Daily Archives

May 15, 2019

କାର୍ଯ୍ୟକାରୀ ହେଉନି ‘ସ୍କୁଲ ବ୍ୟାଗ ଓଜନ’ ଗାଇଡ ଲାଇନ୍ : ଜୁନ ୨୫ ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷା…

କନକ ବ୍ୟୁରୋ : ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଉପରେ ଅତ୍ୟଧିକ ପାଠର ବୋଝ ଲଦାଯାଉଛି । ସ୍କୁଲ ବ୍ୟାଗର ଓଜନ ନେଇ ସରକାର ଗାଇଡ ଲାଇନ ପ୍ରସ୍ତୁତ କରିଥିଲେ ମଧ୍ୟ ବିଦ୍ୟାଳୟଗୁଡିକ ତାହାକୁ ମାନୁ ନାହାନ୍ତି । ଯାହା ଫଳରେ ଛୋଟ ଛୋଟ ପିଲାମାନେ ମାନସିକ ଚାପର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି…

ଦାମଙ୍କ ଦମ୍ଭୋକ୍ତି! ରାଜ୍ୟରେ ୧୩-୧୪ଟି ଲୋକସଭା ଆସନ ଅକ୍ତିଆର କରିବ ବିଜେପି; କମିବ ବିଜେଡିର ଆସନ

କନକ ବ୍ୟୁରୋ: ୨୦୧୯ର ଗଣିତ ବଡ଼ ଜଟିଳ । ଫୋନିର ପ୍ରକୋପ କମିଲା ବେଳକୁ ମେ’ ୨୩କୁ ନେଇ ଚିନ୍ତା ବଢ଼ୁଛି । ପ୍ରଥମ ପ୍ରଶ୍ନ ଉଠୁଛି ରାଜ୍ୟର ରାଜନୀତିରେ ହଲଚଲ କରିଥିବା ନବୀନ ପଟ୍ଟନାୟକ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ? ଆଉ ଯଦି ହେବେ ଏଥର ବିଜେଡିର ଆସନ ସଂଖ୍ୟା କେତେ ରହିବ?…

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ଅନୁମାନ: ଚଳିତବର୍ଷ ସ୍ୱାଭାବିକଠାରୁ ହୋଇପାରେ କମ ବର୍ଷା

କନକ ବ୍ୟୁରୋ: ଚଳିତବର୍ଷ ସ୍ୱାଭାବିକଠାରୁ ହୋଇପାରେ କମ ବର୍ଷା । ଏଭଳି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ । ସ୍କାଏମେଟର ପୂର୍ବାନୁମାନ ଅନୁଯାୟୀ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶର ୫୫ ପ୍ରତିଶତ ଅଂଚଳରେ ସ୍ୱାଭାବିକଠାରୁ କମ୍ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।…

ମୋଦିଙ୍କ ସଭାସ୍ଥଳ ନିକଟରେ ପକୁଡି ବିକ୍ରି କରୁଥିଲେ ଡିଗ୍ରଧାରୀ ଛାତ୍ରଛାତ୍ରୀ । ଉଠାଇନେଲା ପୋଲିିସ ।

ହାତରେ ପକୁଡି, ମୁଣ୍ଡରେ ଗ୍ରାଜୁଏଟ ଟୋପି । ଚାରିପଟକୁ ଘେରି ରହିଛନ୍ତି ପୋଲିସ । ଗତକାଲି ଚଣ୍ଡିଗଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲିସ୍ଥଳ ନିକଟରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିଏ ବିଏ ଡିଗ୍ରଧାରୀ ତ ପୁଣି କିଏ ଏଲଏଲବି ପାସ୍ ଆଉଟ । କିନ୍ତୁ ମୋଦିଙ୍କ ରାଲିସ୍ଥଳ…

କଳାହାଣ୍ଡିରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ରାସ୍ତାକାମକୁ ବିରୋଧ କରି ଜାଳିଦେଲେ ୫ରୁ ଅଧିକ ଗାଡି

କନକ ବ୍ୟୁରୋ: କଳାହାଣ୍ଡିରେ ମାତିଲେ ମାଓବାଦୀ । ରାସ୍ତା କାମ ନିର୍ମାଣକୁ ବିରୋଧ କରି ମାଓବାଦୀମାନେ ୨ଟି ଜେସିବି ଓ ୩ ଟ୍ରାକ୍ଟର ପୋଡିଦେଇଛନ୍ତି । ଉଲାବାନି ଓ ନୂଆମୁଣ୍ଡାରେ ଗତକାଲି ରାତିରେ ଏହି ଘଟଣା ଘଟିଛି । ପ୍ରାୟ ୧୦ରୁ ଅଧିକ ମାଓବାଦୀ ଆସି ଏହି ଲଙ୍କାକାଣ୍ଡ କରିଛନ୍ତି । ସୂଚନା…

ମଝି ରାତିରେ ଥରି ଉଠିଲା ଭୂପୃଷ୍ଠ । ନିଉ ଗିନିରେ ୭.୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ ।

କନକ ବ୍ୟୁରୋ : ଗତକାଲି ବିଳମ୍ବିତ ରାତିରେ ପାପ୍ୟୁଆ ନିଉ ଗିନି ସୁଦୂର ନିଉ ବ୍ରିଟେନ୍‌ ଦ୍ୱୀପ ଅନ୍ତର୍ଗତ ରାବାଉଲ୍‌ ନିକଟରେ ଏକ ଶକ୍ତିଶାଳୀ ଓ ଅଗଭୀର ଭୂମିକମ୍ପ ସଂଘଠିତ ହୋଇଛି । ସେତେବେଳେ ସହରର ବାସିନ୍ଦାମାନେ ଶୋଇଥିଲେ । ରିକ୍ଟର୍‌ ସ୍କେଲ୍‌ରେ ୭.୫ ତୀବ୍ରତାସମ୍ପନ୍ନ ଏହି ଭୂମିକମ୍ପ…