Daily Archives

July 13, 2018

କେନ୍ଦୁଝରର ବୃହତ ରଥଯାତ୍ରା : ଶେଷ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି, ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଅପେକ୍ଷା

କନକ ବ୍ୟୁରୋ : ରାତିପାହିଲେ ଘୋଷଯାତ୍ରା । ଏଥିପାଇଁ ପ୍ରସ୍ତୁତ ହୋଇସାରିଲାଣି ବିଶ୍ୱର ବୃହତ ରଥଭାବେ ପ୍ରସିଦ୍ଧ ଲାଭ କରିଥିବା କେନ୍ଦୁଝର ପ୍ରଭୁବଳଦେବଜିଉଙ୍କ ରଥ । ରଥ ନିର୍ମାଣ ସମ୍ମୁର୍ଣ୍ଣ ହୋଇସାରିଥିବାବେଳେ ଏବେ ଅପେକ୍ଷା ଖାଲି ଚତୁର୍ଦ୍ଧାମୁର୍ତ୍ତିଙ୍କୁ । ଆସନ୍ତାକାଲି ଘୋଷଯାତ୍ରାକୁ…

କେନ୍ଦ୍ରକୁ MSME ଚିନ୍ତା ! MSME ଉଦ୍ୟୋଗ ବୃଦ୍ଧି ପାଇଁ ଦେଶରେ ଖୋଲିବ ଆଉ ୧୫ଟି ଟ୍ରେନିଂ ସେଣ୍ଟର, ଓଡିଶା ଉପରେ ଫୋକସ…

୨୦୧୮- ୧୯ ଆର୍ଥିକ ବର୍ଷରେ ବ୍ୟାଙ୍କମାନଙ୍କୁ ୪୦ରୁ ୪୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଗ୍ୟାରେଣ୍ଟି ଯୋଗାଇ ଦେବେ କେନ୍ଦ୍ର ସରକାର । ଯାହାଦ୍ୱାରା ଅଣୁ, କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗକୁ ଋଣ ସହାୟତା ବୃଦ୍ଧି କରାଇବା ପାଇଁ ସହାୟକ ହେବ । ଏବଂ ଉଦ୍ୟୋଗର ସଂଖ୍ୟା ବଢ଼ିଲେ ଅଧିକ ନିଯୁକ୍ତି ସୃଷ୍ଟି…

ଜୀବନ ବଂଚାଇବା ପାଇଁ ଦିଆଯାଉଥିଲା ତାଲିମ, କିନ୍ତୁ ଚାଲିଗଲା ଜୀବନ : କୋଏମ୍ବାଟୁରରେ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ…

କନକ ବ୍ୟୁରୋ : ଜୀବନ ବଂଚାଇବାର ତାଲିମ ଦିଆଯାଉଥିଲା, କିନ୍ତୁ ଜୀବନ ଚାଲିଗଲା । ତାମିଲନାଡୁ କୋଏମ୍ବାଟୋରରେ ଏକ କଲେଜରେ ଗୁରୁବାର ଡିଜାଷ୍ଟର ଡ୍ରିଲ ବେଳେ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ସେ କଲାଇ ମଗଲ କଳା ଓ ବିଜ୍ଞାନ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ । ବିପଦକାଳୀନ…

ବଜାରକୁ ଆସିଲା ବାଇକ୍ ଦାମର କାର୍ ! ମୂଲ୍ୟ ଜାଣିଲେ ଆପଣଙ୍କର ଉଡିଯିବ ହୋସ୍, ଜାଣନ୍ତୁ କେଉଁଠି ଓ କିପରି କିଣିବେ ଏହି…

ଶସ୍ତା ବାଇକ୍ ପରେ ଏବେ ଖୁବ୍ ଶୀଘ୍ର ଭାରତୀୟ ବଜାରକୁ ଆସୁଛି ସବୁଠାରୁ ଶସ୍ତା ତଥା ବାଇକ୍ ଦାମର କାର୍ । ଯାହାକୁ ଲଂଚ କରିବାକୁ ଯାଉଛି “ବଜାଜ୍” ଭଳି ନାମୀ କଂପାନୀ । ମିଳିଥିବା ସୂଚନା ମୁତାବକ, ଖୁବ ଶୀଘ୍ର ହିଁ ବଜାଜ୍ କଂପାନୀ ନିଜ ନୂଆ କାର ତଥା “ଅଟୋ କ୍ୟୁଟ୍” ଲଂଚ କରିପାରେ । ଯାହାର…

ଭାରତର ନୂଆ ଉଡନ୍ତା ପରୀ : ମିଲଖା ସିଂ ଓ ପିଟି ଉଷାଙ୍କ ରେକର୍ଡ ଭାଙ୍ଗିଲେ ହିମା ଦାସ, ୪ଶହ ମିଟରକୁ ୫୧ ଦଶମିକ ୪୬…

କନକ ବ୍ୟୁରୋ : ଇତିହାସ ରଚିଲେ ଭାରତୀୟ ଧାବିକା ହିମା ଦାସ । ଆସାମର ଏହି ୧୮ ବର୍ଷୀୟା ଝିଅ ଆଇ.ଏ.ଏ.ଏଫ ବିଶ୍ୱ ୨୦ ବର୍ଷରୁ କମ ଦୌଡକୁଦ ପ୍ରତିଯୋଗିତାର ୪ଶହ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ସଫଳତା ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ଫିନଲାଣ୍ଡର ଟାମ୍ପେର ଠାରେ ଆୟୋଜିତ…

ଦେଶରେ ବଢ଼ୁଛି ପ୍ରଦୂଷଣର ମାତ୍ରା ! ବାୟୁ ପ୍ରଦୂଷଣରେ ୨୦୧୬ ମସିହାରେ ମୃତ୍ୟୁ ମୁଖରେ ପଡ଼ିଛନ୍ତି ୧୫ ହଜାର ଲୋକ

କନକ ବ୍ୟୁରୋ : ସାରା ଦେଶରେ ବର୍ତ୍ତମାନ ସମୟରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ତେବେ ଏହି ପ୍ରଦୂଷଣର ମାତ୍ରା ଭାରତରେ ମଧ୍ୟ ବହୁ ଅଧିକ ରହିଥିବା ଜଣାପଡିଛି । ରାଜଧାନୀ ଦିଲ୍ଲୀରେ ପ୍ରବଳ ମାତ୍ରାରେ ବାୟୁ ପ୍ରହୂଷଣ ହୋଇଥିବା ଜଣାପଡିଛି । କେବଳ ୨୦୧୬ ମସିହାରେ ୧୫ ହଜାର ଲୋକଙ୍କ ମୃତ୍ୟୁ…