Daily Archives

June 16, 2018

ମୋବାଇଲ ବ୍ୟାଟେରୀ ଫାଟି ୫ବର୍ଷୀୟ ଶିଶୁ କନ୍ୟାର ଛିଣ୍ଡି ପଡିଲା ପାଟି : ଶିଶୁର ଭୟାବହ ମୁହଁ ଦେଖି ଡାକ୍ତର ବି ହୋଇଗଲେ…

ଉଦୟପୁର ଏମବି ହସପିଟାଲରୁ ମୋବାଇଲ ଫୋନ୍ ର ବ୍ୟାଟେରୀ ଫାଟିବାରୁ ଏକ ୫ ବର୍ଷୀୟ ଶିଶୁ କନ୍ୟାର ପାଟି ଫାଟିଯିବାର ଚାଚଂଲ୍ୟକର ଘଟଣା ସାମନାକୁ ଆସିଛି । ଏମବି ହସପିଟାଲର ଏମରଜେନ୍ସିରେ ଶୁକ୍ରବାର ସକାଳ ୮.୩୦ ରେ ଶିଶୁର ପରିବାର ଲୋକେ କ୍ଷତ ବିକ୍ଷତ ଚେହେରା ସହ ଏକ ୫ ବର୍ଷୀୟ ଶିଶୁକୁ ନେଇ…

ଋଷିଆରେ ଭାରତର ତ୍ରିରଙ୍ଗା ଉଡ଼ାଇଲେ ହିଟମ୍ୟାନ ରୋହିତ ଶର୍ମା । କହିଲେ, ବିଶ୍ୱର ସବୁ ସ୍ଥାନରେ ତ୍ରିରଙ୍ଗାକୁ ଉଚ୍ଚା…

ପୂରା ବିଶ୍ୱରେ ଏବେ ଫୁଟବଲ ଫିଭର । ଫୁଟବଲ ମହାକୁମ୍ଭ ଫିଫା ବିଶ୍ୱକପର ୨୧ ତମ ସଂସ୍କରଣକୁ ନେଇ ବିଶ୍ୱବାସୀ ବେଶ ଉତ୍ସାହିତ । ୧୪ ଜୁନରେ ଆରମ୍ଭ ହୋଇଥିବା ଏହି ବିଶ୍ୱକପ ମହାକୁମ୍ଭ ୧୫ ଜୁଲାଇରେ ସରିବ । ୩୨ଟି ଟିମ୍ ମଧ୍ୟରେ ହେବ ଜୋରଦାର ଲଢ଼େଇ । କିଏ ଜିତିବ ଫିଫା ବିଶ୍ୱକପର ଗୋଲଡ଼େନ ଟ୍ରଫି ।…

ଅଗଷ୍ଟ ୧୫ ସୁଦ୍ଧା ପ୍ରତି ଜିଲ୍ଲାରେ ଆଦର୍ଶ ଥାନା! ଆବଶ୍ୟକୀୟ ସହାୟତା ପ୍ରଦାନ ପାଇଁ ଓଡିଶା ପୋଲିସର ନୂଆ ଅଭିଯାନ ।

ରାଜ୍ୟବାସୀଙ୍କ ଆବଶ୍ୟକତା ପୁରା କରିବା ପାଇଁ ଏଣିକି ପ୍ରତି ଜିଲ୍ଲାରେ ହେବ ମଡେଲ ପୋଲିସ ଷ୍ଟେସନ । ଏନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତାରେ କଟକ ପୋଲିସ ମୁଖ୍ୟାଳୟରେ ଭିଡିଓ କନଫରେସିଂ ଦ୍ୱାରା ଜିଲ୍ଲା ଏସପି ମାନଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ରାଜ୍ୟରେ ମଡେଲ ପୋଲିସ…

ଚାଲି ଚାଲି ରାଉରକେଲାରୁ ଦିଲ୍ଲୀ । ବ୍ରାହ୍ମଣୀ ସେତୁ ଓ ହସ୍ପିଟାଲ କଥା ମୋଦିଙ୍କୁ ମନେପକାଇବାକୁ ୧୩୫୦ କି.ମି ଚାଲିଲେ…

କନକ ବ୍ୟୁରୋ : ନିର୍ବାଚନ ବେଳେ ନେତା ମାନେ ମାଳ ମାଳ ପ୍ରତିଶୃତି ଦିଅନ୍ତି ଏକଥା ସମସ୍ତେ ଜାଣନ୍ତି । କିଏ ଏହାକୁ ପୂରଣ କରେ ତ ପୁଣି କିଏ ଭୋଟ ପାଇବା ପରେ ଏକଥାକୁ ସମ୍ପୂର୍ଣ୍ଣ ଭୁଲି ଯାଏ । ଆଉ ଏଭଳି ଜଣେ ନେତା ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯିଏ ମାଳ ମାଳ…

ଆପଣଙ୍କ ଭଏସ୍ ଯୋଗେ କେମିତି କରିବେ ସ୍ମାର୍ଟଫୋନ୍ ଅନଲକ୍ ? ଜାଣନ୍ତୁ ଏହି ୪ଟି ଷ୍ଟେପ୍

ସାଧାରଣତଃ ସ୍ମାର୍ଟଫୋନଗୁଡ଼ିକୁ ସୁରକ୍ଷିତ ରଖିବା ଲାଗି ଆଜିକାଲି ସ୍ମାର୍ଟଫୋନ୍ ନିର୍ମାତା କଂପାନିମାନେ ନୂଆ-ନୂଆ ଫିଚର୍ସ ଯୋଡ଼ି ଦେଉଛନ୍ତି। ପୂର୍ବରୁ କେବଳ ନମ୍ବର ମାଧ୍ୟମରେ ଲକ୍ ହେଉଥିବା ସ୍ମାର୍ଟଫୋନ୍, ଆଜିକାଲି ଫିଙ୍ଗରପ୍ରିଂଣ୍ଟ୍ ସ୍କାନର୍, ଫେସ୍ ଅନଲକ୍ ଭଳି ଫିଚର୍ସ ଦ୍ୱାରା ଲକ୍…

ଭାରତର ଏକମାତ୍ର ରେଲୱେ ଷ୍ଟେସନ, ଯେଉଁଠିକି ଯିବା ପାଇଁ ଦରକାର ପଡେ ପାସପୋର୍ଟ ।

କ’ଣ ଆପଣ ଜାଣିଛନ୍ତି କି ଦେଶରେ ଏକ ଏମିତି ରେଲୱେ ଷ୍ଟେସନ ଅଛି, ଯେଉଁଠି କି ଯିବା ପାଇଁ ପାସପୋର୍ଟର ଆବଶ୍ୟକତା ପଡେ । ଏହାକୁ ବିଶ୍ୱାସ କରିବା ମୁସ୍କିଲ କିନ୍ତୁ ବାସ୍ତବରେ ଏହା ସତ୍ୟ ଅଟେ । ଆଜ୍ଞା ହଁ, ଏହି ଷ୍ଟେସନକୁ ବିନା ପାସପୋର୍ଟରେ ଯିବା ବେଆଇନ ଧରାଯାଏ । ଜଣାଇଦେଉଛୁ ଯେ ଏହା…