Daily Archives

July 2, 2019

ବର୍ଷାରେ ଉବୁଟୁବୁ ମାୟାନଗରୀ । ମୁମ୍ବାଇ ବିମାନବନ୍ଦରରେ ଖେଳିଲା ମାଗୁର ମାଛ…

କନକ ବ୍ୟୁରୋ : ବର୍ଷାରେ ଜୁଡୁବୁଡୁ ହେଉଥିବା ମାୟାନଗରୀ ମୁମ୍ବାଇରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଏଭଳି ଯେ, ମୁମ୍ବାଇର ଜୁହୁ ବିମାନ ବନ୍ଦରରେ ପ୍ରବଳ ବର୍ଷା ଫଳରେ ମାଛ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବିମାନ…

କମିସନରେଟ ପୁଲିସ ହାତରେ କାର ଲୁଟେରା ଗ୍ୟାଙ୍ଗ। ୩ଟି କାର, ୨ଟି ବାଇକ୍ ଓ ଦୁଇଟି ବନ୍ଧୁକ ସହ ୪ ଜଣ ଗିରଫ

କନକ ବ୍ୟୁରୋ: କମିଶନରେଟ ପୁଲିସ ହାତରେ କାର ଲୁଟେରା ଗ୍ୟାଙ୍ଗ । ଭୁବନେଶ୍ୱରରୁ ଲୁଟ ହେଉଥିବା କାର ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ । ଏହି ଲୁଟରେ ସଂପୃକ୍ତ ଥିବା ୪ଜଣ ଯୁବକଙ୍କୁ ମଧ୍ୟ ଗିରଫ କରିଛି ପୁଲିସ । ସେମାନଙ୍କଠାରୁ ୩ଟି କାର, ୨ଟି ବାଇକ୍ ଏବଂ ଦୁଇଟି ବନ୍ଧୁକ…

ପ୍ରକାଶ ପାଇଲା ପ୍ରଥମ +୨ କଟ୍ ଅଫ୍ ମାର୍କ ତାଲିକା । ଜାଣନ୍ତୁ କେଉଁ କଲେଜର କଟ୍ ଅଫ୍ କେତେ ?

କନକ ବ୍ୟୁରୋ: +୨ କଲେଜରେ ନାମଲେଖା ପାଇଁ ଆଜି ପ୍ରଥମ ମେରିଟ ଲିଷ୍ଟ ତଥା କଟ ଅଫ ମାର୍କ ତାଲିକା ପ୍ରକାଶ ପାଇଛି । କଳାରେ ବିଜେବିର ସର୍ବାଧିକ କଟ୍ ଅଫ୍ ମାର୍କ ୭୧.୧୭% ରହିଛି । ସେହିପରି ଦ୍ୱିତୀୟରେ ରେଭେନ୍ସାର କଟ୍ ଅଫ୍ ମାର୍କ ୭୦.୧୭% ରହିଛି । ତେବେ ବିଜ୍ଞାନରେ ରେଭେନ୍ସାର କଟ୍ ଅଫ୍…

ବର୍ମିଂହାମରେ ବାଂଲାଦେଶକୁ ମାତ୍ ଦେବା ପାଇଁ ବିରାଟ ବାହିନୀର ରଣନୀତି ପ୍ରସ୍ତୁତ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି…

କନକ ବ୍ୟୁରୋ : ଆଇସିସି ବିଶ୍ୱକପ କ୍ରିକେଟରେ ଆଜି ବାଂଲାଦେଶକୁ ଭେଟିବ ଟିମ୍ ଇଣ୍ଡିଆ । ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ବିରାଟ ବାହିନୀ । ଭାରତ ଅପେକ୍ଷା ବାଂଲାଦେଶ ପାଇଁ ଏହି ମୁକାବିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚ୍ ହାରିଲେ ବାଂଲାଦେଶ ସେମିଫାଇନାଲରେ…

ଆଜି ଚତୁର୍ଦ୍ଧାମୁରତିଙ୍କ ନବଯୌବନ ଦର୍ଶନ । କିଛି ସମୟ ପରେ ହେବ ପରିମାଣିକ ଦର୍ଶନ

କନକ ବ୍ୟୁରୋ: ଜ୍ୱରରେ ପିଡିତ ଶ୍ରୀଜିଉ ସଂପୂର୍ଣ୍ଣ ସୁସ୍ଥ ହେବାପରେ ଆଜି ନବଯୈ÷ାବନ ଦର୍ଶନ । ଏଥିସହ ଶ୍ରୀବିଗ୍ରହଙ୍କ ନେତ୍ରୋତ୍ସବ ମଧ୍ୟ ଅନୁଷ୍ଠିତ ହେବ । ୧୫ ଦିନର ଅଣସର ପରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି ଆରମ୍ଭ ହୋଇଛି । ପୂର୍ବବର୍ଷ ଭଳି ଚଳିତ…

ବିପଦରେ ଗୃହମନ୍ତ୍ରୀଙ୍କ ଜୀବନ : ଅମିତ ଶାହଙ୍କୁ ବୋମାରେ ଉଡ଼ାଇକୁ ଆସିଲା ଧମକପୂର୍ଣ୍ଣ ଚିଠି

କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ ଶାହଙ୍କ ଜୀବନ ପ୍ରତି ବିପଦ । ଅମିତ ଶାହଙ୍କୁ ହତ୍ୟା ଧମକ । ମଧ୍ୟପ୍ରଦେଶ ଗଞ୍ଜବସୌଦାର ବିଧାୟକ ଲୀଲା ଜୈନଙ୍କ ପାଖକୁ ଆସିଛି ଏକ ସନ୍ଦିଗ୍ଧ ଚିଠି । ବିଜେପି ବିଧାୟକ ଲୀଲା ଜୈନ ଓ ରାଷ୍ଟ୍ରିୟ ଅଧ୍ୟକ୍ଷ ତଥା ଗୃହମମନ୍ତ୍ରୀଙ୍କୁ ଚିଠିରେ ହତ୍ୟା ଧମକ ଦିଆଯାଇଛି…