Daily Archives

January 24, 2019

ବଲାଙ୍ଗୀରର ରାଜେନ୍ଦ୍ର କଲେଜ ହେବ ବିଶ୍ୱବିଦ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

କନକ ବ୍ୟୁରୋ: ବଲାଙ୍ଗୀର ଯୁବ ସମାଶେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ।ବଲାଙ୍ଗୀର ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଉପସ୍ଥିତଥିବା ଯୁବବର୍ଗଙ୍କୁ ତକ୍ରାଳୀନ ବଲାଙ୍ଗୀର ରାଜା ରାଜେନ୍ଦ୍ର ପ୍ରସାଦଙ୍କ…

ବାଲି ମାଫିଆଙ୍କ କବଜାରେ ମହାନଦୀ ପଠା । ବେଆଇନ୍ ଭାବେ ବାଲି ଉଠାଇ ହେଉଛନ୍ତି ମାଲାମାଲ୍

କନକ ବ୍ୟୁରୋ: ମହାନଦୀ ପଠା ପାଲଟିଛି ବାଲି ମାଫିଆଙ୍କ ଚରାଭୁଇଁ । ବେଆଇନ୍ ଭାବେ ଟ୍ରାକ୍ଟର, ହାଇୱା ଭଳି ବଡବଡ ଗାଡି ଲଗେଇ ପଡୋଶୀ ଜିଲ୍ଲାକୁ ହେଉଛି ବାଲି ଚୋରା ଚାଲାଣ । ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ସରକାରଙ୍କ କୋଟିକୋଟି ଟଙ୍କାର ରାଜସ୍ୱ ହାନୀ ହେଉଥିବା ବେଳେ ବାଲି…

ସାବାଡ ହେବ ଚୀନ୍! ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆଜି ତୃତୀୟ ନୌସେନା ବେସ୍ ଖୋଲିବ ଭାରତ

ହିନ୍ଦ ମହାସାଗରରେ ଲଗାତାର ଚୀନର ଦବାଦବା ବଢୁଥିବା ବେଳେ ଏହାର ଜବାବ ଦେବାକୁ ଏବେ ଅଣ୍ଟା ଭିଡିଛି ଭାରତ । ଏହିକ୍ରମରେ ଆଣ୍ଡାମାନ-ନିକୋବର ଦ୍ୱୀପରେ ଭାରତ ନିଜର ତୃତୀୟ ନୌସେନା ବେସ୍ ଖୋଲିବାକୁ ଯାଉଛି । ଏହାର ନାଁ ଆଇଏନଏସ କୋହାସା ରଖାଯାଇଛି । ଏଠାରେ ଭାରତ ନାଁ କେବଳ ଯୁଦ୍ଧପୋତ ନିୟୋଜିତ…

ରାହୁଲ ଗାନ୍ଧୀଙ୍କ ବିରୋଧରେ ଅମେଠିରେ କୃଷକଙ୍କ ପ୍ରଦର୍ଶନ : “ଇଟାଲି ଫେରିଯାଅ”ର ନାରା ଲଗାଇଲେ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ତାଙ୍କ ସଂସଦୀୟ କ୍ଷେତ୍ର ଅମେଠିରେ କୃଷକ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ଚାଷୀମାନେ ରାହୁଲ ଗାନ୍ଧୀଙ୍କୁ ଇଟାଲି ଫେରି ଯାଅ ର ନାରା ଲଗାଇଥିଲେ । ପୁରା ମାମଲା ଅମେଠି ଜିଲ୍ଲାର ଗୌରୀଗଞ୍ଜ ଅଂଚଳର । ପ୍ରଦର୍ଶନ କରୁଥିବା ଚାଷୀଙ୍କ ଦାବି ଏହା…

ଇଭିଏମ ହ୍ୟାକିଙ୍ଗ୍ ବିବାଦ ନେଇ ମୁହଁ ଖୋଲିଲେ ମୁଖ୍ୟ ନିର୍ବାଚନ କମିଶନ । କହିଲେ, ଇଭିଏମ ଫୁଟବଲ୍ ନୁହେଁ ଯେ ଏହାକୁ…

କନକ ବ୍ୟୁରୋ: ଇଭିଏମ୍ ହ୍ୟାକିଙ୍ଗ ବିବାଦ ନେଇ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରା । ଅରୋରାଙ୍କ କହିବା ମୁତାବକ ଆମେ ପୁର୍ନବାର ବାଲାଟ୍ ପେପର ଜମାନାକୁ ଫେରିବୁ ନାହିଁ ବରଂ ଇଭିଏମରେ ହିଁ ଆଗାମୀ ନିର୍ବାଚନ ହେବ। ଗତ ୨୨ ତାରିଖରେ ଆମେରିକୀୟ ସାଇବର୍ ଏକ୍ସପର୍ଟ ଇଭିଏମ୍…

ସରକାରଙ୍କ ନୂଆ ଯୋଜନା: ଏଣିକି ଚାକିରି ଛାଡିବା ପରେ କର୍ମଚାରୀଙ୍କୁ ମିଳିବ ଦୁଇଗୁଣା ପେନସନ

ଖୁବ୍ ଶୀଘ୍ର ହିଁ କେନ୍ଦ୍ର ସରକାର ଅବସର ପରେ ଲୋକଙ୍କୁ ଆର୍ଥିକ ରୂପରେ ସୁଦୃଢ ରଖିବା ପାଇଁ ଅଟଳ ପେନସନ ଯୋଜନା ତଥା ଏପିୱାଇ ଅନୁସାରେ ମାସିକ ପେନସନକୁ ଦୁଇ ଗୁଣା କରିପାରନ୍ତି । ଅର୍ଥ ସଚିବ ରାଜୀବ କୁମାରଙ୍କ ସୂଚନା ମୁତାବକ, ସରକାର ବର୍ତ୍ତମାନ ମିଳୁଥିବା ପେନସନ ରାଶିକୁ ବୃଦ୍ଧି କରି ୫…