Daily Archives

January 14, 2019

ମୋଦିଙ୍କୁ ଭରସା ନମୋ ଆପ୍ ! ମହାମେଣ୍ଟକୁ ନେଇ କ’ଣ ଭାବୁଛନ୍ତି ଦେଶବାସୀ, ମତାମତ ରଖିବାକୁ ଅନୁରୋଧ ।

କନକ ବ୍ୟୁରୋ: ୨୦୧୯ ନିର୍ବାଚନୀ ବୈତରଣୀ ପାର୍ ହେବାପାଇଁ ମୋଦିଙ୍କୁ ଭରସା ଏବେ ନମୋ ଆପ୍ । ଯେଉଁଥିରେ ଦେଶବାସୀଙ୍କ ମୁଡ଼୍ ବର୍ତ୍ତମାନ ସମୟରେ କ’ଣ ରହିଛି ତାକୁ ନେଇ ନମୋ ଆପ୍ ରେ ମତାମତ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଗତ ସାଢ଼େ ୪ ବର୍ଷରେ ମୋଦି ସରକାରଙ୍କ ବିଭିନ୍ନ ଯୋଜନା…

ବଲାଙ୍ଗୀରରେ କ’ଣ କହିବେ ମୋଦି? କାଲି ଟାର୍ଗେଟରେ ରହିବ କିଏ, ନବୀନ ନା କଂଗ୍ରେସ?

କନକ ବ୍ୟୁରୋ : ୨୦ ଦିନ ମଧ୍ୟରେ ଆସନ୍ତାକାଲି ତୃତୀୟ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଲାଙ୍ଗୀରରେ ଏକ ବିଶାଳ ଜନସଭାରେ ଯୋଗ ଦେବାକୁ ଓଡିଶା ଆସୁଛନ୍ତି ମୋଦି । ଯାହା ରାଜ୍ୟ ରାଜନୀତିର ପାରାକୁ ବଢାଇ ଦେଇଛି । ହିନ୍ଦୀଭାଷୀ ଅଞ୍ଚଳରେ ବିଜେପି ଚିତ୍…

ମଣ୍ଡିରେ ଚାଲୁଛି ମିଲରଙ୍କ ଦାଦାଗିରି ! ଧାନ ବିକ୍ରି ପାଇଁ ହିନସ୍ତା ହେଉଛନ୍ତି ଅନ୍ନଦାତା

କନକ ବ୍ୟୁରୋ : ଧାନ ମଣ୍ଡିରେ ଚାଲୁଛି ମିଲରଙ୍କ ଦାଦାଗିରି । ଇଚ୍ଛା ଅନୁସାରେ ଖୋଲୁଛି ମଣ୍ଡି ଓ କରୁଛନ୍ତି କଟଣି ଛଟଣି । ଖୋଲା ଆକାଶ ତଳେ ଧାନ ବସ୍ତାକୁ ଲାଟ ମାରି ଘଂଟା ଘଂଟା ଧରି ଜଗି ବସିଛି ଚାଷୀ । ସରକାରୀ ମଣ୍ଡିରେ ଧାନ ବିକ୍ରି କରି ଦୁଇ ପଇସା ପାଇବା ଆଶାରେ ମଣ୍ଡିକୁ ଧାଇଁ ଆସିଛନ୍ତି…

କାଲି ଦ୍ୱିତୀୟ ଦିନିକିଆ ! ଭାରତ ପାଇଁ ‘କର ବା ମର’ ସ୍ଥିତି, ଜାଣନ୍ତୁ ଆଡିଲେଡରେ କେମିତି ରହିଛି ଟିମ୍ ଇଣ୍ଡିଆର…

ଭାରତ ପାଇଁ କର ବା ମର ସ୍ଥିତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ କଙ୍ଗାରୁ ଦଳ ଠାରୁ ପରାସ୍ତ ହେବା ପରେ ଦ୍ୱିତୀୟ ଦିନିକିଆ ଭାରତ ପାଇଁ ନିର୍ଣ୍ଣାୟକ ହୋଇପଡିଛି । ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆ ବିପକ୍ଷରେ କାଲି ଅର୍ଥାତ ଜାନୁଆରୀ ୧୫ ତାରିଖରେ ଆଡିଲେଡ୍ ଠାରେ ଦ୍ୱିତୀୟ…

ନାବାଳକ ଛାତିରୁ ବାହାରିଲା ଲୁହାରଡ୍ ! ସର୍ଜରୀ ୱାର୍ଡରେ ଦୀର୍ଘ ସମୟର ଅପରେସନ ପରେ ମିଳିଲା ସଫଳତା

କନକ ବ୍ୟୁରୋ : ଶେଷର ନାବାଳକ ଛାତିରୁ ବାହାରିଲା ଲୁହାରଡ୍ । କଟକ ଏସସିବି ମେଡିକାଲରେ ସର୍ଜରୀ ୱାର୍ଡରେ ଦୀର୍ଘ ସମୟର ଅପରେସନ ପରେ ପିଲାଟି ଛାତିରୁ ରଡକୁ କଢ଼ାଯାଇଛି । ଅପରେସନ ସଫଳ ହେବା ସହ ପିଲାଟି ସୁସ୍ଥ ଥିବା ସୂଚନା ଦେଇଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ଖେଳିବା ବେଳେ କେନ୍ଦୁଝରର…

ଆସାମର ବିଜେପି ସରକାରଙ୍କ ଉପରେ ଗାୟକ ଖପ୍ପା ! ଗାୟିକିରୁ ମିଳିଥିବା ଭୋଟ୍ ଫେରାଇବାକୁ ଦାବି କଲେ ଜୁବିନ ବର୍ଗ

ଆସାମୀ ଗାୟକ ଜୁବିନ ବର୍ଗ ଭାତୀୟ ଜନତା ପାର୍ଟି ଠାରୁ ଭୋଟ୍ ଫେରାଇବାର ପାଇଁ ଦାବି କରିଛନ୍ତି । ନାଗରିକତା ବିଲ୍ ୨୦୧୬କୁ ବିରୋଧ କରି ଭୋଟ୍ ଫେରାଇବା ପାଇଁ ଦାବି କରିଛନ୍ତି ଜୁବିନ ବର୍ଗ । ସେ ଦାବି କରିଛନ୍ତି, ମୋ ଗୀତରେ ଆକୃଷ୍ଟ ହୋଇ ଯେଉଁମାନେ ବିଜେପିକୁ ଭୋଟ୍ ଦେଇଛନ୍ତି ସେସବୁ ଫେରାଅ ।…