଜର । ୪ ପ୍ଲାଟୁନ୍ ପୋଲିସ ଫୋର୍ସ ଉପସ୍ଥିତିରେ ଚାଲିଛି ଉଛେଦ…