Daily Archives

January 16, 2019

ଡ୍ରଗ୍ସଠାରୁ ମଧ୍ୟ ଅଧିକ କ୍ଷତିକାରକ ସ୍ମାର୍ଟଫୋନ୍ ! ମାତ୍ର ଏକ ଘଂଟା ଅଲଗା ରହିଲେ ଦୂର ହେବ ବିଷାଦ

ସ୍ମାର୍ଟଫୋନ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଦିନର ୨୪ ଘଣ୍ଟା ମଧ୍ୟରୁ ପ୍ରାୟ ୧୭/୧୮ ଘଣ୍ଟା ସ୍ମାର୍ଟଫୋନ କିମ୍ବା ମୋବାଇଲ ଫୋନ ଆମ ପାଖେପାଖେ ଅର୍ଥାତ୍ ଆମ ହାତରେ, ପକେଟରେ ବା ତକିଆ ପାଖରେ ରହୁଛି । ପ୍ରତିଦିନ ଅଧିକ ସମୟ ଧରି ସ୍ମାର୍ଟଫୋନ୍ ବ୍ୟବହାର କଲେ କ’ଣ କ’ଣ ଅସୁବିଧା…

ହିରୋସୀମା ପରମାଣୁ ବମ ଠାରୁ ୮୦ ହଜାର ଗୁଣ ଅଧିକ କ୍ଷୟକ୍ଷତି କରିପାରେ କ୍ଷୁଦ୍ରଗ୍ରହ ବେନୁ । ଆକାଶପଥରେ ନଷ୍ଟ କରିବାକୁ…

ପୃଥିବୀ ଆଡକୁ ଧୀର ଗତିରେ ଆସୁଥିବା କ୍ଷୁଦ୍ରଗ୍ରହ ‘ବେନୁ’ର ପରିକ୍ରମା କରୁଥିବା ନାସାର ସ୍ପେଶକ୍ରାଫ୍ଟ OSIRSrex ଏହି ସପ୍ତାହରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଫଟୋ ପଠାଇଛି । ଯେଉଁଥିରେ ଏହି କ୍ଷୁଦ୍ରଗ୍ରହ ଠାରୁ ପୃଥିବୀ ଓ ଚନ୍ଦ୍ର ଗୋଟିଏ ସମାନ୍ତରଳରେ ଥିବା ଭଳି ଦେଖାଯାଉଛି । ଯାହାକୁ ନେଇ…

ରାଜନୀତି ବିଛଣାରେ କଡ଼ ଲେଉଟାଇଲେ ନବ ଦାସ । ଦମରେ କହୁଥିିଲେ ଛାଡ଼ିବିନି କଂଗ୍ରେସ, ଆଜି ତୁଟାଇଦେଲେ ସବୁ ସମ୍ପର୍କ ।

କନକ ବ୍ୟୁରୋ: ରାଜନୀତିରେ କ’ଣ ସବୁ ଦେଖିବାକୁ ନମିଳେ । କାଲିର ହଁ ଆଜିର ନା, କାଲିର ନାଁ ଆଜିର ହଁ । କେତେବେଳେ ବିରୋଧୀ ଦଳ ସରକାରୀ ଦଳ ଶିବିରରେ ତ ଆଉ କେବେ ସରକାରୀ ଦଳ ବିରୋଧୀ ଦଳ ଶିବିରରେ । ସେଥି ପାଇଁ କୁହଯାଏ-ରାଜନୀତୀରେ ଗୋଟିଏ ବିଛଣାରେ ଅନେକ ଅପରିଚିତ ବ୍ୟକ୍ତିଙ୍କୁ ଦେଖିବାକୁ…

ଆଦିବାସୀ ଅଂଚଳରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ପ୍ରୟାସ ! ‘ସ୍କୁଲ ସେ ଦୋସ୍ତି’ର ନାରା ଦେଲେ ଆଦିବାସୀ ଜନ…

କନକ ବ୍ୟୁରୋ : ସରକାରଙ୍କ ବହୁ ଉଦ୍ୟମ ସତ୍ୱେ ଆଦିବାସୀ ଅଂଚଳରେ ଶିକ୍ଷାର ବିକାଶ ହୋଇପାରୁନାହିଁ । ଶିକ୍ଷା ଅଧିକାର ଆଇନ ପ୍ରଣୟନ ହୋଇ ୧୦ ବର୍ଷ ବିତିବାକୁ ବସିଥିଲେ ହେଁ ଏଯାଏଁ ଶିକ୍ଷାର ଗୁଣାତ୍ମକ ବିକାଶ ହୋଇ ନାହିଁ । ତେଣୁ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଓ ସଂଶୋଧନ ଆଣିବା ଲାଗି ଗାଁ…

କାଳିଆକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ! ଯୋଜନାର ଲାଭ ବଖାଣିଲେ କଳାକାର

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପିଠା କାର୍ଯ୍ୟକ୍ରମ ଚାଲିଥିବା ବେଳେ ପିଠା କାର୍ଯ୍ୟକ୍ରମରେ ଚାଲଛି କାଳିଆ ଯୋଜନାକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ।  ପାଲା ମାଧ୍ୟମରେ ସରକାରଙ୍କ କାଳିଆ ଯୋଜନା ବାବଦରେ ଲୋକଙ୍କୁ ବୁଝାଉଛନ୍ତି ପାଲା ଗାୟକ । ଚାଷୀଙ୍କ ଉନ୍ନତି…

କର୍ଣ୍ଣାଟକରେ ସଂକଟ! କିଏ ସାଥୀ, କିଏ ବାଗୀ । କଂଗ୍ରେସ କଷୁଛି ଅଙ୍କ, ବିଜେପିର ‘ଅପରେସନ ଲୋଟସ’ ?

କର୍ଣ୍ଣାଟକରେ କୁମାରସ୍ୱାମୀଙ୍କ ସରକାର ଭାଙ୍ଗିବାକୁ ଆରମ୍ଭ ହୋଇଛି ଅପରେସନ ଲୋଟସ । ବିଜେପି ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ଉଭୟ କଂଗ୍ରେସ ଓ ଜେଡିଏସ । ମଙ୍ଗଳବାର ଦୁଇ ସ୍ୱାଧୀନ ବିଧାୟକ କୁମାରସ୍ୱାମୀଙ୍କ ସରକାରରୁ ସମର୍ଥନ ଫେରାଇ ନେବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏଭଳି ସମୟରେ…