Daily Archives

June 15, 2019

ସାକ୍ଷାତ କଲେ ଶୀର୍ଷ ନେତା, ତେଜିିଲା ରାଜନୀତି । ନବୀନ-ଧର୍ମେନ୍ଦ୍ରଙ୍କ ଭେଟଘାଟକୁ ରାଜନୀତି ରଙ୍ଗ ଦେଲେ ପିସିସି…

କନକ ବ୍ୟୁରୋ: ଦିଲ୍ଲୀରେ ଭେଟଘାଟ୍ ପରେ ଜୋର ଧରିଲା ରାଜନୀତି । ଦିଲ୍ଲୀ ଓଡିଶା ଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସାକ୍ଷାତକୁ ନେଇ ଆରମ୍ଭ ହୋଇଛି ବୟାନବାଜି । ଗତକାଲି ଓଡିଶାର ବିକାଶ ଦିଗରେ ଉଭୟ ଶୀର୍ଷ ନେତାଙ୍କ ସାକ୍ଷାତ ରାଜ୍ୟ…

ପୁଣି ଥରେ ୧୩ ବାୟୁସେନା କର୍ମଚାରୀଙ୍କ ମୃତଦେହ ଉଦ୍ଧାର କାର୍ଯ୍ୟ ଆରମ୍ଭ, ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଆସିଥିଲା…

ଭାରତୀୟ ବାୟୁସେନା ପୁଣି ଥରେ ଏଏନ୍-୩୨ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣ ବାୟୁସେନା କର୍ମଚାରୀଙ୍କ ମରଶରୀର ଉଦ୍ଧାର କାର୍ଯ୍ୟରେ ଲାଗିପଡିଛି । ୧୦ ଦିନ ପୂର୍ବେ ଜୁନ୍ ୩ ତାରିଖରେ ଅରୁଣାଚଳ ପ୍ରଦେଶର ପାହାଡିଆ ଦୁର୍ଗମ ଅଂଚଳରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ବର୍ଷା ଏବଂ…

କ୍ରିକେଟ୍ ବିଶ୍ୱକପ୍ ୨୦୧୯: ଓଭାଲ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ମଧ୍ୟରେ ଚାଲିଛି ଟକ୍କର, ଟସ୍ ଜିଣି ବୋଲିଂ…

କନକ ବ୍ୟୁରୋ: ବିଶ୍ୱକପ ପାଇଁ ଚାଲିଛି ଜୋରଦାର ଲଢ଼େଇ । ଲଣ୍ଡନର ଓଭାଲଠାରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି ବିଶ୍ୱକପ କ୍ରିକେଟର ୨୦ ତମ ମ୍ୟାଚ । ଶ୍ରୀଲଙ୍କା ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ କାର୍ଡ ଲେଖିବା ସୁଦ୍ଧା, ଅଷ୍ଟ୍ରେଲିଆ ୬ ଓଭର…

ପଶ୍ଚିମବଙ୍ଗରେ ଥମୁନି ରାଜନୈତିକ ହିଂସା : ବୋମା ବିସ୍ଫୋରଣରେ ୩ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ, ଆକ୍ରମଣ ପଛରେ…

ପଶ୍ଚିମବଙ୍ଗରେ ବିଭିନ୍ନ ସ୍ଥାନରେ ହିଂସା ଥମିବାର ନାଁ ନେଉନି । ପଶ୍ଚିମବଙ୍ଗ ମୁର୍ଶିଦାବାଦର ଡୋମକଲରେ କେ. କୁଚିୟାମୋଡା ଗାଁରେ ଦୁଇଟି ଗୋଷ୍ଠୀ ମଧ୍ୟରେ ପୁଣି ଥରେ ହିଂସା ଦେଖିବାକୁ ମିଳିଛି । ଡୋମକଲରେ ବିଳମ୍ବିତ ରାତିରେ ବୋମା ବର୍ଷଣ ଓ ଗୁଳି ଚାଳନା କାରଣରୁ ୩ଜଣଙ୍କ ମୃତ୍ୟୁ ହୋଇଯାଇଛି ।…

ସନ୍ଧ୍ୟା ୫ଟା ସୁଦ୍ଧା ୧୧ ଜିଲ୍ଲାକୁ କାଳବୈଶାଖୀ ! ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

କନକ ବ୍ୟୁରୋ: ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୭ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ…

କ୍ଷୀର ପାଇଁ କଲବଲ ହେଉଛି ପାକିସ୍ତାନ ! ଡଲାର ତୁଳନାରେ ୧୬୦ ଟଙ୍କାରେ ପହଂଚିଲା ପାକ୍ ଟଙ୍କା, କ୍ଷୀର ଲିଟର ପିଛା ହେଲା…

ପାକିସ୍ତାନର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡୁଛି । ଶୁକ୍ରବାର ଡଲାର ତୁଳନାରେ ଟଙ୍କା ୧୫୮ ରେ କାରବାର ହେଉଥିବା ଦେଖାଯାଇଥିଲା । ଏହାସହ ଦେଶରେ ବିଜୁଳୀ ଦର ମଧ୍ୟ ବୃଦ୍ଧି ପାଇଛି । ଏମିତିକି କ୍ଷୀରର ଦାମ୍ ୨୦୦ ଟଙ୍କା ପ୍ରତି ଲିଟର ପହଂଚି ଯାଇଛି । ୧୧ ଦିନରୁ ଧରି ପାକିସ୍ତାନର ଅବସ୍ଥା…