Daily Archives

July 26, 2018

ପଶ୍ଚିମବଙ୍ଗ ନାମ ପରିବର୍ତ୍ତନ କରିବା ପାଇଁ ବିଧାନସଭାରେ ବିଲ ପାସ କଲେ ସରକାର : କେନ୍ଦ୍ରସରକାରଙ୍କ ଅନୁମତି ପାଇଁ…

କନକ ବ୍ୟୁରୋ : ଅନେକ ଦିନ ତଳୁ ଫଶ୍ଚିମବଙ୍ଗ ସରକାର ନାମ ପରିବର୍ତ୍ତନ କରିବା ଚେଷ୍ଟା କରୁଥିଲେ । ତେବେ କୈାଣସି କାରଣରୁ ଏହା ହୋଇ ପାରିନଥିଲା ତେବେ ବର୍ତ୍ତମାନ ସମୟରେ ଜଣାପଡିଛି ଯେ, ପଶ୍ଚିମ ବଙ୍ଗର ନାଁ ବଦଳି ହେବ ‘ବାଂଲା’। ଏ ସମ୍ପର୍କରେ ଆଜି ପଶ୍ଚିମବଙ୍ଗ ବିଧାନସଭାରେ ଏକ ସଙ୍କଳ୍ପ…

ଆତଙ୍କବାଦୀ ହାଫିଜ୍ ସୟିଦକୁ ଝଟକା : ପାକିସ୍ତାନ ବାସୀଙ୍କ ନାଁ, ନିର୍ବାଚନରେ ହାରିଲେ ପୁଅ ଓ ଜ୍ୱାଇଁ

କନକ ବ୍ୟୁରୋ : ପାକିସ୍ତାନ ନିର୍ବାଚନରେ ଆତଙ୍କବାଦୀ ହାଫିଜ ସଇଦକୁ ନାଁ କରିଛନ୍ତି ପାକ୍ ନାଗରିକ । ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦ ଦଳର ଗୋଟିଏ ବି ପ୍ରାର୍ଥୀ ବିଜୟୀ ହୋଇନାହାନ୍ତି । ଏପରିକି ସଇଦର ପୁଅ ହାଫିଜ ତଲହା ଓ ଜ୍ୱାଇଁ ଖାଲିଦ ୱଲିଦ ବି ପରାଜୟ ହୋଇଛନ୍ତି ।…

ଭୋକର ନୂଆ ଠିକଣା ରାଜଧାନୀ ଦିଲ୍ଲୀ : ଅନାହାର ଓ କୁପୋଷଣରେ ଗଲା ତିନି ଭଉଣୀଙ୍କ ଜୀବନ

କନକ ବ୍ୟୁରୋ : ଭୋକର ଭୁଗୋଳର ନୂଆ ଠିକଣା ହୋଇଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ଖାଦ୍ୟ ଅଭାବ ଓ କୁପୋଷଣ ଯୋଗୁଁ ତିନି ଭଉଣୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି । ପୂର୍ବ ଦିଲ୍ଲୀର ମଣ୍ଡାବଳୀ ଅଂଚଳରେ ଘଟିଛି ଏହି ଦୁଃଖଦ ଘଟଣା । ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ତିନି ଭଉଣୀଙ୍କ…

ବିଚ୍ଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ନାଁ ଦେଲେ ନବୀନ : ଘୋଷଣା କଲେ ୧୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ

କନକ ବ୍ୟୁରୋ : ଗୁରୁପ୍ରିୟା ସେତୁ ଉଘାଟନ ପରେ ବିଚ୍ଛିନାଞ୍ଚଳବାସୀଙ୍କୁ ଡବଲ ଖୁସି କରିଛନ୍ତି ମୁଖ୍ୟମନ୍ତ୍ରୀ । ୫ ଦଶନ୍ଧି ଅପେକ୍ଷାର ଅନ୍ତ ଘଟାଇ ଗୁରୁପ୍ରିୟା ସେତୁକୁ ଉଦଘାଟନ ସହ ୧୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫୧ଟି ଗାଁର ପରିଚୟ ବଦଳାଇବାରେ…

ଓଟିକୁ ଗଲା ୭ ବର୍ଷର କାହ୍ନା : ସକାଳୁ ୧୦ଟାରୁ ପ୍ରଥମ ପର୍ଯ୍ୟାୟ ଅପରେସନ କରୁଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ, ଶରୀରରେ…

କନକ ବ୍ୟୁରୋ : ନୂଆ ଜୀବନ ପାଇବ କାହ୍ନା । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବାଘୁଆ ଗାଁର କାହ୍ନାଙ୍କ ଆଜି ପ୍ରଥମ ପର୍ଯ୍ୟାାୟ ଅସ୍ତ୍ରୋପଚାର ଆରମ୍ଭ ହୋଇଛି । ପରୀକ୍ଷା ନିରୀକ୍ଷା ପରେ ବ୍ରହ୍ମପୁର ବଡ ମେଡିକାଲରେ ଏକ ଡାକ୍ତରୀ ଟିମ ସକାଳ ୧୦ଟାରୁ ଅସ୍ତ୍ରୋପଚାର ଆରମ୍ଭ କରିଛନ୍ତି ।…

ବିହାର ଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନୀତିଶ, ଦୋଷୀଙ୍କୁ ମିଳିବ କଡା ଶାସ୍ତି,…

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । ତେଣୁ ସରକାର ବିଭିନ୍ନ ସମୟରେ ବିରୋଧୀଙ୍କ ଦ୍ୱାରା ସମାଲୋଚନା ମଧ୍ୟ ହୋଇଥାଆନ୍ତି । ତେବେ ଏପରି ମାମଲାକୁ ନେଇ ସରକାର ନୂଆ ଆଇନ ଆଣିବେ ବୋଲି ଚର୍ଚ୍ଚା ହେଉଥିଲା । ଆଇନ ଆଣିବା ପୂର୍ବରୁ ମଧ୍ୟ ଅନେକ ଦୁଷ୍କର୍ମ ମାମଲା…