Daily Archives

July 3, 2018

ସିବିଆଇର ତନାଘନା ! ରାଜ୍ୟ ରାଜନୀତିରେ ଆରୋପ ପ୍ରତ୍ୟାରୋପ, ମୁହାଁ ମୁହିଁ ହେଲେ ଶାସକ ଓ ବିରୋଧୀ ।

ସିବିଆଇ ଜେରାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ତଦନ୍ତକାରୀ ସଂସ୍ଥା ସିବିଆଇର ଆକସନ ମୁଡକୁ ଦେଖି ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ । ଯାହାକୁ ନେଇ ତୁ ତୁ ମେଁ ମେଁ ହେଉଛନ୍ତି ଉଭୟ ଶାସକ ଓ ବିରୋଧୀ । ପର୍ଯ୍ୟଟନ ବିଭାଗ ସହ ସି-ସୋର ଚୁକ୍ତି…

ଟ୍ରେନର ଚେନ୍ ଟାଣିଲେ ନିସ୍ତାର ନାହିଁ ! ଏଣିକି ଜୋରିମାନା ନୁହେଁ ସିଧାସଳଖ ହେବ ଜେଲ୍ ।

ସାଧାରଣତଃ ଚେନ୍ ପୁଲିଙ୍ଗ କାରଣରୁ ଟ୍ରେନଗୁଡିକ ସବୁବେଳେ ବିଳମ୍ବରେ ଆସିଥାଏ । ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏକ ବଡ ପଦକ୍ଷେପ ନେଇଛି । ଏହାକୁ ନେଇ ଚଳିତ ମାସରୁ ରେଲୱେ ଅଭିଜାନ ଆରମ୍ଭ ହେବ । ଏଣିକି ଚେନ୍ ପୁଲିଙ୍ଗ କରୁଥିବା ସମୟରେ ଧରା ପଡିଲେ ସଙ୍ଗେ ସଙ୍ଗେ ଜୋରିମାନା ପରିବର୍ତ୍ତେ…

ସାବଧାନ! ଆପଣ ବ୍ୟବହାର କରୁଥିବା ପ୍ଳାଷ୍ଟିକ ,ସ୍ୱାସ୍ଥ୍ୟ ପାଇଁ ସାଂଘାତିକ ପ୍ଲାଷ୍ଟିକ ।ଜାଣନ୍ତୁ ଶରୀର ପାଇଁ କେଉଁ…

ଏବେ ପ୍ଲାଷ୍ଟିକ ସାମଗ୍ରୀକୁ ବ୍ୟାନ କରିବା ପର୍ବ ଆରମ୍ଭ ହୋଇଛି । ଚୀନରେ ପ୍ରଥମେ ପ୍ଲାଷ୍ଟିକ ବ୍ୟାଗକୁ ବ୍ୟାନ କରିବା ପରେ ଏବେ ପୂରା ବିଶ୍ୱରେ ପ୍ଲାଷ୍ଟିକ ବ୍ୟାଗର ବ୍ୟବହାର ଉପରେ ରୋକ ଲଗାଇବାକୁ ଦାବି ଉଠୁଛି । ମଣିଷର ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ଏକ ମହତ୍ୱପୂର୍ଣ୍ଣ ଭୂମିକାରେ ନଜର…

ପୁରୀ ଜଗନ୍ନାଥ ଧାମର ମହିମା ! ଏହି ମନ୍ଦିରରେ ଫେଲ ମାରିଯାଏ ବୈଜ୍ଞାନିକଙ୍କ ସବୁ ଅଧ୍ୟୟନ ଓ ଗବେଷଣା

ଭାରତର ଚାରି ଧାମ ମଧ୍ୟରେ ଗୋଟିଏ ହେଲା ପୁରୀ ଜଗନ୍ନାଥ ଧାମ । ଏହି ମନ୍ଦିର ବହୁତ ପ୍ରସିଦ୍ଧ ତଥା ଲୋକପ୍ରିୟ । ଦେଶ ବିଦେଶରୁ ଭଗବାନଙ୍କ ଦର୍ଶନ ପାଇଁ ଏଠାରୁ ଆସନ୍ତି ଲକ୍ଷ ଲକ୍ଷ ପର୍ଯ୍ୟଟକ । ଏହି ମନ୍ଦିରରେ ଭଗବାନ ଜଗନ୍ନାଥ, ଭଗବାନ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତୀ ମାଟିର ନୁହଁରେ …

ଗୁମ୍ଫାରେ କଟୁଛି ରାତି ! ୧୦ ଦିନ ପରେ ମିଳିଲା ଗୁମ୍ଫାରେ ଫସିଥିବା ୧୨ ଜଣ କୁନି ପିଲାଙ୍କ ଖବର ।

୧୦ ଦିନ ଧରି ଗୁମ୍ଫାରେ ଫସି ରହିଛନ୍ତି ୧୨ ଜଣ ନାବାଳକ । ଏବଂ ତାଙ୍କ ସହ ଫୁଟବଲ କୋଚ ମଧ୍ୟ ଗୁମ୍ପାରେ ଫସି ରହିଥିଲେ । ଗତ ଜୁନ ୨୩ ତାରିଖରୁ ନିଖୋଜ ଥିଲେ ଉଭୟ କୋଚ ଓ ୧୨ ଜଣ ପିଲା । ଥାଇଲାଣ୍ଡର ପଟ୍ଟାୟା ବିଚ୍ ଅଞ୍ଚଳରେ ଘଟିଥିବା ଏଭଳି ଘଟଣା ଏବେ ସମଗ୍ର ବିଶ୍ୱକୁ ଚକିତ କରିଛି । କାରଣ ୧୦…

ବର୍ଷା ପାଣିରେ ମୁମ୍ବାଇର ହାଲ ବେହାଲ : ସୃଷ୍ଟି ହେଲା କୁତ୍ରିମ ବନ୍ୟା ପରିସ୍ଥିତି, ଜୀବନଯାତ୍ରା ଠପ୍

କନକ ବ୍ୟୁରୋ : ଲଗାଣ ବର୍ଷାରେ ମୁମ୍ବାଇର ହାଲ ବେହାଲ । ବର୍ଷା ପାଣିରେ ମୁମ୍ବାଇରେ ସୃଷ୍ଟି ହୋଇଛି କ୍ୟୃତ୍ରିମ ବନ୍ୟା ପରିସ୍ଥିତି । ଗତ କିଛି ଦିନ ହେବ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ଆଉ ଏହି ଲଗାଣ ବର୍ଷା ମୁମ୍ବାଇରେ ଜୀବନଯାତ୍ର୍ରାକୁ ପ୍ରଭାବିତ କରିଛି । ମୁମ୍ବାଇ ରାସ୍ତା ଉପରେ…