Daily Archives

July 9, 2018

ବିଶ୍ୱର ସବୁଠାରୁ ବଡ ମୋବାଇଲ ଫ୍ୟାକ୍ଟ୍ରି ଭାରତରେ । ସ୍ଥାପନ କଲା ସ୍ୟାମସଙ୍ଗ, ଉଦଘାଟନ କଲେ ମୋଦି ଓ ଦକ୍ଷିଣ କୋରିଆର…

କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ ଜଗତରେ ସବୁଠାରୁ ବଡ ମୋବାଇଲ ଫ୍ୟାକ୍ଟ୍ରିର ଟ୍ୟାଗ ଏବେ ଚୀନ କିମ୍ବା ଦକ୍ଷିଣ କୋରିଆ ପାଖରେ ନାହିଁ । ଏପରକି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ବି ମହଜୁଦ ନାହିଁ । କାରଣ ଭାରତର ନଏଡା ଠାରେ ଉଦ୍-ଘାଟନ ହୋଇଛି ବିଶ୍ୱର ସବୁଠାରୁ ବୃହତ ମୋବାଇଲ…

ବାଂଲାଦେଶରୁ ମିଳିଲା ୭୦ କିଲୋଗ୍ରାମ ଓଜନର ଭଗବାନ ବିଷ୍ଣୁଙ୍କ ପ୍ରତିମା : ଚକିତ କରିଦେବ ଏହାର ମୂଲ୍ୟ

ଉତ୍ତର-ବାଂଲାଦେଶରେ ନିକଷ ପଥରରୁ ତିଆରି ୭୦ କିଲୋଗ୍ରାମ ଓଜନର ଭଗବାନ ବିଷ୍ଣୁଙ୍କ ଏକ ପ୍ରତିମା ମିଳିଛି, ଯାହାର ମୂଲ୍ୟ କୋଟିଏ ଟଙ୍କା । ଢ଼ାକା ଟ୍ରିବ୍ୟୁନ ଆଜି ଅଧିକାରୀଙ୍କ ତରଫରୁ ଖବର ଦେଇଛନ୍ତି କି ରାଜଧାନୀରୁ ୨୦୩ କିମି ଦୂର ନଟୋରେ ଜିଲ୍ଲାର ପଶ୍ଚିମ ହାଘୁରିୟା ଗାଁର ଏକ ଘରୁ ରାତିରେ ଏହି…

ଏଣିକି ଘରେ ବସି ଭୋଟ ଦେଇପାରିବେ ଦିବ୍ୟାଙ୍ଗ ମତଦାତା ! ଖୁବ ଶିଘ୍ର ଏଭଳି ସୁବିଧା ଆଣିପାରେ ନିର୍ବାଚନ ଆୟୋଗ ।

ନିର୍ବାଚନରେ ମତଦାନ ପାଇଁ ଦିବ୍ୟାଙ୍ଗ ମାନଙ୍କୁ ସକ୍ଷମ କରିବା ପାଇଁ ନିର୍ବାଚନ ଆୟୋଗ କିଛି ନୂଆ ପଦକ୍ଷେପ ନେବାକୁ ବିଚାର କରୁଛନ୍ତି । ପ୍ରକୃତ କଥା ହେଉଛି, ନିର୍ବାଚନ ଆୟୋଗ ଚାହୁଁଛନ୍ତି ଯେ, ଶାରୀରିକ ଅକ୍ଷମତା କାରଣରୁ କୌଣସି ବ୍ୟକ୍ତି ନିଜ ମତ ସାବ୍ୟସ୍ତ କରିବରୁ ବଞ୍ଚିତ ନରୁହନ୍ତୁ ।…

ରଥଯାତ୍ରାରେ ମଠ ମାନଙ୍କର ଭୂମିକା ରହିଥାଏ କ’ଣ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ।

ପ୍ରାଚୀନ କାଳରୁ ଚାଲି ଆସୁଥିବା ଘୋଷଯାତ୍ରାର ପରମ୍ପରା ନୀତି ନିୟମ ସର୍ବଦା ଅନନ୍ୟ ଗାଥା ବଖାଣିଥାଏ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯୋଗସୂତ୍ର ପାଲଟିଥିବା ରଥଯାତ୍ରାକୁ ସୁଫଳଭାବେ ସମାପନ କରିବା ପାଇଁ ସମସ୍ତେ ଲାଗିପଡିଥାନ୍ତି । ହେଲେ ରୀତିନୀତି ଓ ଯାନିଯାତ୍ରା ଆଦି ସହିତ ମଠମାନଙ୍କର ସମ୍ପର୍କ…

ଇଂଲଣ୍ଡ ବିପକ୍ଷରେ ଧୋନିଙ୍କ ଏମିତି ଏକ କ୍ୟାଚ, ଯାହାର ମୂଲ୍ୟ ୨୫ ଲକ୍ଷ ଟଙ୍କା । ପୂରା ଘଟଣା ଜାଣିବା ପାଇଁ ଦେଖନ୍ତୁ…

ଅନ୍ତିମ ଟି-୨୦ରେ ଇଂଲଣ୍ଡକୁ ୭ ୱିକେଟରେ ମାତ ଦେଇ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ହାତେଇନେଇଛି । ଏହାଛଡ଼ା ଲଗାତାର ୬ଟି ଟି-୨୦ ସିରିଜ ନିଜ ନାମରେ କରିଛି । ରୋହିତଙ୍କ ଧୂଆଁଧାର ୫୬ ବଲରୁ ଶତକ ଓ ଉଭୟ ବୋଲିଂ ଓ ବ୍ୟାଟିଂରେ ପାଣ୍ଡ୍ୟାଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଇଂଲଣ୍ଡକୁ ତା ନିଜ…

ଏଣିକି ଫେସବୁକ ଓ ଟୁଇଟର ଜରିଆରେ ବି ପଠାଇପାରିବେ ଟଙ୍କା । ଏସବିଆଇର ନୂଆ ସର୍ଭିସ, ଜାଣନ୍ତୁ ପୂରା ପ୍ରକ୍ରିୟା

ଏସବିଆଇ ନିଜ ଗ୍ରାହକଙ୍କୁ ଉନ୍ନତମାନର ସେବା ଏବଂ ଫାଷ୍ଟ ସର୍ଭିସ ଦେବା ନେଇ ବେଶ୍ ପରିଚିତ । ଏହି ଉଦ୍ଦେଶ୍ୟରେ ଏସବିଆଇ ଆଉ ଏକ ସେବା ଆମ୍ଭର କରିଛି , ଯାହା ଜରିଆରେ ଆପଣ ଆପଣଙ୍କର ବନ୍ଧୁ ପରିଜନଙ୍କ ନିକଟକୁ ଏବେ ସୋସିଆଲ ମିଡିଆ ଜରିଆରେ ଟଙ୍କା ପଠାଇପାରିବେ । ପୂର୍ବରୁ ତ ଆପଣ ପେଟିଏମ,…