Daily Archives

March 30, 2019

ଚାଲିଛି ଦଳ ଡ଼ିଆଁ ପର୍ବ । ‘ପଦ୍ମ’ ଧରିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ, ଯାଜପୁର ପୂର୍ବତନ ସାଂସଦ ମୋହନ ଜେନା ।

କନକ ବ୍ୟୁରୋ: ମଧ୍ୟାହ୍ନରେ ବିଜେଡି ଛାଡ଼ିଥିଲେ ଏବେ ‘ପଦ୍ମ’ ଧରିଲେ । ବିଜେପିରେ ମିଶିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧଭାବେ ‘ପଦ୍ମ’ ଧରିଛନ୍ତି ପୂର୍ବତନ ବରିଷ୍ଠ ବିଜେଡି ନେତା ଅର୍ଜୁନ ସେଠୀ । ତେବେ ଚଳିତଥର ଭଦ୍ରକ ଲୋକସଭା ପାଇଁ ବିଜେଡି ତାଙ୍କୁ…

ବଦ୍ରିଙ୍କ ଚ୍ୟାଲେଞ୍ଜ, ଗ୍ରହଣ କଲେ ନିରଞ୍ଜନ । କହିଲେ, ଦଳ ଚାହିଁଲେ ଘସିପୁରାରେ ବଦ୍ରିଙ୍କ ବିରୋଧରେ ଲଢ଼ିବି ନିର୍ବାଚନ…

କନକ ବ୍ୟୁରୋ: ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଘସିପୁରାରୁ ନିର୍ବାଚନ ଲଢ଼ିବା ନେଇ ବଦ୍ରି ଚ୍ୟାଲେଞ୍ଜ ଦେବାପରେ ନିରଞ୍ଜନ କହିଛନ୍ତି ଯେ, ଦଳ ଚାହିଁଲେ ଘସିପୁରାରୁ ମଧ୍ୟ ଲଢ଼ିବି । ଏପରିକି ବଦ୍ରିଙ୍କୁ କଡ଼ା ଜବାବ୍ ଦେଇ କହିଛନ୍ତି…

ଆସନ୍ତା ରବିବାର ଖୋଲାରହିବ ସରକାରୀ ବ୍ୟାଙ୍କ! ଜାଣନ୍ତୁ କେଉଁ କାମ କରିପାରିବେ ଗ୍ରାହକ

ରବିବାର ଖୋଲା ରହିବ ବ୍ୟାଙ୍କ । ଆସନ୍ତାକାଲି ଅଥାର୍ତ ମାର୍ଚ୍ଚ ୩୧ରେ ଦେଶର ସମସ୍ତ ସରକାରୀ ନେଣଦେଣ କରୁଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କ୍ ଶାଖା ଗୁଡିକ ଖୋଲା ରହିବ । ଏନେଇ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବରୁ ଏକ ନିର୍ଦ୍ଦେଶାନାମା ଜାରି କରିଥିଲା । ମାର୍ଚ୍ଚ ୩୧ରେ ଆର୍ଥିକ ବର୍ଷର ଶେଷ…

ପ୍ରୟାଗରାଜରୁ ନିର୍ବାଚନ ଲଢ଼ିବେ ଆମ ଆଦମୀ ପାର୍ଟିର ପ୍ରଥମ କିନ୍ନର ପ୍ରାର୍ଥୀ

ଆମ ଆଦମୀ ପାର୍ଟି (ଆପ୍)ର ସର୍ବପ୍ରଥମ କିନ୍ନର ପ୍ରାର୍ଥୀ ଭାବେ ଭବାନୀ ନାଥ ବାଲ୍ମିକୀ ଚଳିତ ୨୦୧୯ ନିର୍ବାଚନରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ‘କିନ୍ନର ଆଖଡ଼ା’ ମହାମଣ୍ଡେଳେଶ୍ୱରର ସଦସ୍ୟ ଭବାନୀ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା…

ଜମ୍ମୁ-କାଶ୍ମୀରରେ ସିଆରପିଏଫ୍ ଗାଡି ପାଖରେ ପୁଣି ଧମାକା ! ଜଳିଗଲା କାର୍ ,ଡ୍ରାଇଭର୍ ଫେରାର୍ ।

ଜମ୍ମୁ-କାଶ୍ମୀରର ନ୍ୟାସନାଲ୍ ହାଇୱେରେ ଶନିବାର ଏକ କାରରେ ଜୋରଦାର ଧମାକା ହେବାରୁ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ପୁଣିଥରେ ଡର ବସା ବାନ୍ଧିଛିି । କୁହାଯାଉଛି କି କାରରେ ସିଲିଣ୍ଡର ଫାଟି ବ୍ଲାଷ୍ଟ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣା ପରେ ଡ୍ରାଇଭର୍ ଫେରାର୍ ଅଛି ।…

ନାମାଙ୍କନ ଭରିଲେ ଅମିତ ଶାହା ! ଆଡଭାନୀଙ୍କ ଗଡରେ ଲଢେଇ ଆଗରୁ କଲେ ଶକ୍ତି ପ୍ରଦର୍ଶନ, ବିଶାଳ ରାଲିରେ ଗଲେ ୪ କିଲୋମିଟର…

କନକ ବ୍ୟୁରୋ : ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ୨୦୧୯ ନିର୍ବାଚନ ପାଇଁ ଗାନ୍ଧୀନଗର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଭରିଛନ୍ତି ବିଜେପି ଚାଣକ୍ୟ । ତେବେ ନାମାଙ୍କନ ପୂର୍ବରୁ ଶାହା ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଅହମ୍ମଦାବାଦରେ ଜନସଭାକୁ ସମ୍ବୋଧିତ…