କନକ ବ୍ୟୁରୋ: କୁହୁଡି ନେଲା ଜୀବନ । ମାଘ ସପ୍ତମୀରେ କୋଣାର୍କ ଚନ୍ଦ୍ରଭାଗାରୁ ବୁଡ ପକାଇ ଫେରିବା ବେଳେ ନିମାପଡା ଏକମଣାରେ ଦୁର୍ଘଟଣା ଘଟିଛି । ଏସମସ୍ତ ଭୁବନେଶ୍ୱର ବରମୁଣ୍ଡା ଅଂଚଳର ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଏହି ଶ୍ରଦ୍ଧାଳୁ ମାନେ ଅଟୋରେ ଫେରୁଥିବା ବେଳେ ନିମାପଡା ଏକମଣା ନିକଟରେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକକୁ ଅଟୋଟି ଧକ୍କା ଦେଇଥିଲା ।
ଦେଖନ୍ତୁ ଏହି ଭିଡିଓ :