Daily Archives

July 26, 2018

ଚାଷୀକୂଳକୁ ବର୍ଷା କଲା ବେହାଲ : ଜଗତସିଂହପୁର ନାଉଗାଁରେ ହଜାର ହଜାର ହେକ୍ଟର ଜମିରେ ସଢିଲା ଧାନ ତଳି

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଚାଷୀଙ୍କ ମୁଣ୍ଡରେ ଚଡକ । ଲଘୁଚାପ ଲଗାଣ ବର୍ଷା ପାଣିରେ ବୁଡି ରହିଛି ହଜାର ହଜାର ହେକ୍ଟର ଧାନ ଜମି । ୧୫ ଦିନ ହେଲା ପାଣିରେ ବୁଡି ରହିଥିବା ତଳି ସବୁ ସଢ଼ିିଯିବା ପରେ ଚିନ୍ତାରେ ପଡିଯାଇଛି ଚାଷୀକୂଳ । ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଜମିରୁ…

ବିହାର ଘଟଣାରେ ନିଜ ସ୍ୱାମୀ କୁ ନିର୍ଦ୍ଦୋଶ କହିଲେ ମନ୍ତ୍ରୀ ମଞ୍ଜୁ ବର୍ମା : ଅଯଥାରେ ବଦନାମ କରାଯାଉଛି ବୋଲି କଲେ…

କନକ ବ୍ୟୁରୋ : ଥମିବାରେ ନା ନେଉନାହିଁ ବିହାର ଦୁଷ୍କର୍ମ ବିବାଦ । ଘଟଣା ଘଟିବା ପରେ ସାରା ଦେଶର ସେହି ମାମଲାରେ କେଉଁ ପ୍ରକାର ଦତନ୍ତ ହେଉଛି, କିପରି ତଦନ୍ତ ହେଉଛି ଓ କେଉଁମାନେ ଏହା କରୁଛନ୍ତି ତାହା ଉପରେ ସାରା ଦେଶର ନଜର ରହିଛି । ତେବେ ଆଜି ବିରୋଧୀଙ୍କ କଡା ସମାଲୋଚନା ପରେ…

ଗିରଫ ହେଲେ ବିଜେପି ନେତା ! ଭଟଲି ଗୁଳିକାଣ୍ଡ ଘଟଣାରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଇରାସିସ…

କନକ ବ୍ୟୁରୋ: ଭଟଲି ଗୁଳିକାଣ୍ଡ ଘଟଣାରେ ଗିରଫ ହେଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଇରାସିସ୍ ଆଚାର୍ଯ୍ୟ । ଗତ ଜୁନ ୧ ତାରିଖରେ ଭଟଲି ଥାନା ଅଧୀନ କୁଶନପୁରୀ ବିଜେପି କାର୍ଯ୍ୟାଳୟରେ ହୋଇଥିବା ଗୁଳିକାଣ୍ଡରେ ବୁଲୁ ସତନାମୀ ନାମକ ଯୁବକର ମୃତ୍ୟୁ ହୋଇଥିଲା । ଏହି…

ବର୍ଷା ଛାଡ଼ିଗଲା ହେଲେ ଦେଇଗଲା ଦୁଃଖ : ଜମିରେ ବାଲିଚରି ଯିବାରୁ ଚିନ୍ତାରେ ଚାଷୀ

କନକ ବ୍ୟୁରୋ : କଳାହାଣ୍ଡିରେ ୭୨ ଘଂଟାର ବର୍ଷା ବିତ୍ପାତ ପରେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଛି । ହେଲେ ବର୍ଷା ବିତ୍ପାତ ଜିଲ୍ଲାରେ ୪ଟି ଜୀବନ ନେଇଥିବା ବେଳେ ଅନେକଙ୍କୁ ବାସଚ୍ୟୁତ କରିଛି । ହଜାର ହଜାର ଏକର ଜମିରେ ବାଲିଚରି ଯିବାରୁ ଚାଷକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଚାଷୀ ।…

ଦେବୀ ନଦୀ ଫେରିଘାଟରେ ଅସୁରିକ୍ଷତ ନୌକାଯାତ୍ରା ଘଟଣା : ଚେତିଲା ପ୍ରଶାସନ, ଅସ୍ତରଙ୍ଗର ଓ କାକଟପୁରରେ ୩ଟି ଫେରିଘାଟ…

କନକ ବ୍ୟୁରୋ : ଅକାତକାତ ପାଣିରେ ଅସୁରକ୍ଷିତ ନୌକା ଯାତ୍ରା । ଅତି ବିପଦପୂର୍ଣ୍ଣ ଭାବେ ମଟର ଡଙ୍ଗା ସାହାଯ୍ୟରେ ବଢିଲା ଦେବୀ ନଦୀ ପାର ହେଉଛନ୍ତି ଶହଶହ ଯାତ୍ରା । ନଈ ଏକୂଳ ସେକୁଳ ଖାଉଥିବା ବେଳେ ବିନା ଲାଇଫ ଜ୍ୟାକେଟରେ ନଦୀପାର ହେଉଥିବା ଯାତ୍ରୀ ସମ୍ଭାବ୍ୟ ଦୁର୍ଘଟଣା ପାଇଁ ପ୍ରଶାସନକୁ…

ତୈଳଦର ବୃଦ୍ଧି ପ୍ରତିବାଦରେ ଶୋଭାଯାତ୍ରା କରୁଥିବା ବେଳେ ସାଇକେଲରୁ ପଡିଗଲେ ଲାଲୁଙ୍କ ପୁଅ ତେଜ୍ ପ୍ରତାପ ଯାଦବ !…

କନକ ବ୍ୟୁରୋ : ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୈାଧିତ ତୈଳ ଦର ବୃଦ୍ଧି ହେଉଥିବାରୁ ସାରା ବିଶ୍ୱରେ ତୈଳଦର ମଧ୍ୟ ବଢୁଛି । ତେଣୁ ସରକାରଙ୍କୁ ଏ ବିଷୟରେ ଅନେକ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡୁଛି । ତେଣ ଅନେକ ସମୟରେ ଏହାକୁ ବିରୋଧ କରି ନେତାମାନେ ସାଇକେଲରେ ଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ…