Daily Archives

July 13, 2018

କନକ ନ୍ୟୁଜ ଡିଜିଟାଲର ଭିନ୍ନ ପ୍ରୟାସ । ଏଥର ପୂରା ବିଶ୍ୱ ଦେଖିବ ଆପଣଙ୍କ ଅଞ୍ଚଳର ରଥଯାତ୍ରା , ଆପଣଙ୍କର ଫଟୋ, ଆମର…

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ । ରଥଯାତ୍ରା ସମୟରେ କାଳିଆର ଟିକିଏ ଝଲକ ପାଇଁ ସାତ ଦରିଆ ପାର ହୋଇ ଆସନ୍ତି ଭକ୍ତ । କେବଳ ପୁରୀ ନୁହେଁ ଏବେ ଓଡିଶା ତଥା ଦେଶ ଓ ବିଦେଶରେ ବେଶ ଧୂମଧାମରେ ପାଳନ ହେଉଛି ରଥଯାତ୍ରା । କିନ୍ତୁ ଏହା ଲୋକଲୋଚନକୁ ଆସି ପାରୁନାହିଁ ।…

ଟାଟୁ ନୁହେଁ ଏବେ ୩ଡ଼ି ଟାଟୁର କ୍ରେଜ୍ : ଆର୍କଷଣୀୟ ଛବି ଆଙ୍କିବାକୁ କଟକ ପ୍ରେମ ପାର୍ଲରରେ ପ୍ରବଳ ଭିଡ

କନକ ବ୍ୟୁରୋ : ଆଗ କାଳରେ ଶରୀରରେ ଚିତା କୁଟାଉଥିବଲେ ଯାହା ଏବେ ଟାଟୁର ରୂପ ନେଇଛି । ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ ଟାଟୁ କରିବା ଫ୍ୟାସନ ଟ୍ରେଣ୍ଡ ପାଲିଟିଛି। ନିଜକୁ ଷ୍ଟାଇଲିସ୍ ଏବଂ ସ୍ୱତନ୍ତ୍ର ଦେଖାଇବା ପାଇଁ ଏବେ ବହୁ ଯୁବକ-ଯୁବତୀ ଶରୀରର ବିଭିନ୍ନ ଅଂଶରେ ଟାଟୁ କରୁଛନ୍ତି । ତେବେ…

ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣରେ ପଛରେ ରହିଥାଏ ମହାରଣା ପରିବାରର ଭୂମିକା, ଜାଣନ୍ତୁ ସେ ପରିବାର…

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ କରି ନିଜର ବୃର୍ତ୍ତି ବଂଚ।ଇବା ସଙ୍ଗେ ସଙ୍ଗେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟ ରଖି ବର୍ଷ ବର୍ଷ ଧରି ବିଶ୍ୱକର୍ମା ପରିବାର କାର୍ୟ୍ୟ କରି ଚାଲିଛନ୍ତି । ଏହି ବିଶ୍ୱକର୍ମା ପରିବାର ମଧ୍ୟରୁ ପୁରୀ ଜିଲ୍ଲା ସାତଶଙ୍ଖ…

ରଥ ଉପରେ ଠାକୁରମାନଙ୍କ ପାଖରେ କାହିଁକି ଲାଗିହୁଏ ନାହିଁ ଶଙ୍ଖୁଡ଼ି ଭୋଗ ?

ରଥରେ ମହାପ୍ରଭୁ ବିଜେ କରିଥିବା ସମୟରେ କୌଣସି ପ୍ରକାରର ଶଙ୍ଖୁଡି ଭୋଗ ଲାଗି କରାଯାଏ ନାହିଁ । ଏ ବିଷୟରେ ପୂରାଣରେ ସ୍ପଷ୍ଟ ଭାବରେ ଲେଖାଯାଇଛି । ମହାପ୍ରଭୁ ମାନଙ୍କ ପାଖରେ ଯେତେବେଳେ ଭୋଗ ଲାଗି କରାଯାଏ, ତା’ର ଯଥେଷ୍ଟ ପୂର୍ବରୁ ଘଣ୍ଟ ବଜାଯାଇଥାଏ । ଏହି ଘଣ୍ଟ ବାଜିବା ଦ୍ୱାରା ସେଠାରେ…

ଜାମ୍ମୁ-କାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ହମଲା : ଦୁଇ ସିଆରପିଏଫ୍ ଯବାନ ଶହୀଦ, ଜଣେ ଗୁରୁତର

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ହମଲା । ଆକବଲ୍ ଚୌକରେ ମୁତୟନ ସିଆରପିଏଫ୍ ଟିମ୍ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବାରୁ ୨ଜଣ ଯବାନ ଶହୀଦ ହୋଇଛନ୍ତି । ଆକ୍ରମଣ ପରେ ଅଂଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର୍ କରାଯାଇଛି । ଘଟଣାରେ ଅନ୍ୟ ଜଣେ ଯବାନ ଗୁରୁତର…

ଆବୁଧାବି ଦେଇ ପାକିସ୍ତାନ ଫେରୁଛନ୍ତି ନୱାଜ୍ ସରିଫ୍ : ପୂର୍ବ ପାକ୍ ପ୍ରଧାନମନ୍ତ୍ରୀଙ୍କ ଗିରଫଦାରୀ ପାଇଁ ଲାହୋରରେ…

କନକ ବ୍ୟୁରୋ : ପାକିସ୍ତାନ ଫେରୁଛନ୍ତି ନୱାଜ୍ ସରିଫ । ଲଣ୍ଡନରୁ ଆବୁଧାବି ଦେଇ ସରିଫ୍ ପାକିସ୍ତାନ ଅଭିମୁଖେ ଯାତ୍ରାରମ୍ଭ କରିଥିବା ବେଳେ ତାଙ୍କୁ ଲାହୋରରେ ଗିରଫ କରାଯିବା କୁହାଯାଉଛି । ସରିଫ ନିଜ କ୍ୟାନସରଗ୍ରସ୍ଥ ପତ୍ନୀଙ୍କୁ ଲଣ୍ଡନରେ ଛାଡ଼ି ପାକିସ୍ତାନ ଆସୁଛନ୍ତି । ଏଥିପାଇଁ ଲାହୋରରେ…