Daily Archives

June 20, 2018

ଆଇଏଏସ ଅଫିସରଙ୍କ ପାଗଳାମି ! ମହିଳାଙ୍କୁ ସାପ କାମୁଡିଛି କହି ମଗାଇଲେ ହେଲିକପ୍ଟର, କଲେ ମଜାମସ୍ତି ।

ହରିଆଣାର ୨ ଜଣ ଆଇଏଏସ୍ ଅଫିସର୍ ଆଶ୍ଚର୍ୟ୍ୟଜନକ କାମ କରିଥିବା ମାମଲା ଗଣମାଧ୍ୟମକୁ ଆସିଛି। ଉଭୟ ଅଧିକାରୀ ମଜାମସ୍ତି କରିବା ପାଇଁ ସରକାରୀ ହେଲିକପ୍ଟର ମଗାଇଥିଲେ। ହରିଆଣା ସରକାର ଏହି ମାମଲାର ଯାଞ୍ଚ କରାଇବାକୁ କହିଛନ୍ତି। ହିମାଚଳ ପ୍ରଦେଶର ସରକାର ମଧ୍ୟ ଘଟଣାର ତଦନ୍ତ କରିପାରନ୍ତି।…

ରାଜ୍ୟପାଳଙ୍କ ହାତରେ ଜମ୍ମୁ-କାଶ୍ମୀରର ମଙ୍ଗ ! ଜାଣନ୍ତୁ କାଶ୍ମୀରରେ କେତେ ଥର ଲାଗୁ ହୋଇଛି ରାଜ୍ୟପାଳ ଶାସନ

କନକ ବ୍ୟୁରୋ : ବିଜେପି-ପିଡିପି ମେଂଟ୍ ସରକାର ଭାଙ୍ଗିବା ପରେ ଜାମ୍ମୁକାଶ୍ମୀରରେ ରାଜ୍ୟପାଳ ଶାସନ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଫଳରେ ରାଜ୍ୟର ଶାସନ ଭାର ଆସିଯାଇଛି ରାଜ୍ୟପାଳ ନରେନ୍ଦ୍ର ନାଥ ବୋରାଙ୍କ କାନ୍ଧକୁ । ପ୍ରଶାସନିକ ପରିଚାଳନା ପାଇଁ…

ଅସହ୍ୟ ତାତି ସାଙ୍ଗକୁ ଦୁଃଖ ବଢାଉଛି ଅଘୋଷିତ ବିଦ୍ୟୁତ୍ କାଟ୍ ! ସରକାରୀ ହସ୍ପିଟାଲରେ ଅଭାବନୀୟ ପରିସ୍ଥିତି, ରୋଗୀ…

କନକ ବ୍ୟୁରୋ : ଖରା ଯୋଗୁଁ ଅଂଶୁଘାତର ଖବର ଯେତିକି ବିବ୍ରତ କରୁଛି, ଠିକ୍ ସେହିଭଳି ଅଘୋଷିତ ବିଜୁଳିକାଟ୍ ଚିନ୍ତା ବଢ଼ାଇ ଦେଇଛି । ଖରା ଯୋଗୁଁ ନା’ ବାହାରକୁ ବାହାରି ହେଉଛି, ନା’ ଗୁଳୁଗୁଳି ଯୋଗୁଁ ଘରେ ବସି ହେଉଛି । ଆଉ ଏସବୁ ଭିତରେ ରାଜ୍ୟର ବିଭିନ୍ନ ଅଂଚଳରୁ ଆସୁଥିବା ଚିତ୍ର ଦେଖିଲେ କେବଳ…

ଭୁଲ ମାନୁନାହାନ୍ତି ସୋନା ! ଟ୍ୱିଟ୍ କରି ଗଣମାଧ୍ୟମ ଉପରେ ବର୍ଷିଲେ, କହିଲେ, ଟିଆରପି ପାଇଁ କରୁଛନ୍ତି ଟାର୍ଗେଟ

କନକ ବ୍ୟୁରୋ : ସମାଲୋଚକଙ୍କୁ ସୋନାଙ୍କ କଡା ଜବାବ । ଆହେ ନୀଳ ଶଇଳ ଗାଇଲାବେଳେ ତାଙ୍କ ପୋଷାକକୁ ନେଇ ସଫେଇ ପରେ ବି ଟିପ୍ପଣି କରିବାରୁ ଚିଡିଯାଇଛନ୍ତି ସୋନା । ଆଉ ଅତି କଦର୍ଯ୍ୟ ଭାବରେ ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି । ଟ୍ୱିଟ କରି ଲେଖିଛନ୍ତି ଯେ, ଚୁପ ନହେଲେ ସେ…

ଚାକିରିଆଙ୍କ ପାଇଁ ବଡ ଖବର ! ଏଣିକି ଖାତାରୁ ଉଠାଇ ପାରିବେ ନାହିଁ ୬୦ ପ୍ରତିଶତରୁ ଅଧିକ ପିଏଫ, ଇପିଏଫଓ କରିପାରେ ବଡ…

କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି (ଇପିଏଫଓ) ପ୍ରୋଭିଡେଣ୍ଟ ଫଣ୍ଡ ଖାତାରୁ ଟଙ୍କା ଉଠାଇବାକୁ ନେଇ ଏକ ବଡ ନିଷ୍ପତ୍ତି ନେବାର ପ୍ରସ୍ତୁତି କରୁଥିବା ଜଣାପଡିଛି । ଏହା ଦ୍ୱାରା ପିଏଫ ଖାତାରୁ ଟଙ୍କା ଉଠାଇବା ପାଇଁ ସର୍ବାଧିକ ସୀମା ନିର୍ଦ୍ଧାରଣ କରାଯାଇପାରେ । ଜାତୀୟ ଗଣମାଧ୍ୟମ ରିପୋର୍ଟ…

ଭାରତୀୟ ବୈଜ୍ଞାନିକ କଲେ କମାଲ! ବିକଶିତ କଲେ ଚମତ୍କାର ଜଳ, ଥରେ ଧୋଇଲେ ୪୦ ଦିନ ସତେଜ ରହିବ ପନିପରିବା

କମାଲ କଲେ ଭାରତୀୟ ବୈଜ୍ଞାନିକ । ଏଣିକି ଆଉ ଏତେ ଶୀଘ୍ର ଖରାପ ହେବନି ଆପଣଙ୍କ ପନିପରିବା । ବାସ ପନିପରିବାକୁ ଥରେ ଧୋଇଲେ ୪୦ ଦିନ ଯାଏଁ ସତେଜ ରହିବ । ଏଥିପାଇଁ କୌଣସି କେମିକାଲ କିମ୍ବା ରାସାୟନିକ ପଦାର୍ଥର ବ୍ୟବହାର କରିବାକୁ ପଡ଼ିବନି । କେବଳ ବୈଜ୍ଞାନିକ ମାନେ ବିକଶିତ କରିଥିବା ଚମତ୍କାର…