Daily Archives

April 7, 2019

ନା ୧୫ ଲକ୍ଷ ନା ୭୨ ହଜାର ! ଗରିବୀ ହଟାଇବା ପାଇଁ ନିଜସ୍ୱ ଫର୍ମୁଲା ଦେଲେ ମାୟାବତୀ ।

କନକ ବ୍ୟୁରୋ : କେନ୍ଦ୍ରୀୟ ଯୋଜନା ଏବଂ କଂଗ୍ରେସର ପ୍ରତିଶ୍ରୁତିକୁ ମାୟାବତୀଙ୍କ ଟାର୍ଗେଟ୍ । ଉତ୍ତରପ୍ରଦେଶରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି କଂଗ୍ରେସର ‘ନ୍ୟାୟ’ ଯୋଜନାକୁ ଟାର୍ଗେଟ କରିବା ସହ ବସପା ସୁପ୍ରିମୋ ମାୟାବତୀ କହିଛନ୍ତି, ପ୍ରତି ଆକାଉଣ୍ଟକୁ ମୋଦି ୧୫ଲକ୍ଷ ଟଙ୍କା ଦେବା ଭଳି…

ବ୍ରହ୍ମପୁରରେ ହେବ ବଡ ଲଢେଇ । ଫଟୋରେ ଫଟୋରେ ଦେଖନ୍ତୁ ୭ ବିଧାନସଭା ଆସନରେ କେଉଁ ଦଳରୁ ଲଢିବ କିଏ?

କନକ ବ୍ୟୁରୋ : ବ୍ରହ୍ମପୁରରେ ବାଜି ମାରିବ କିଏ? ପୁରୁଖା ଚନ୍ଦ୍ରଶେଖରଙ୍କୁ ସିପାହୀ ସଜାଇ ହ୍ୟାଟ୍ରିକ ମାରିବା ଲକ୍ଷ୍ୟରେ ବିଜେଡି । ନୂଆ ମୁହଁ ସହ ମୈଦାନରେ କଂଗ୍ରେସ ଓ ବିଜେପି । ଗତ ୪ଟି ନିର୍ବାଚନରେ ପ୍ରତ୍ୟେକ ଦଳକୁ ସୁଯୋଗ ଦେଇଛନ୍ତି ବ୍ରହ୍ମପୁରବାସୀ । ତେଣୁ ଚଳିତଥର ଏକ ବଡ ଲଢେଇ…

୧୪ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ଝଡପବନ ସହ ରହିଛି ବର୍ଷା ଓ…

କନକ ବ୍ୟୁରୋ : ଆଜି ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ରାଜ୍ୟର କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ…

ପୁରୀ ବିଜେପିକୁ ଝଟକା । ରାଜ୍ୟ ନେତୃବୃନ୍ଦଙ୍କ ବିରୋଧରେ ବିଷୋଦଗାର କରି ‘ପଦ୍ମ’ ଛାଡ଼ିଲେ କୃଷ୍ଣ ।

କନକ ବ୍ୟୁରୋ: ପୁରୀ ବିଜେପିକୁ ବଡ଼ ଝଟକା । ‘ପଦ୍ମ’ ଶିବିରକୁ ବାଏ ବାଏ କଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପଣ୍ଡା । ଦଳ ଅଣଦେଖା ଓ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଦର୍ଶାଇ ଇସ୍ତଫା ଦେଇଛନ୍ତି କୃଷ୍ଣ । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ବସନ୍ତ…

ଗୁଣପୁର ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ । କହିଲେ, ‘ଆହାର’ ଯୋଜନା ପାଇଁ ଅର୍ଥ ଦେବାକୁ ମନା…

କନକ ବ୍ୟୁରୋ: ରାୟଗଡାର ଗୁଣପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କେନ୍ଦ୍ର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି କେନ୍ଦ୍ର ସରକାରଙ୍କର ଗରିବ ଲୋକଙ୍କ ପାଇଁ ଆନ୍ତରିକତା ନାହିଁ । ଗରୀବଙ୍କ ପାଇଁ ରାଜ୍ୟ ସରକାର ଆହାର ଯୋଜନା ଆରମ୍ଭ କରିଛନ୍ତି । ହେଲେ ଏହି ଯୋଜନା…

କଟକରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର : ମୈଦାନରେ ସମସ୍ତ ଶକ୍ତି ଖଟାଇ ପ୍ରଚାର କରୁଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ…

କନକ ବ୍ୟୁରୋ : କଟକ ଲୋକସଭା ନିର୍ବାଚନମଣ୍ଡଳୀର ପ୍ରଚାର ମୈଦାନରେ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର । ବିଭିନ୍ନ ସ୍ଥାନରେ ସମାବେଶ କରିବା ସହ ଭୋଟରଙ୍କୁ ମନେଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ପ୍ରକାଶ । ଏଥର କଟକ ଲୋକସଭାରେ ହେଉଛି ତ୍ରିମୁଖୀ ଲଢେଇ । ବିଜେଡିର ଭର୍ତୃହରି ମହତାବ ଓ କଂଗ୍ରେସ…