Monthly Archives

July 2018

ଚିନ୍ତାରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ : ଚୀନର ଋୁଣ ପରିଶୋଧ କରିବା ସରକାର ପାଇଁ ସବୁଠୁ ବଡ…

କନକ ବ୍ୟୁରୋ : ପାକିସ୍ତାନରେ ଘୋର ଭାବରେ ଆର୍ଥିକ ସଙ୍କଟ ଦେଖାଦେଇଛି । ସ୍ଥିତି ଏପରିକି ଦେଶ ଚଳାଇବା ସ୍ଥିତିରେ ପାକିସ୍ତାନକୁ ଘୋର ଅସୁବିଧା ଦେଇ ଗତି କରିବାକୁ ପଡୁଛି । ପୂର୍ବରୁ ପାକିସ୍ତାନ ଆମେରିକାର ଆର୍ଥିକ ସାହାର୍ଯ୍ୟରେ ଦେଶ ଚଳାଉଥିଲା । ତେବେ ଆମେରିକା ସାହାର୍ଯ୍ୟ ବନ୍ଦ କଲାପରେ…

ପର୍ଯ୍ୟଟକ ଓ ଯାତ୍ରୀ ମାନଙ୍କ ସୁବିଧା ପାଇଁ ୩୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ରାଜ୍ୟରେ ୩୪ ଟି ପଥପ୍ରାନ୍ତ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଉଦଘାଟନ ନବୀନ ପଟ୍ଟନାୟକ । ସଚିବାଳୟରେ ଭିଡିଓ କନଫରେସିଂ ଜରିଆରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ୩୪ଟି ପଥପ୍ରାନ୍ତ କେନ୍ଦ୍ର ( ୱେସାଇଡ ଆମିନିଟୀ ସେଣ୍ଟର) ପର୍ଯ୍ୟଟକ ଓ ଯାତ୍ରୀମାନଙ୍କ ସୁବିଧା…

ଗ୍ୟାଙ୍ଗଷ୍ଟାର ଟିଟୋର ଏକ ସୈାଖିନ ଗାଡିକୁ ପାଣିକୋଇଲିରୁ ଜବତ କଲା ସ୍ପେଶାଲ ତଦନ୍ତକାରୀ ସଂସ୍ଥା ଏସଟିଏଫ : ଏବେ ବି…

କନକ ବ୍ୟୁରୋ : ଓଡିଶାରେ ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିବା ଗ୍ୟାଙ୍ଗଷ୍ଟାର ଟିଟୋର ଗୋଟିଏ ପରେ ଗୋଟିଏ କଳାକାରନାମା ଖୋଜି ବାହାର କରୁଛି ଏସଟିଏଫ । ତେବେ ମିଳିଥିବା ସୂଚନା ଅନୁସାରେ ଯାଜପୁରର ପାଣିକୋଇଲି ପେଟ୍ରୋଲ ପମ୍ପ ନିକଟରୁ ଗ୍ୟାଙ୍ଗଷ୍ଟର ଟିଟୋର ସମ୍ପର୍କୀୟଙ୍କ ଏକ ସୈାଖିନ ଗାଡ଼ିକୁ…

ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅସଦାଚରଣ : ଅନୁଗୁଳରେ ବସ କଣ୍ଡକ୍ଟରଙ୍କୁ ନିଧୁର୍ମ ଛେଚିଲେ ଲୋକେ

କନକ ବ୍ୟୁରୋ : ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅସଦାଚରଣ । ବସ କଣ୍ଡକ୍ଟରଙ୍କୁ ନିର୍ଧୁମ ଛେଚିଲେ ଲୋକେ । ଘଟଣା ଘଟିଛି ଅନୁଗୁଳର କଣିହାଁରେ । ଗତକାଲି ସକାଳେ ତେଲିସିଂଗା ଗ୍ରାମର ଜଣେ ଛାତ୍ରୀ ଭୁବନେଶ୍ୱର ଅଭିମୁଖେ ନିଶା ବସରେ ଯାତ୍ରା କରୁଥିଲେ । ବସରେ ଥିବା କଣ୍ଡକ୍ଟର ଜଣଙ୍କ ଏହି ଛାତ୍ରୀଙ୍କୁ…

ଆସାମରେ ୪୦ ଲକ୍ଷ ଶରଣାର୍ଥୀଙ୍କୁ ନେଇ ସଂସଦରେ ହଙ୍ଗାମା: ଅମିତ ଶାହା କହିଲେ, ଏନଆରସି ଚିହ୍ନଟ ପାଇଁ ନଥିଲା କାହାରି…

କନକ ବ୍ୟୁରୋ: ଆସାମର ଜାତୀୟ ନାଗରିକ ତାଲିକା, ଏନଆରସି ରିପୋର୍ଟକୁ ନେଇ ଆଜି ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭରୁ ହଙ୍ଗାମା ହୋଇଥିଲା । ବିଜେପି ସଭାପତି ଅମିତ ଶାହା ଏହି ପ୍ରସଙ୍ଗରେ କହିବା ଆରମ୍ଭ କରିବାମାତ୍ରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା । ଅମିତ ଶାହା ଅଭିଯୋଗ କରିଥିଲେ ଯେ ଏହା…

ହ୍ୱାଟ୍ସଆପ ୟୁଜର୍ସଙ୍କ ପାଇଁ ଖୁସି ଖବର : ଶୁଭାରମ୍ଭ ହେଲା ଗ୍ରୁପ ଭିଡିଓ କଲିଂ, ଏମିତି କରନ୍ତୁ ବ୍ୟବହାର

ଫେସବୁକର ଇଂଷ୍ଟାଣ୍ଟ ମେସେଜିଂ ଆପ ହ୍ୱାଟ୍ସଆପରେ ପୂର୍ବରୁ ଅଡିଓ କଲିଂ ଓ ଭିଡିଓ କଲିଂ ର ଆରମ୍ଭ କରିଥିଲା । ଏବେ ଗ୍ରୁପ ଭିଡିଓ କଲିଂ ର ଆରମ୍ଭ ହୋଇସାରିଛି । ଡେଭଲପର କନଫ୍ରେନ୍ସ ଏଫ-୮ ରେ କମ୍ପାନୀ ଏହି ବିଷୟରେ ଘୋଷଣା କରିଥିଲା । ଗ୍ରୁପ କଲିଂ କେବଳ ଭିଡିଓ ପାଇଁ ହିଁ ନୁହେଁ, ବରଂ ଅଡିଓ…