Daily Archives

July 24, 2019

ପାଟକୁରାରେ ବିଜେଡି ମାରିଲା ବାଜି! ବିଜୟଙ୍କ ବିଧାନସଭା ସ୍ୱପ୍ନ ଭାଙ୍ଗିଦେଲେ ସାବିତ୍ରୀ ।

କନକ ବ୍ୟୁରୋ : ବିଜୟ ଦ୍ୱାରଦେଶରେ ବିଜେଡି । ପାଟକୁରାରେ ପୁଣି ବିଜେଡି ଉଡାଇବ ବିଜୟ ବାନା । ୧୮ ରାଉଣ୍ଡରୁ ୧୬ ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୭୨୩୪ ଭୋଟରେ ଆଗରେ ରହିଛନ୍ତି । ଆଉ ଏହାସହ ବିଜେପିର ଭେଟରାନ ନେତା ବିଜୟଙ୍କର ବିଧାନସଭା ଫେରିବା…

ଧୀରେ ଧୀରେ ସ୍ପଷ୍ଟ ହେଉଛି ଚିତ୍ର : ତ୍ରୟୋଦଶ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଆଗୁଆ, ପାଟକୁରାରେ…

କନକ ବ୍ୟୁରୋ : ପାଟକୁରା ଚିତ୍ର ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ସମସ୍ତ ରାଉଣ୍ଡ ଶେଷ ହୋଇନଥିଲେ ହେଁ ତୟୋଦଶ ରାଉଣ୍ଡ ସୁଦ୍ଧା ବିଜେଡ଼ି ଦଳର ଦବଦବା ସ୍ପଷ୍ଟ ନଜର ଆସୁଛି । ତ୍ରୟୋଦଶ ରାଉଣ୍ଡରେ ପୁଣି ଶଙ୍ଖ ଦଳ ଆଗରେ । ପାଟକୁରା ବିଧାନସଭା ଆସନର ତ୍ରୟୋଦଶ ରାଉଣ୍ଡ ଭୋଟ୍ ଗଣନାରେ ବିଜେଡିର…

କଟକରେ ଚାଞ୍ଚଲ୍ୟ: ୨୪ ଘଣ୍ଟା ମଧ୍ୟରେ ୩ ହତ୍ୟା; ଆଜି ଓଏମପି ଓଭରବ୍ରିଜ ତଳୁ ବେକ କଟା ଅବସ୍ଥାରେ ମିଳିଲା ୨ଜଣଙ୍କ…

କନକ ବ୍ୟୁରୋ: ସିଲିଭର ସିଟିରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନ୍ ଶୃଂଖଳା । ଲଗାତର ଦୁଇ ଦିନ ଭିତରେ ତିନିଟି ତିନିଟି ହତ୍ୟାକଣ୍ଡ ଘଟି ଯାଇଛି କଟକ ସହରରେ । ଗତକାଲି ଦୁର୍ବୃତ୍ତ ମାନେ ରାଣୀହାଟ ତାଳଦଣ୍ଡା କେନାଲ ନିକଟରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରିଥିବା ବେଳେ ଆଜି ପୁଣି ଓଏମପି…

୧୨ ରାଉଣ୍ଡରେ ବି ବିଜେଡି ଆଗୁଆ: ରାସ୍ତା ସଫା କରି ଆଗେଇ ଚାଲିଛନ୍ତି ସାବିତ୍ରୀ

କନକ ବ୍ୟୁରୋ : ଆସିଲା ୧୨ ରାଉଣ୍ଡର ଟ୍ରେଣ୍ଡିଂ । ୧୨ ତମ ରାଉଣ୍ଡରେ ପାଟକୁରାରେ ବିଜେଡି ଆଗୁଆ ରହିଛି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୬୧୪୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ୧୨ ରାଉଣ୍ଡ ସୁଦ୍ଧା ବିଜେଡିକୁ ମୋଟ ୬୯୬୯୬ ଖଣ୍ଡ ଭୋଟ ମିଳିଛି । ସେହିଭଳି ୨ୟରେ ରହିଛନ୍ତି ବିଜେପି…

୧୧ତମ ରାଉଣ୍ଡରେ ବିଜେପି ଆଗୁଆ : ୨୩୧ ଭୋଟରେ ଆଗେଇଲେ ବିଜୟ ମହାପାତ୍ର

କନକ ବ୍ୟୁରୋ : ଏକାଦଶ ରାଉଣ୍ଡରେ ବଦଳିଲା ଟ୍ରେଣ୍ଡ । ଲଗାତାର ୧୦ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡ଼ି ଆଗୁଆ ରହିଥିବା ବେଳେ ଏକାଦଶ ରାଉଣ୍ଡରେ ବିଜେଡ଼ିକୁ କାଟିଛି ବିଜେପି । ଦଶମ ରାଉଣ୍ଡ ପରେ ୧୧ତମ ରାଉଣ୍ଡରେ ଆଗେଇଲେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ୧୧ ତମ ରାଉଣ୍ଡରେ ୨୩୧ ଭୋଟରେ ଆଗୁଆ ରହିଛି…

ବିଧାନସଭାରେ ବାଚସ୍ପତିଙ୍କ କଡା ରୁଲିଂ: ଏଣିକି ଗୃହକୁ ମୋବାଇଲ ବନ୍ଦ କରି ଯିବେ ବିଧାୟକ ନଚେତ କରାଯିବ ସିଜ୍

କନକ ବ୍ୟୁରୋ: ବିଧାନସଭାରେ ବାଚସ୍ପତିଙ୍କ କଡା ରୁଲିଂ । ଏଣିକି ବିଧାନସଭା ଗୃହକୁ ମୋବାଇଲ ବନ୍ଦ କରି ଯିବେ ବିଧାୟକ । ବିଧାନସଭା ଭିତରେ ଯଦି କାହାର ମୋବାଇଲ ବାଜିବ କିମ୍ବା ବ୍ୟବହାର କରୁଥିବାର ନଜର ଆସିବେ ତେବେ ତାଙ୍କ ଫୋନକୁ ସିଜ୍ କରିଦିଆଯିବ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି ବାଚସ୍ପତି…