Daily Archives

March 28, 2019

ଭାରତର ପ୍ରତିକ୍ରିୟାରେ ଥରହର ହେଲା ପାକିସ୍ତାନ ! ପାକ୍ ରେ ବନ୍ଦ ହେଲା ୪ ଆତଙ୍କବାଦୀ କ୍ୟାମ୍ପ ।

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତ ସମ୍ବନ୍ଧ ଚାଲିଛି । ଭାରତ ଲଗାତାର ପାକ୍ କୁ ମୁହଁଭଙ୍ଗା ଜବାବ୍ ଦେଉଛି । ଏହା ଉପରେ ସେଠାରେ ଥିବା ଆତଙ୍କବାଦୀ ସଂଗଠନ ଉପରେ ଏହାର ଭୟାବହ ପ୍ରଭାବ ପଡୁଛି । ପାକ୍ ଅଧିକୃତ କାଶ୍ମୀରରେ ଥିବା ୪ ଆତଙ୍କବାଦୀ…

ରୋଚକ ସ୍ଥିତିରେ ଭୁବନେଶ୍ୱର ଲୋକସଭା ଆସନ ! ପ୍ରଶାସିକା ବନାମ ପ୍ରଶାସକ, ବାମ ଦୁର୍ଗକୁ ଜୀବନ୍ୟାସ ଦେବେ କି ଜନାର୍ଦ୍ଦନ…

କନକ ବ୍ୟୁରୋ : ଭୁବନେଶ୍ୱର ଲୋକସଭା ଆସନ ପାଇଁ ଲଢ଼େଇର ଚିତ୍ର ସ୍ପଷ୍ଟ ହୋଇଯାଇଛି । ଜଣେ ପ୍ରଶାସିକାଙ୍କୁ ଟକ୍କର ଦେବେ ଆଉ ଜଣେ ପ୍ରଶାସକ । ଦୁଇ ଅଫିସରଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀକୁ ବେଶ୍ ଚର୍ଚ୍ଚାକୁ ନେଇ ଆସିଛି । ଆଉ ଉଭୟଙ୍କୁ କଡ଼ା ଟକ୍କର…

ଗେରୁଆ ଶିବିରରେ ଅଭିନେତ୍ରୀ ! ପଦ୍ମ ଧରିଲେ ବିଦୁସ୍ମିତା

କନକ ବ୍ୟୁରୋ : ରାଜନୀତିରେ ଅଭିନେତ୍ରୀ । ଓଡିଶା ରାଜନୀତିରେ ଧିରେ ଧିରେ ସିନେମା ଅଭିନେତା ଓ ଅଭିନେତ୍ରୀଙ୍କ ଚାହିଦା ବଢୁଛି । ହାତଗଣତି କିଛି ନେତାଙ୍କୁ ଛାଡି ଦେଲେ ଗାଁ ଗହଳିରେ ଏବେ ଖଦି ପିନ୍ଧା କି ଧୋତି ପିନ୍ଧା ନେତାଙ୍କ ଚାହିଦା ନାହିଁ । ଧିରେ ଧିରେ ଚଳଚ୍ଚିତ୍ର ଅଭିନେତାମାନେ…

ଖୁବଶୀଘ୍ର ଆପଣଙ୍କ ମାସିକ ଖର୍ଚ୍ଚକୁ ବଢାଇପାରେ କ୍ଷୀର ! ଏତେ ଟଙ୍କା ବଢିପାରେ ଦାମ୍ ।

ଖୁବଶୀଘ୍ର ଆପଣଙ୍କ ମାସିକ ଖର୍ଚ୍ଚକୁ ବଢାଇପାରେ ଏହି ପ୍ରଡକ୍ଟ । କ୍ରାଏସିଲର ଏକ ରିପୋର୍ଟ ମୁତାବକ,ସ୍କିମ୍ଡ ଦୁଗ୍ଧ ଉତ୍ପାଦନ କମିବା ଏବଂ ଏହାର ଚାହିଦା ବଢିବା କାରଣରୁ କ୍ଷୀରର ଦାମ୍ ମଧ୍ୟ ବଢିପାରେ । ତିନି ମାସ ମଧ୍ୟରେ ଏହା ବଢିବା ନେଇ କଳନା କରାଯାଉଛି । କ୍ଷୀରର ଦାମ୍ ବଢିବା ଫଳରେ ଅନ୍ୟ…

କଳାହାଣ୍ଡିର କୋଟିପତି ନେତା ! ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସମ୍ପତି ପରିମାଣ ଦୁଇ କୋଟିରୁ ଅଧିକ, ଭକ୍ତ ଦାସଙ୍କ ସମ୍ପତି…

କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ତଥା ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ ବିଜେଡିରେ ସାଂସଦ ପ୍ରାର୍ଥୀ ଭାବେ ଚଳିତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ପୁଷ୍ପେନ୍ଦ୍ରଙ୍କ ଆୟ ୮ଲକ୍ଷ ୫୫ହଜାର ୬୪ଟଙ୍କା ଥିବାବେଳେ ତାଙ୍କ ପତ୍ନୀ ପଦ୍ମା ସିଂହଦେଓଙ୍କ ବାର୍ଷିକ ଆୟ ରହିଛି ୪ଲକ୍ଷ ୫୩ହଜାର…

ଆଜି କଂଗ୍ରେସରେ ଯୋଗ ଦେବେ ବିଜେପିର ‘ଶତ୍ରୁ’ : ପାଟନା ସାହିବରୁ ଲଢ଼ି ପାରନ୍ତି ନିର୍ବାଚନ

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା ଆଜି ବିଧିବଦ୍ଧଭାବେ କଂଗ୍ରେସରେ ଯୋଗ ଦେଉଥିବାର ସୂଚନା ମିଳିଛି। ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେବେ । ଏଠାରେ ସୂଚନାଯୋଗ୍ୟ, ଯେ ଭାଜପା ଟିକେଟ ନଦେବା ପରେ…