Daily Archives

June 15, 2019

ଓଡ଼ିଶାକୁ ମିଳୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା । ନୀତି ଆୟୋଗ ବୈଠକରେ ନବୀନ ରଖିଲେ ଦାବି ।

କନକ ବ୍ୟୁରୋ: ନୀତି ଆୟୋଗ ବୈଠକରେ ପୁଣି ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନବୀନ କହିଥିଲେ, ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଥିବା ମାପଦଣ୍ଡରେ ପ୍ରାକୃତିକ…

ବିଜୟଙ୍କ ‘ବିଜୟ’ ପାଇଁ ସାରଥୀ ସାଜିବେ ଅପରାଜିତା । କହିଲେ, ଭୁବନେଶ୍ୱରର ପୁନରାବୃତ୍ତି ହେବ ପାଟକୁରାରେ । 

କନକ ବ୍ୟୁରୋ  : ରାଜଧାନୀର ରିପିଟ ହେବ ପାଟକୁରାରେ । ଆଗାମୀ ନିର୍ବାଚନରେ ପାଟକୁରାରେ ଫୁଟିବ ପଦ୍ମ । ଏଭଳି ଦମ୍ଭ ଦେଖାଇଛନ୍ତି ଭୁବନେଶ୍ୱରର ନବ ନିର୍ବାଚିତ ସାଂସଦ ଅପରାଜିତା ଷଡଙ୍ଗୀ ।  ଯେତେ ସରକାରୀ କଳ ଲାଗିଲେ ବା ଯେତେ ଷଡଯନ୍ତ୍ର କଲେ ମଧ୍ୟ ଏଥର ପାଟକୁରାରେ ବିଜେପିର ‘ବିଜୟ’…

ଯମ ସାଜିଛି ଜାପାନୀ ଜ୍ୱର : ବିହାରରେ ଆଖି ବୁଜିଲେଣି ୬୯ କଅଁଳ ଶିଶୁ

କନକ ବ୍ୟୁରୋ : ବିହାରରେ ଜାପାନୀ ଜ୍ୱରର ତାଣ୍ଡବ । ଏନସେଫାଲାଇଟିସରେ ଶିଶୁ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏବେ ସୁଦ୍ଧା ଏନସେଫାଲାଇଟିସରେ ୬୯ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ବିହାରର ଶ୍ରୀକ୍ରିଷ୍ଣା ମେଡିକାଲ କଲେଜରେ ୫୮ ଶିଶୁ ଓ କେଜରିୱାଲ ହସପିଟାଲରେ ୧୧ଜଣ…

ସମୟ ସ୍ରୋତରେ ବଦଳୁଛି ମଣିଷ । କଂକ୍ରିଟ୍-ମୋବାଇଲ ଯୁଗରେ ଜୀବନ ଖୋଜୁଛି ମାଟି, ହଜି ଯାଉଛି କୁମ୍ଭାର କାରିଗରର କିର୍ତ୍ତୀ…

କନକ ବ୍ୟୁରୋ: ‘ମାଟି’ ଏମିତି ଏକ ଶବ୍ଦ ଯାହା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ଜୀବନରେ ଜଡ଼ିତ ହୋଇ ରହିଥାଏ । କଅଁଳ ଶିଶୁଟି ଜନ୍ମ ହେବାପରେ ମା’ଟି ତା ମୁଣ୍ଡରେ ମାଟି ଲଗାଇଥାଏ ,  ଆଉ କିଏ ଏହି ମାଟିକୁ ନିଜ ମା’ ପରି ପୂଜା କରେ, ଆଉ କିଏ ଏହି ମାଟିକୁ ନିଜର ବେଉସା କରିଥାଏ । ଏପରିକି…

୨୮ବର୍ଷ ସାଂସଦ ଥିବା ମନମୋହନ ସିଂଙ୍କ କାର୍ଯ୍ୟକାଳ ଶେଷ : ବଜେଟ୍ ଅଧିବେଶନରେ ଅନୁପସ୍ଥିତ ରହିବେ ପୂର୍ବତନ…

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ ଗତକାଲି ଅର୍ଥାତ ଶୁକ୍ରବାରଦିନ ଶେଷ ହୋଇଯାଇଛି । ଗତ ୨୮ ବର୍ଷ ହେଲା ଅର୍ଥାତ୍ ୧୯୯୧ରୁ ସେ ଆସାମରୁ ରାଜ୍ୟସଭାକୁ ଯାଉଥିଲେ । କିନ୍ତୁ ଏଥର ଆସାମ ବିଧାନସଭାରେ କଂଗ୍ରେସର ଆବଶ୍ୟକ ସଦସ୍ୟ ନଥିବାରୁ ତାଙ୍କୁ ଏଠାରୁ…

ଦ୍ୱିତୀୟ ରଜକୁ ନେଇ ସାରା ରାଜ୍ୟ ଉତ୍ସବମୁଖର : ଯାଜପୁର ବଡଚଣାରେ ବିଧାୟକଙ୍କ ଦୋଳିଖେଳ, ନିଆଳିରେ ପାନ ଉତ୍ସବରେ ରଜଗୀତ…

କନକ ବ୍ୟୁରୋ : ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି ପାଇଁ ସବୁଠି ଉତ୍ସବର ମାହୋଲ । ଦୋଳିଖେଳ ସାଙ୍ଗକୁ ମଣ୍ଡାପିଠା ବାସ୍ନାରେ ମହକୁଛି ପୁରପଲ୍ଲୀ । ରଜରେ ଚାରିଆଡେ ଜମିଛି ଦୋଳି ଖେଳର ମୋହଲ । କେତେକ ସ୍ଥାନରେ ବିଭିନ୍ନ ସଂଗଠନ ପକ୍ଷରୁ ରଜ ମହୋତ୍ସବ ପାଳନ କରାଯାଉଛି । ରଜ ଅବସରରେ ବଡଚଣା…