Daily Archives

January 14, 2019

ମାଛ ବିକ୍ରି କଲେ ୭ ବର୍ଷ ଜେଲଦଣ୍ଡ, ୧୦ ଲକ୍ଷ ଜରିମାନା ! ଜାଣନ୍ତୁ କେଉଁ ସହରରେ ଓ କାହିଁକି ହୋଇଛି ଏପରି ନିୟମ ?

ମାଛ ବ୍ରିକି କଲେ ହେବ ଜେଲଦଣ୍ଡ ଏବଂ ମାଛ ୧୦ ଲକ୍ଷ ଜୋରିମାନା ମଧ୍ୟ ଦେବାକୁ ପଡ଼ିବ । ତେବେ ଦେଶର ସବୁ ସ୍ଥାନରେ ନୁହେଁ ବିହାରର ପାଟଣା ସହରରେ ଏପରି ନିୟମ କରାଯାଇଛି । ବିହାରରେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆସୁଥିବା ମାଛ ବିକ୍ରି ଉପରେ ୧୫ ଦିନ ପର୍ଯ୍ୟନ୍ତ ରୋକ ଲଗାଇ ଦିଆଯାଇଛି । ତେବେ…

ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଦୁର୍ବଳ ହେଉଛି ଲାଲ ସଂଗଠନ ! ଲାଲବାହିନୀ ହାତ ଛାଡି ଆତ୍ମ ସମର୍ପଣ କଲେ ମାଓ ନେତ୍ରୀ

କନକ ବ୍ୟୁରୋ : ଲାଲ ସଂଗଠନ ପାଇଁ କାଳ ହେଲା ଗୁରୁପ୍ରିୟା ସେତୁ । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଧୀରେ ଧୀରେ ଦୁର୍ବଳ ହେଉଛି ମାଓ ସଙ୍ଗଠନ । ସ୍ୱଭିମାନ ଅଂଚଳରେ ସକ୍ରୀୟ ଥିବା ମାଓବାଦୀ ମାନେ ଏବେ ବ୍ୟାକଫୁଟରେ ଥିବା ସ୍ପଷ୍ଟ ହୋଇଛି । ମାଓ ନେତ୍ରୀ ଶାନ୍ତୀ ଓରଫ ଦେବେ ମାଢି ଆଜି…

୩ ବର୍ଷ ପରେ କହ୍ନେୟାଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ପୋଲିସ ! ୧୨୦୦ ପୃଷ୍ଠାର ଚାର୍ଜସିଟ ଉପରେ ଆସନ୍ତାକାଲି ଶୁଣାଣି…

ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଦେଶବିରୋଧୀ ନାରା ଘଟଣାରେ ଆଜି ଦିଲ୍ଲୀ ପୋଲିସ ଜେଏନୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର, ଉମର ଖାଲିଦ, ଅର୍ନିବାଣ ଭଟ୍ଟାଚାର୍ଯ୍ୟଙ୍କ ସମେତ ୧୦ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି । ପଟିଆଲା କୋର୍ଟରେ ୧୨୦୦ ପୃଷ୍ଠା ବିଶିଷ୍ଟ ଏହି…

ଜମି ନେଲେ ହେଲେ ବିସ୍ଥାପନ ସୁବିଧା ଯୋଗାଉ ନାହିଁ କମ୍ପାନୀ ! ଏନଟିପିସି ଏବଂ ଓପିଟିସିଏଲର ରେଳ ଲାଇନ ପାଇଁ ଜମି…

କନକ ବ୍ୟୁରୋ : ଏନଟିପିସି ଏବଂ ଓପିଟିସିଏଲର ରେଳ ଲାଇନ୍ ସାଙ୍ଗକୁ ଏନଟିପିସିର ପୁନର୍ବାସ କଲୋନୀ ଏବଂ ଓଭର ବର୍ଡନ ଡମ୍ଫିୟାର୍ଡ ପାଇଁ ଜମି ହରାଇଥିବା ଲୋକେ ଆଜି ରାସ୍ତାରେ । କମ୍ପାନୀ ପାଇଁ ଜମି ହରାଇବା ପରେ ବି ଏମାନେ ବିସ୍ଥାପିତ ହୋଇନାହାନ୍ତି କି ବିସ୍ଥାପନର କୌଣସି ସୁବିଧା ସୁଯୋଗା…

ଶିଳ୍ପା କଲେ ସାହାଯ୍ୟ ! ଲାଇଭ୍ ଶୋ’ରେ ଅଭିନେତ୍ରୀ ନେଲେ କିଛି ଏଭଳି ନିଷ୍ପତ୍ତି ଦର୍ଶକ ଶୁଣି ବଜାଇଲେ ତାଳି । 

ରିୟାଲିଟି ସୋ’ ‘ସୁପର ଡ୍ୟାନସର’ର ସିଜିନ ୩ ଆରମ୍ଭ ହୋଇ ସାରିଥିବା ବେଳେ ସୋ’ର ଜଣେ ପ୍ରତିଯୋଗୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରତିଯୋଗୀ ତେଜସ ବର୍ମାଙ୍କ ଆର୍ଥିକ ସ୍ଥିତି ଭଲ ନଥିବା ଜାଣି ସୋ’ର ଜଜ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତେଜସଙ୍କ ପଢ଼ା ଖର୍ଚ୍ଚ ଉଠାଇବେ ବୋଲି କହିବା ପରେ ଏବେ…

ସ୍ମାର୍ଟ ହେବ ସରକାରୀ ବିଦ୍ୟାଳୟ କ୍ଲାସ୍ରୁମ ! ତିଆରି ହେବ ଉନ୍ନତମାନର କ ମ୍ୟୁଜିକ୍ ହଲ ଓ ଖେଳ ପଡିଆ

କନକ ବ୍ୟୁରୋ : ସରକାରୀ ବିଦ୍ୟାଳୟ କ୍ଲାସ୍ରୁମର ରୂପରେଖ ବଦଳିବ । ସ୍ମାର୍ଟ ହେବ ସ୍କୁଲର କ୍ଲାସ୍ ରୁମ୍ । ମ୍ୟୁଜିକ୍ ହଲ ଓ ଖେଳ ପଡିଆକୁ ମଧ୍ୟ ଉନ୍ନତମାନର କରାଯିବ । ସମ୍ବଲପୁର ଜିଲ୍ଲାରେ ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ମାର୍ଟ କ୍ଲାସ୍ରୁମ୍ । ସରାକରୀ ସ୍କୁଲ…