Daily Archives

July 16, 2019

ସାରା ବିଶ୍ୱରେ ୮୨ କୋଟିରୁ ଅଧିକ ଲୋକ ଭୋକରେ । ଚମକାଇ ଦେଲା ଜାତିସଂଘ ରିପୋର୍ଟ ।

କନକ ବ୍ୟୁରୋ: ଦିନକୁ ଦିନ ବଦଳୁଛି ବିଶ୍ୱ ଆଉ ବଢୁଛି ସଙ୍କଟ । ସମଗ୍ର ବିଶ୍ୱକୁ ଚମକାଇଦେଲା ଜାତିସଂଘ ରିପୋର୍ଟ । ଆଜି ବି ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ବିଶ୍ୱର ୮୨ କୋଟିରୁ ଉଦ୍ଧ୍ୱର୍ ଲୋକ । ଜାତିସଂଘ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ୨୦୧୫ ବର୍ଷରୁ ବିଶ୍ୱରେ ଖାଦ୍ୟ ଅଭାବ…

ଚନ୍ଦ୍ରଗ୍ରହଣରେ ପାକ ତ୍ୟାଗ ନେଇ ତର୍କ: ଜ୍ୟୋର୍ତିବିଦ୍ଦ କହିଲେ,ଖାଇବା ବନ୍ଦ ହେବା ଦରକାର; ବୈଜ୍ଞାନିକ କହିଲେ, ପାକ…

କନକ ବ୍ୟୁରୋ: ପବିତ୍ର ଗୁରୁପୂର୍ଣ୍ଣିମାରେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ । ତେବେ ଚନ୍ଦ୍ରଗ୍ରହଣରେ ପାକ ତ୍ୟାଗ ନେଇ କନକ ନ୍ୟୁଜ ଷ୍ଟୁଡିଓରେ ବୈଜ୍ଞାନିକ ଓ ଜ୍ୟୋର୍ତିବିଦ୍ଦଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ଚନ୍ଦ୍ରଗ୍ରହଣ ସମୟରେ ଖାଇବା ବନ୍ଦ ହେବା ଦରକାର ଜ୍ୟୋର୍ତିବିଦ୍ଦ କହିଥିବା ବେଳେ…

କମର୍ସିଆଲ ସରୋଗେସି ଉପରେ ଲାଗିଲା ରୋକ୍। ଏଣିକି ଏହି ତିନୋଟି ସର୍ତ୍ତରେ ମିଳିବ ବାପାମାଆ ବନିବାର ସୌଭାଗ୍ୟ

‘ସରୋଗେସି’ ବିଧେୟକ-୨୦୧୯କୁ ମିଳିଲା କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଂଜୁରୀ । ଏହି ବିଲ କମର୍ସିଆଲ ସରୋଗେସି ଉପରେ ପ୍ରତିବନ୍ଧକ ଲଗାଇଛି । ତେବେ ନୂଆ ବିଲ ଅନୁସାରେ, ସରୋଗେସି ଜରିଆରେ ସନ୍ତାନ ଜନ୍ମ କରୁଥିବା ମାଆ, ଦଂପତିଙ୍କ ରିଲେଟିଭ ତଥା ସଂପର୍କିୟ ହୋଇଥିବେ, ସେ ବିବାହିତା ହୋଇଥିବେ ଏବଂ…

ଗସ୍ତ ପୂର୍ବରୁ ଗରମ ହେଲା ପାଟକୁରା ! କାଲି ସାବିତ୍ରୀଙ୍କ ପାଇଁ ନବୀନ କରିବେ ‘ସୁପର ସୋ’

କନକ ବ୍ୟୁରୋ: ହାତରେ ଆଉ ମାତ୍ର ତିନି ଦିନ । ୧୯ ରାତି ପାହିଗଲେ ୨୦ ତାରିଖ ସକାଳୁ ସକାଳୁ ପାଟକୁରା ପାଇଁ ପଡିବ ଭୋଟ । ନାକ ତଳେ ନିର୍ବାଚନ ଥିବାରୁ ନେତାଙ୍କ ଆଖିରୁ ନିଦ ହଜିଛି । ଆଉ ପାଟକୁରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପ୍ରଚାର କାମ ଶେଷ…

ବିଧାନସଭାରେ ବିରୋଧୀ ବନାମ ବିରୋଧୀ: କଂଗ୍ରେସ କହିବାକୁ ସୁଯୋଗ ଦେଉନଥିବା ଅଭିଯୋଗ ଆଣିଲା ବିଜେପି, ନିଜ ନିଜ ଆସନରେ…

କନକ ବ୍ୟୁରୋ: ବିଧାନସଭାରେ ବିରୋଧୀ ବନାମ ବିରୋଧୀ । ବିଜେପି ଓ କଂଗ୍ରେସ ସଦସ୍ୟ ଆଜି ଗୃହରେ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ବିଧାୟକ ମାନେ ବିଜେପି ବିଧାୟକଙ୍କୁ କହିବାକୁ ସୁଯୋଗ ଦେଉନଥିବା ଅଭିଯୋଗ ଆଣିଛି ବିଜେପି । ଫଳରେ ବିଜେପି ସଦସ୍ୟମାନେ ପ୍ରତିବାଦ କରି ନିଜ ନିଜ ଆସନରେ ଛିଡା ହୋଇ…

ମୁମ୍ବାଇରେ ବଡ଼ ଅଘଟଣ: ଭୁଶୁଡ଼ିଲା ବିଲ୍ଡିଂ, କୋଠା ତଳେ ଫସି ରହିଛନ୍ତି ୪୦ରୁ ଉଦ୍ଧ୍ୱର୍ ଲୋକ, ଉଦ୍ଧାରକାର୍ଯ୍ୟ ଜାରି

କନକ ବ୍ୟୁରୋ: ମୁମ୍ବାଇର ଡୋଙ୍ଗରୀ ଅଞ୍ଚଳରେ ଭୁଶୁଡିଲା ବିଲ୍ଡିଂ । ୪ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି । ଫଳରେ କୋଠା ତଳେ ୪୦ ରୁ ୫୦ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ସେପଟେ ଘଟଣାସ୍ଥଳରେ ତୁରନ୍ତ ଏନଡିଆରଏଫ ଉଦ୍ଧାରକାରୀ ଦଳ ପହଁଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।…