Daily Archives

January 24, 2019

ହାର୍ଦ୍ଦିକ ପାଣ୍ଡ୍ୟା ବିବାଦ ଉପରେ ପ୍ରଥମ ଥର ମୁହଁ ଖୋଲିଲେ କରଣ, ନିଜକୁ କଲେ ଦାୟୀ

କିଛି ଦିନ ତଳେ କରଣ ଜୋହରଙ୍କ ଚାଟ୍ ସୋ’ ‘କଫି ଉଇଥ୍ କରଣର ସିଜିନ୍-୬’ରେ ପହଞ୍ଚିଥିଲେ ଭାରତୀୟ କ୍ରିକେଟର ହାର୍ଦ୍ଦିକ୍ ପାଣ୍ଡ୍ୟା ଏବଂ କେ.ଏଲ୍ ରାହୁଲ । ଏହି ସମୟରେ ଦୁହିଁଙ୍କୁ କରଣଙ୍କ କଡ଼ା ପ୍ରଶ୍ନର ଜବାବ ଦେବାକୁ ପଡ଼ିଥିଲା । କରଣଙ୍କ ଏକ ପ୍ରଶ୍ନରେ ହାର୍ଦ୍ଦିକ ମହିଳାଙ୍କୁ ନେଇ ବୟାନ…

ବନ୍ଧା ହେଲେ ୪ ନକଲି ନକ୍ସଲ । ମାଓବାଦୀ ନାଁରେ କରୁଥିଲେ ଚାନ୍ଦା ଆଦାୟ

କନକ ବ୍ୟୁରୋ: ବନ୍ଧା ହେଲେ ୪ ନକଲି ନକ୍ସଲ । ମାଓବାଦୀ ପରିଚୟ ଦେଇ ବିଭିନ୍ନ ସମୟରେ ବଡ ବଡ ବ୍ୟବସାୟୀଙ୍କ ଠାରୁ ଚାନ୍ଦା ଆଦାୟ କରୁଥିବା ମାମଲାରେ ରାୟଗଡା ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଉଛନ୍ତି, ବଳରାମ ନାୟକ, ଭପ୍ତ ନାୟକ, ରମେଶ ନାୟର ଓ ବେଳକଦାସ ନାୟକ । ଏମାନେ…

ଆଦିମ ବଣ୍ଡା ଜନଜାତିଙ୍କୁ ମିଳୁନି ଆମ୍ବୁଲେନ୍ସ ସେବା । ପୁଣି ଭାରରେ ବୁହା ହେଲେ ବଣ୍ଡା ଯୁବତୀ

କନକ ବ୍ୟୁରୋ: ପୁଣି ଭାରରେ ବୁହା ହେଲେ ବଣ୍ଡା ଯୁବତୀ । ଆଦିମ ବଣ୍ଡା ଜନଜାତିଙ୍କୁ ମିଳୁନି ଆମ୍ବୁଲେନ୍ସ ସେବା । ବଣ୍ଡା ଘାଟିରେ ପହଁଚି ପାରୁନି ୧୦୨ ଓ ୧୦୮ ଆମ୍ବୁଲାନ୍ସ । ତେଣୁ ଭାରରେ ବୁହା ହୋଇ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହୋଉଛନ୍ତି ବଣ୍ଡା ଜନଜାତିର ଲୋକେ । ଗତକାଲି ମୁଦୁଲିପଡା…

ପ୍ରାଇମେରୀ ସ୍କୁଲରେ ବ୍ୟାନ ହେଲା PUBG ଗେମ୍ ! ଜାଣନ୍ତୁ ବ୍ୟାନ ପଛର କାରଣ

ଗୁଜରାଟ ସରକାର ପିଲାଙ୍କ ପାଠପଢ଼ାର ଚିନ୍ତା କରି PUBG (ପ୍ଲେୟର ଅନନୋନ୍ସ ବେଟଲଗ୍ରାଉଣ୍ଡସ୍) ଗେମକୁ ପ୍ରାଇମେରୀ ସ୍କୁଲରେ ବ୍ୟାନ କରିଦେଇଛନ୍ତି । ରାଜ୍ୟ ପ୍ରାଇମେରୀ ଶିକ୍ଷା ବିଭାଗ ଏକ ସର୍କୁଲାର ଜାରି କରିଛନ୍ତି । ଯେଉଁଥିରେ ଏଜୁକେଶନ ଅଫିସର୍ସଙ୍କୁ ଏହି ଗେମକୁ ବ୍ୟାନ କରିବା ପାଇଁ ସମସ୍ତ…

ଟ୍ରେନ ଭିତରେ ଅଙ୍ଗନବାଡି କେନ୍ଦ୍ର । ପାଠପଢା ପ୍ରତି କୁନି କୁନି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ନବରଙ୍ଗପୁର ଜିଲ୍ଲା…

କନକ ବ୍ୟୁରୋ: ଏବେ ବି ରାଜ୍ୟର ଅନେକ ଜିଲ୍ଲାକୁ ରେଳ ସଂଯୋଗ କରାଯାଇ ପାରିନାହିଁ । ଏହି ଜିଲ୍ଲା ଗୁଡିକ ଭିତରେ ରହିଛି ନବରଙ୍ଗପୁର ଜିଲ୍ଲା । ଜିଲ୍ଲାକୁ ଟ୍ରେନ୍ ଆସିନି ସତ, ହେଲେ ଟ୍ରେନ ବଗି ଆକୃତିର ଅଙ୍ଗନୱାଡି ଲୋକଙ୍କ ମନ ଜିଣୁଛି । କୁନି କୁନି ପିଲାଙ୍କୁ ଅଙ୍ଗନବାଡି ଆଡକୁ ଟାଣୁଛି ।…

ଯାଜପୁରରୁ ଧରାହେଲେ ୩ ଆନ୍ତଃରାଜ୍ୟ ଏଟିଏମ ଲୁଟେରା । ପାଖରେ ଛିଡାହୋଇ କୌଶଳକ୍ରମେ କାର୍ଡ ବଦଳାଇ କରୁଥିଲେ ଲୁଟ୍

କନକ ବ୍ୟୁରୋ: ୩ଜଣ ଆନ୍ତରାଜ୍ୟ ଏଟିଏମ ଲୁଟେରାଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ସେମାନଙ୍କ ନିକଟରୁ ଏଟିଏମ କାର୍ଡ, ଗୋଟିଏ ବାଇକ, ଗୋଟିଏ କାର ଏବଂ ନଗଦ ୧୫ହଜାର ଟଙ୍କା ଜବତ ହୋଇଛି । ଏହି ଦୁବୁର୍ତ୍ତ ମାନେ ଗତ କିଛି ମାସ ଧରି ଯାଜପୁର ଜିଲ୍ଲାର ବିଭିନ୍ନ ଏଟିଏମରୁ ପ୍ରାୟ ୧ କୋଟିରୁ ଅଧିକ…