Daily Archives

November 12, 2018

ଓଡ଼ିଶାରେ ଶିଳ୍ପପତିଙ୍କ ଚାଟାର୍ଡ଼ ପ୍ଲେନ୍ !

କନକ ବ୍ୟୁରୋ : ଆଜି ଆରମ୍ଭ ହୋଇଯାଇଛି ମେକ୍ ଇନ ଓଡିଶା କନକ୍ଲେଭର ଦିତୀୟ ସଂସ୍କରଣ । ଆଉ ଆଉ ଏହି କାର୍ଯ୍ୟକ୍ରମରେ ଦେଶର ବଡ ବଡ ଶିଳ୍ପପତି ଯୋଗଦେଇଛନ୍ତି । ଏଥିରେ ବକ୍ତା ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧକ୍ଷ ମୁକେଶ ଅମ୍ବାନୀ ଯୋଗଦେଇ ଉଦବୋଧନ ଦେଇଛନ୍ତି । ଏମାନଙ୍କ ବ୍ୟତୀତ ଏହି…

ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍ ମାମଲା : ଶୀଘ୍ର ଶୁଣାଣିକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ 

ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ଭୂମି ବିବାଦ ମାମଲାରେ ଶୀଘ୍ର ଶୁଣାଣିକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ । ସୋମବାର ଦିନ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଅଯୋଧ୍ୟା ମାମଲାରେ ଶୀଘ୍ର ଶୁଣାଣିର ଦାବି କରି ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ, ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।…

ଜୀବନ ନେଇଗଲା ଦାମୀ ରେଷ୍ଟୁରାଂଟର ଖାଇବା : ଦୁଇ ଭାଇ ମୃତ, ଡାକ୍ତରଖାନାରେ ମା’

ରବିବାର ଅପରାହ୍ଣରେ ପାକିସ୍ତାନର କରାଚି ଠାରେ ଥିବା ଏକ ଦାମୀ ରେଷ୍ଟୁରାଂଟରେ ଖାଇବା ପରେ ଦୁଇ ଜଣ ନାବାଳଙ୍କ ମୃତ୍ୟୁ ହେବାରୁ ପୁଲିସ ତାହାକୁ ସିଲ୍‌ କରିଛି । ପାକିସ୍ତାନ ଗଣମାଧ୍ୟମ କହିବା ଅନୁସାରେ, ଖାଦ୍ୟ ବିଷକ୍ରିୟା କାରଣରୁ ଦୁଇ ନାବାଳକଙ୍କର ମାଆଙ୍କୁ ଡାକ୍ତରଖାନାରେ ଚିକିତ୍ସା…

ଶିଳ୍ପପତିଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଶିଳ୍ପପତିଙ୍କ ସହ ନବୀନଙ୍କ…

କନକ ବ୍ୟୁରୋ: ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଶିଳ୍ପପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ପ୍ରତିଷ୍ଠିତ ବିଜନେସ୍ ଟାଇକୁନମାନେ ଓଡ଼ିଶାର ଅଗ୍ରଗତି , ଉନ୍ନତି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ନବୀନଙ୍କୁ ପ୍ରଶ୍ନ କରିଥିଲେ । ଏବଂ ଯାହାର ଗୋଟି…

ନବୀନ ଜିନ୍ଦଲ କହିଲେ, ରାଜ୍ୟରେ ୨୦୩୦ ସୁଦ୍ଧା ୧ଲକ୍ଷ କୋଟିର କରିବେ ପୁଂଜିନିବେଶ : ସୃଷ୍ଟି ହେବ ୧ଲକ୍ଷ ନିଯୁକ୍ତି…

କନକ ବ୍ୟୁରୋ : ମେକ୍ ଇନ ଓଡ଼ିଶା କନକ୍ଲେଭରେ ସାମିଲ ହୋଇଛନ୍ତି ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ । ଲିଡରସିପ ସମିଟରେ ଯୋଗ ଦେଇ ଶିଳ୍ପ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜିନ୍ଦଲ । ଏହାସହ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଆଗେଇ ଚାଲିଥିବା ବେଳେ ସେ ରାଜ୍ୟରେ ୧ଲକ୍ଷ…

ଏଟିଏମ୍ ଭଳି ରେଲୱେ ଷ୍ଟେସନରେ ଲାଗିବ ଏନି ଟାଇମ୍ ପିଜ୍ଜା ମେସିନ୍ : ଗ୍ରାହକଙ୍କ ସାମନାରେ ହେବ ପ୍ରସ୍ତୁତ, ୮ ମିନିଟରେ…

ଇନ୍ଦୋର ସହିତ ରତଲାମ ମଣ୍ଡଳର ସମସ୍ତ ଷ୍ଟେସନରେ ଅତି ଶୀଘ୍ର ଏନି ଟାଇମ୍ ପିଜ୍ଜା ମେସିନ୍ ସ୍ଥାପନ କରାଯିବ । ଏଥିରେ ଗ୍ରାହକଙ୍କୁ ୮ ମିନିଟରେ ପିଜ୍ଜା ମିଳିବ । ଏଥିରେ ଶୁଦ୍ଧତାର ମଧ୍ୟ ଗ୍ୟାରେଣ୍ଟି ରହିବ । ପେସେଂଜର ଫ୍ରେଣ୍ଡଲୀ ଷ୍ଟେସନ ନିର୍ମାଣ କରିବା ପାଇଁ ପଶ୍ଚିମ ରେଳବାଇ ଓ ଭାରତୀୟ…