ମେୟର ଅନନ୍ତ ନାରାୟଣ ଜେନାଙ୍କ ସମର୍ଥନରେ ମହିଳାଙ୍କ ରାଲି

45

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଋଷି ମୃତ୍ୟୁ ଓ ବିବାଦୀୟ ସେକ୍ସ ସିଡି ପ୍ରସଙ୍ଗରେ ଆଜି ରାଜଧାନୀରେ ବିଜେପି ବନ୍ଦ ପାଳନ କରୁଥିବା ବେଳେ ଅନ୍ୟପଟେ ମେୟର ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ବାହାରିଛନ୍ତି ମହିଳା ।

୪୭ ନମ୍ବର ୱାର୍ଡରୁ ମେୟର ସମର୍ଥନରେ ମହିଳାଙ୍କ ଏକ ବିରାଟ ରାଲି ବାହାରି ମେୟରଙ୍କ ବାସଭବନ ଯାଏ ଯାଇଥି ଅନନ୍ତ ନାରାୟଣ ଜେନାଙ୍କ ସମର୍ଥନରେ ବାହାରିଥିଲେ । ରାଜଭବନରେ ଶତାଧିକ ମହିଳା ଏକାଠି ହୋଇ ଏକ ବିଶାଳ ରାଲିରେ ବାହାରି ମେୟରଙ୍କ ବାସଭବନକୁ ଯାଇଥିଲେ ।

ଦେଖନ୍ତୁ ଏହି ଭିଡିଓ –