ଖୁବଶୀଘ୍ର ଲଞ୍ଚ୍ ହେବାକୁ ଯାଉଛି ଦୁନିଆର ପ୍ରଥମ ୫ ଜି ଫୋନ୍ ! ଜାଣନ୍ତୁ କ’ଣ ରହିବ ଫିଚର୍ସ ।

68

ଏହା ସତ ଯେ ଦୁନିଆରେ ଏଭଳି ଅନେକ ସ୍ଥାନ ଅଛି ଯେଉଁଠାକୁ ଏ ପର୍ଯ୍ୟନ୍ତ ୪ ଜି ନେଟୱର୍କ ପହଞ୍ôଚପାରିନାହିଁ । କିନ୍ତୁ ଲୋକଙ୍କୁ ଆହୁରି ଆଡଭାନ୍ସ କରିବା ଉଦ୍ଦେଶ୍ୟରେ ଏବେ ୫ ଜି ନେଟୱର୍କକୁ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ଖବର ଅନୁସାର, ଖୁବଶୀଘ୍ର ଦୁନିଆରେ ୫ ଜି ନେଟୱର୍କର ଫୋନ୍ ଲଞ୍ଚ୍ ହେବାକୁ ଯାଉଛି । ଚୀନ୍ କମ୍ପାନୀ ସାଓମି ୨୫ ଅକ୍ଟୋବରରୁ ବିଜିଙ୍ଗ୍ ରେ ହେଉଥିବା ଏକ ଉତ୍ସବରେ ଗସ ଗସଙ୍ଘ ୩ ସ୍ମାର୍ଟଫୋନ୍ ଲଞ୍ଚ୍ କରିପାରେ । ଯଦି ଏହି ଫୋନ୍ ଲଞ୍ଚ୍ ହେଉଛି ତେବେ ଏହା ଦୁନିଆର ପ୍ରଥମ ୫ ଜି ସ୍ମାର୍ଟଫୋନ୍ ହେବ ।

ଲଞ୍ଚ୍ ପୂର୍ବରୁ କମ୍ପାନୀ କମ୍ପାନୀ ପ୍ରତିଦିନ ଏହାର କୌଣସି ନା କୌଣସି ବିବରଣୀ ଲିକ୍ କରିବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଯେଉଁ ସବୁ ଜିନିଷ ସାମ୍ନାକୁ ଆସିଛି ସେଥିରୁ ୧୦ ଜିବି ରାମ୍ ରୁ ନେଇ ୫ ଜି ସପୋର୍ଟ ପର୍ଯ୍ୟନ୍ତ ଗସ ଗସଙ୍ଘ ୩ ର କେତେକ ଆକର୍ଷଣୀୟ ଫିଚର୍ସ ସାମ୍ନାକୁ ଆସୁଛି । ଏହି ଫୋନକୁ ଙକ୍ଟ୍ରକ୍ଟ୍ରକ୍ଟ ୠସଦ୍ଭୟ ଢ ବେଜଲ୍ – ଲେସ୍ ଏବଂ ସ୍ଲାଇଡ୍ – ଆଉଟ୍ ମେକାନିଜମ୍ ସହ ସାମ୍ନାକୁ ଆଣିବାକୁ ଚେଷ୍ଟା କରାଯାଉଛି । ଭାରତରେ ଏହି ଫୋନର ଏଣ୍ଟ୍ରି କେବେ ହେବ ତାହା ଏ ପର୍ଯ୍ୟନ୍ତ କାହାରିକୁ ଜଣାନାହିଁ ।

• ସାଓମି ଗସ ଗସଙ୍ଘ ୩ ସମ୍ବନ୍ଧୀତ ଫିଚର୍ସ : ଏହି ଫୋନ୍ କ୍ୱାଲକାମ୍ ସ୍ନେପଡ୍ରେଗନ୍ ୮୪୫ ପ୍ରୋସେସର୍ ଏବଂ ୧୦ ଜିବି ଠାରୁ ଲେସ୍ ହୋଇପାରେ । ଏହି ଫୋନର ୬ ଜିବି କିମ୍ବା ୮ ଜିବି ରାମ୍ ଗ୍ୱାରେଣ୍ଟି କୁ କିଛି ବଜାରରେ ଉପଲବ୍ଧ କରାଯିବ । ଏହି ଫୋନ୍ ଦୁନିଆର ପ୍ରଥମ ୫ ଜି ସପୋର୍ଟ ସହ କମରସିଆଲ୍ ସ୍ମାର୍ଟଫୋନ୍ ହେବ । ଏହାସହ ଏଥିରେ ଆଡଭାନ୍ସ ୩ଡି ଫେସିଆଲ୍ ରେକୋଗ୍ନାଇଜେସନ୍ ସିଷ୍ଟମ ଦିଆଯିବାର ଉଦ୍ଦେଶ୍ୟ ରହିଛି । ଏଥିରେ ଫିଙ୍ଗର ପ୍ରିଣ୍ଟ୍ ଏବଂ ହାଇ ସ୍କ୍ରିନ୍ ରେସ୍ୟୋ ଭଳି ଫିଚର୍ସ ମଧ୍ୟ ଉପଲବ୍ଧ ରହିବ ।