Daily Archives

July 9, 2018

୯ ହଜାର ମୋବାଇଲ ଆପ୍, ଯାହା ଅଜାଣତରେ ଆପଣଙ୍କ କାର୍ଯ୍ୟକଳାପ ଉପରେ ରଖିଥାଏ ନଜର ! ସାବଧାନ ରୁହନ୍ତୁ ନହେଲେ ହୋଇପାରେ ବଡ…

ଅନେକ ଚର୍ଚ୍ଚିତ ସ୍ମାର୍ଟଫୋନ ଆପଣଙ୍କ ବିନା ଅନୁମତିରେ ମୋବାଇଲରେ ଆପଣଙ୍କ ସମସ୍ତ କାର୍ଯ୍ୟକଳାପର ସ୍କ୍ରିନ୍ ସଟ୍ ଏବଂ ଭିଡିଓ ପ୍ରସ୍ତୁତ କରି ଅନ୍ୟ କମ୍ପାନୀ ମାନଙ୍କୁ ପଠାଇ ଥାଇପାରନ୍ତି । ଆମେରିକାର ନର୍ଥ ଇଷ୍ଟର୍ଣ୍ଣ ୟୁନିଭରସିଟି ନିଜ ଅଧ୍ୟୟନରୁ ଏହାକୁ ନେଇ ଦାବି କରିଛି । ଏହି ସ୍କ୍ରିନ୍…

ଆର୍ଥିକ ରୂପେ ଦୁର୍ବଳ ଣ୍ରେଣୀକୁ ମିଳିଲା ବଡ ଆଶ୍ୱସ୍ଥି : ପ୍ରାଇଭେଟ୍ ହସପିଟାଲ କରିବେ ଗରୀବଙ୍କ ମାଗଣା ଚିକିତ୍ସା,…

ଦିଲ୍ଲୀରେ ଥିବା ଯେଉଁ ପ୍ରାଇଭେଟ୍ ହସପିଟାଲକୁ ସରକାର ଶସ୍ତା ଦରରେ ଜମି ଦେଇଛନ୍ତି, ତାଙ୍କୁ ସମାଜର ଦୁର୍ବଳ ବିଭାଗର ମାଗଣା ଚିକିତ୍ସା କରିବାକୁ ପଡିବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ଆମ ଆଦମୀ ପାର୍ଟି ଅଦାଲତର ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି । ସୁପ୍ରିମକୋର୍ଟ ଆଜି ଦିଲ୍ଲୀର ଗରୀବ…

କ୍ୟାନସର ରୋଗୀଙ୍କ ପାଇଁ ଖୁସିଖବର । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନସର ସୁପର ସ୍ପେସାଲିଟି ହସ୍ପିଟାଲ, ଖୁବଶୀଘ୍ର…

କନକ ବ୍ୟୁରୋ : ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନସର ସୁପର ସ୍ପେସାଲିଟି ହସ୍ପିଟାଲ । ଏନେଇ ସ୍ଥାନ ଚିହ୍ନଟ ଖୁବଶୀଘ୍ର ହେବ ଏବଂ ଗ୍ରୀନଫିଲ୍ଡ ମେମୋରିଆଲ ହସ୍ପିଟାଲ ନାମରେ ଏହା ନାମିତ ହେବ । ଆଜି ରାଜ୍ୟ ସଚିବାଳୟରେ ଟାଟା ଗ୍ରୁପ୍ ଓ ରାଜ୍ୟ ସରକାର ମଧ୍ୟରେ ପ୍ରଥମ ଉପଦେଷ୍ଟା କମିଟି ବୈଠକ…

ଗୋଟିଏ କାମକୁ ଦୁଇ ଥର ନିର୍ମାଣ : ଯାଜପୁର ବ୍ୟାସ ସରୋବରରେ ଦୁର୍ନୀତି ଅଭିଯୋଗ ପରେ ଦ୍ୱିତୀୟ ଥର ନିର୍ମାଣ ନିର୍ଦ୍ଦେଶ…

କନକ ବ୍ୟୁରୋ : ଯାଜପୁର ବ୍ୟାସ ସରୋବରରେ ହୋଇଥିବା ନିର୍ମାଣ କାମ ୫ମାସ ନପୁରୁଣୁ ପୁଣି ଥରେ ଆରମ୍ଭ ହୋଇଛି କାମ । କାରଣ ୧କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି କାମକୁ ଆଉଥରେ କରିବା ପାଇଁ ନିର୍ଦ୍ଦେଶ ଦେଇଛି ପୁର୍ତ୍ତ ବିଭାଗ । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଏହି ଦୁର୍ନୀତି…

ପୁରୀ ବଡଦାଣ୍ଡରେ ଗଡିଲା ବ୍ୟାଟେରୀ ଚାଳିତ ଅଟୋ : ମାଗଣାରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ରୋଗୀଙ୍କୁ ଦିଆଯିବ ସେବା

କନକ ବ୍ୟୁରୋ: ପୁରୀ ବଡଦାଣ୍ଡରେ ଆରମ୍ଭ ହୋଇଛି ବ୍ୟାଟେରୀ ଚାଳିତ କାର୍ । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ରୋଗୀଙ୍କୁ ନିଶ୍ୁଳ୍କ ଶ୍ରୀମନ୍ଦିର ପର୍ଯ୍ୟନ୍ତ ନେଇଯିବ ଏହି ଇ-ଅଟୋ । ପ୍ରଥମ ପର୍ଯ୍ୟାୟରେ ୫ଟି ଇ-ଅଟା ଚଳାଚଳ ଆରମ୍ଭ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆହୁରୀ ୨୦ଟି ଇ-ଅଟୋ ନାଲକୋ…

ଅନେକ ସମୟ ଧରି ନିଖୋଜ ଥିଲେ ମହିଳା ! ଅଜଗର ପେଟରୁ ମିଳିଲା ମୃତଦେହ ।

ଅଜଗର କେତେ ଭୟଙ୍କର ହୋଇପାରେ ତାହା ଏହି ଘଟଣା ସମ୍ପୃର୍ଣ୍ଣ ପ୍ରମାଣ କରୁଛି । ଆଠ ମିଟରର ଏକ ବିଶାଳକାୟ ଅଜଗରକୁ ଦେଖି ଭାୟଭୀତ ଥିବା ଲୋକମାନେ ଅଧିକ ଆତଙ୍କିତ ହୋଇଗଲେ ଯେତେବେଳେ ସେମାନେ ଅଜଗର ପେଟ ଭିତରେ ଜଣେ ଇଣ୍ଡୋନେସିଆଇ ମହିଳାଙ୍କୁ ମୃତ ଭାବରେ ପାଇଥିଲେ । ତେବେ ପ୍ରକୃତ ଘଟଣା ହେଉଛି,…