Daily Archives

June 16, 2019

ପାକିସ୍ତାନ ସାମ୍ନାରେ ୩୩୭ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଲା ବିରାଟ ବାହିନୀ । ମାଞ୍ଚେଷ୍ଟର ମୈଦାନରେ ଚମକିଲେ…

କନକ ବ୍ୟୁରୋ : ପାକିସ୍ତାନ ବିପକ୍ଷରେ ବିରାଟ ବାହିନୀର ଦମଦାର ପ୍ରଦର୍ଶନ । ରୋହିତଙ୍କ ଶତକ, ବିରାଟ ଓ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ସାମ୍ନାରେ ୩୩୭ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଲା ଟିମ୍ ଇଣ୍ଡିଆ । ଭାରତର ପ୍ରାରମ୍ଭିକ ଯୋଡି ଦମଦାର ଆରମ୍ଭ କରିଥିବା ବେଳେ ପାକିସ୍ତାନ ବୋଲରଙ୍କୁ…

ରେକର୍ଡ ଭାଙ୍ଗିଲେ ରନମେସିନ । ୧୧ ହଜାର ରନ୍ କରିବା ସହ ସଚିନଙ୍କ ରେକର୍ଡ ଭାଙ୍ଗିଲେ କ୍ୟାପଟେନ କୋହଲି ।

ରେକର୍ଡ ଭାଙ୍ଗିଲେ ରନମେସିନ । କ୍ରିକେଟ ଭଗବାନଙ୍କ ରେକର୍ଡ ଭାଙ୍ଗିଲେ କ୍ୟାପଟେନ କୋହଲି । ବିଶ୍ୱର ନମ୍ବର ୱାନ ବ୍ୟାଟସମ୍ୟାନ୍ କୋହଲି ପାକିସ୍ତାନ ବିପକ୍ଷରେ ୫୭ ରନ୍ କରିବା ସହ ୩୦ ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ପାକିସ୍ତାନ ବିପକ୍ଷରେ ୫୭ ରନ୍ କରିବା ସହ ୧୧ ହଜାର କ୍ଲବରେ ସାମିଲ…

ପୁଣି ଥରେ ହୋଇପାରେ ପୁଲୱାମା ଭଳି ଆକ୍ରମଣ । ମୋଷ୍ଟ ୱାଣ୍ଟେଡ ମୁସା ମୃତ୍ୟୁର ପ୍ରତିଶୋଧ ନେବାକୁ ବ୍ଲୁ-ପ୍ରିଣ୍ଟ…

ପୁଣି ଥରେ ହୋଇପାରେ ପୁଲୱାମା ଭଳି ଆକ୍ରମଣ । ଜମ୍ମୁ-କାଶ୍ମୀରରେ ଆଇଡି ବିସ୍ପୋରଣ ହେବା ନେଇ ଧମକ ମିଳିବା ପରେ ଏବେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଜାକିର ମୁସାର ଏନକାଉଣ୍ଟର ପ୍ରତିଶୋଧ ନେବାକୁ ଆତଙ୍କବାଦୀ ମାନେ ଏଭଳି ଆକ୍ରମଣ କରିବାକୁ…

ସୁପରହିଟ ସୋ’ରେ ବାଧକ ସାଜିଲା ବର୍ଷା । ଭାରତ-ପାକିସ୍ତାନ ମ୍ୟାଚ୍ ମଝିରେ ଓଦା ହେଲା ମାଞ୍ଚେଷ୍ଟର ମୈଦାନ ।

କନକ ବ୍ୟୁରୋ : ବିଶ୍ୱକପରେ ବର୍ଷା ସାଜିଲା ବାଧକ । ଭାରତ-ପାକସ୍ତାନ ମ୍ୟାଚର ୪୭ତମ ଓଭର ଚାଲିଥିବାବେଳେ ମାଞ୍ଚେଷ୍ଟର ମୈଦାନକୁ ଭିଜାଇଛି ବର୍ଷା । ଫଳରେ ଭାରତର ସ୍କୋର ବର୍ତ୍ତମାନ ସୁଦ୍ଧା ୪୬.୪ ବଲରେ ୩୦୫ ରନ୍ କରିଛି । ଆଉ ବର୍ଷା ଯୋଗୁଁ ମ୍ୟାଚ ଅଧାରୁ ବନ୍ଦ ରହିଛି । ସେପଟେ ଭାରତୀୟ…

କଥା ରଖିଲା, ମ୍ୟାଚ ଦେଖିଲା ! ଆକାଶରେ ଚେୟାର ପକାଇ ମନ ଭରି ମ୍ୟାଚ ଦେଖୁଛି ବର୍ଷା…

କନକ ବ୍ୟୁରୋ: ମହାମୁକାବିଲାକୁ ମନ ଭରି ଦେଖୁଛି ବର୍ଷା । ମାଞ୍ଚେଷ୍ଟର ଆକାଶରେ ପେଡି ପୁଟୁଳା ବାନ୍ଧି ପଡିଆକୁ ଚାହିଁଛି ବର୍ଷା । ବିଶ୍ୱକପର ବଡ ମ୍ୟାଚ ଉପରେ ସାରା ବିଶ୍ୱର ନଜର ଥିବା ବେଳେ ଆକାଶ ଉପରୁ ଆଖି ଫାଡି ଫାଡି ଦେଖୁଛି ବର୍ଷା । ଭାରତ ଭଲ ପ୍ରଦର୍ଶନ କରୁ ଆଉ ସପ୍ତମ ଥର ପାଇଁ…

ପାକିସ୍ତାନ ବିପକ୍ଷରେ ରୋହିତଙ୍କ ଶାନଦାର ଶତକ । ବିଶ୍ୱକପର ବଡ ଯୁଦ୍ଧରେ ପାକ୍ ବୋଲରଙ୍କୁ ନିର୍ଧୁମ ଛେଚିଲେ ହିଟମ୍ୟାନ୍…

କନକ ବ୍ୟୁରୋ : ମାଞ୍ଚେଷ୍ଟର ମୈଦାନରେ ରୋହିତ ‘ରାଜ୍’ । ପାକିସ୍ତାନ ବିପକ୍ଷରେ ହିଟମ୍ୟାନଙ୍କ ଦମଦାର ଶତକ । ଏହାସହ ଚଳିତ ବିଶ୍ୱକପରେ ଦ୍ୱିତୀୟ ଶତକ ହାସଲ କରିଛନ୍ତି ରୋହିତ । ଆଉ ଏହାସହ ଦିନିକିଆ କ୍ୟାରିୟରର ୨୪ ତମ ଓ ପାକିସ୍ତାନ ବିପକ୍ଷରେ ଦ୍ୱିତୀୟ ଶତକ ହାସଲ କରିଛନ୍ତି ରୋହିତ ।…